ଯଦି ଆପଣଙ୍କ ନାମ A,K,M,T,P,S,R ଏହି ଅକ୍ଷରରେ ଆରମ୍ଭ ହେଉଛି, ତେବେ ନିଶ୍ଚୟ ଦେଖନ୍ତୁ….

କୁହାଯାଏ କି କୌଣସି ବି ବ୍ୟକ୍ତିର ନାଁ ତା ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ଆପଣଙ୍କ ନାଁର ପ୍ରଥମ ଅକ୍ଷର ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଜ୍ୟୋତିଷୀଙ୍କ ଅନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶି ଉପରେ ଉପସ୍ଥିତ ହୋଇଥାନ୍ତି ସେହି ରାଶି ଅନୁସାରେ ତାହାର ପ୍ରଥମ ଅକ୍ଷର ନିର୍ଧାରିତ ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ କିଛି ନାଁ ନେଇ ଆସିଛୁ । ଯେଉଁଥିରେ ଆପଣଙ୍କୁ ଆପଣଙ୍କର ନାଁର ପ୍ରଥମ ଅକ୍ଷର ବାଛିବାର ଅଛି । ଏହା ପରେ ଆମେ ଆପଣଙ୍କ ବିଷୟରେ କିଛି ରହସ୍ୟ ପୂର୍ଣ କଥା କହିବୁ ।

A ନାମ ବାଲା

A ନାମ ବାଲା ଲୋକମାନେ ବହୁତ ହିଁ ପରିଶ୍ରମୀ, ସାହାସୀ ଓ ଧର୍ଯ୍ୟବାନ ହୋଇଥାନ୍ତି । ସତ ଯେତେ କଡା ହୋଇ ଥିଲେ ବି ଏମାନେ ସବୁ ସ୍ଥିତିରେ ଏହାକୁ ସ୍ଵୀକାର କରନ୍ତି ।

G ନାମ ବାଲା

ଏମାନେ ବହୁତ ଶାନ୍ତ ନଜର ଆସନ୍ତି । କିନ୍ତୁ ଭୁଲ କଥାରେ ଏମାନେ ଜଲ୍ଦି ରାଗି ଯାଆନ୍ତି । ଏମାନେ ହୃଦୟର ଭଲ ଓ ସଚ୍ଚୋଟ ହୋଇଥାନ୍ତି । ନିଜ କଥାକୁ ଏମାନେ କାହା ସହିତ ଶେୟାର କରିବାକୁ ପସନ୍ଦ କରନ୍ତି ନାହିଁ ।

K ନାମ ବାଲା

ଏମାନଙ୍କୁ ସେହି ସମସ୍ତ ଖୁସି ମିଳିଥାଏ ଯାହାର ଏମାନେ ହକଦାର ହୋଇଥାନ୍ତି । ଏମାନଙ୍କ ପର୍ଶନାଲିଟି ବହୁତ ଆକର୍ଷକ ହୋଇଥାଏ । ସାହାର୍ଯ୍ୟ ମାମଲାରେ ଏମାନେ ଆଗରେ ରହିଥାନ୍ତି ।

M ନାମ ବାଲା

ଏମାନେ ଚାର୍ମିଙ୍ଗ ଓ ଆକର୍ଷକ ହୋଇଥାନ୍ତି । ଏମାନେ ନିଜ ଦୁନିଆରେ ରହିବାକୁ ପସନ୍ଦ କରନ୍ତି । ଏମାନେ ସମସ୍ତଙ୍କ ସହ ପ୍ରେମର ଭାବନା ରଖି ମିଶିଥାନ୍ତି । ସମସ୍ତଙ୍କର ମହତ୍ଵ ବିଷୟରେ ବି ଏମାନେ ଜାଣିଛନ୍ତି ।

T ନାମ ବାଲା

ଏମାନେ ସମସ୍ତଙ୍କୁ ବହୁତ ଭଲ ପାଆନ୍ତି । ନିଜକୁ ଫିଟ ରଖିବା ଓ ନିଜର କେୟାର ନେବା ଏମାନଙ୍କୁ ପସନ୍ଦ ଲାଗେ । ସୁନ୍ଦର ଓ ଭିନ୍ନ ଜିନିଷ ପ୍ରତି ଏମାନେ ଜଲ୍ଦି ଆକର୍ଷିତ ହୋଇଥାନ୍ତି ।

P ନାମ ବାଲା

ଏମାନେ ବହୁତ ସଚ୍ଚୋଟ ଓ ବିଶ୍ଵାସୀ ହୋଇଥାନ୍ତି । ଏମାନେ ବହୁତ ପ୍ରତିଭାର ମାଲିକ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ସମସ୍ତ ଖୁସି ମିଳିଥାଏ । ଅନ୍ୟର ସାହାର୍ଯ୍ୟ କରିବା ମନୋଭାବ ଏମାନଙ୍କ ମନରେ ସବୁବେଳେ ଥାଏ ।

S ନାମ ବାଲା

ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ନିଜର ଜିନିଷ ଓ ରହସ୍ୟ କଥାକୁ କାହା ସହିତ ଶେୟାର କରିବା ଏମାନଙ୍କୁ ପସନ୍ଦ ନୁହେଁ । ଛୋଟ ଛୋଟ କଥାକୁ ନେଇ ଏମାନେ ବେଳେ ବେଳେ ବହୁତ ଭାବୁକ ହୋଇ ଯାଆନ୍ତି ।

R ନାମ ବାଲା

ଏମାନେ ନିଜ ପରିବାରରକୁ ବହୁତ ମହତ୍ଵ ଦିଅନ୍ତି । ଏମାନେ ଭିଡରୁ ଅଲଗା ହୋଇ ରହିବାକୁ ପସନ୍ଦ କରନ୍ତି । ଏମାନେ ଜୀବନରେ କାମ କରିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *