ଯଦି ଆପଣଙ୍କ ଘରେ ଅଛି ଏହି ଜିନିଷ ତେବେ ତୁରନ୍ତ ହଟେଇ ଦିଅନ୍ତୁ, ନହେଲେ ଆପଣଙ୍କ ପାଖରେ ପଇସା କେବେବି ରହିବନି

ଆମ ଧର୍ମଶାସ୍ତ୍ରରେ କିଛି ଏମିତିଆ କଥା କୁହାଯାଇଛି ଯାହା ଉପରେ ଧ୍ୟାନ ରଖିଲେ ଚାକିରି ଓ ବ୍ୟବସାୟ ରେ ଉର୍ନତି ସହିତ ଧନ ଲାଭ ହୋଇଥାଏ । ଯଦି ଆପଣ ବାସ୍ତୁଶାସ୍ତ୍ର ଏହି କଥାକୁ ଧ୍ୟାନ ରଖିବେ ତେବେ ଆପଣଙ୍କ ଘର ପରିବାରର କୌଣସି ଅସୁବିଧା ହେବ ନାହିଁ । ଆପଣ ମାନେ ସବୁ ଜାଣିଥିବେ ଘରେ ବାସ୍ତୁଶାସ୍ତ୍ର ଉପରେ ବହୁତ ମହତ୍ଵ ଦିଆଯାଏ । ଘର ବନେଇବା ସମୟରେ ବାସ୍ତୁର ପୁରା ଧ୍ୟାନ ଦେବା କଥା । ସମୟ ସହିତ ଘରେ ବହୁତ ଜିନିଷ ପୁରୁଣା ହୋଇଯାଏ ଯେଉଁଥିରୁ କିଛି ଜିନିଷକୁ ଆମେ ବଦଳେଇଦଉ ଆଉ କିଛି ଜିନିଷକୁ ଆମେ ଛାଡି ଦେଉ ।

Image Courtesy: Google

ଘରେ ରଖିଥିବା ପୁରୁଣା ଜିନିଷ ଦ୍ଵାରା ନକାରାତ୍ମ ଊର୍ଜା ଆସେ । ଯାହାଦ୍ୱାରା ଘରେ ପଇସା ରହିପାରେ ନାହିଁ । ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କ ଘରେ ସମସ୍ଯା ଆଣେ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ କଣ ଯାହା ଘରେ ସମସ୍ଯା ଅନିଥାଏ ।

ଆପଣ ନିଜ ଘରେ କେବେବି ପୁରୁଣା ଘଣ୍ଟା ରଖନ୍ତୁ ନାହିଁ

Image Courtesy: Google

ଯଦି ଆପଣ ଘରେ ପଇସା ରଖିବା ପାଇଁ ଆଲମାରିର ବ୍ୟବହାର କରୁଛନ୍ତି ତେବେ ସେହି ଆଲମାରି ପାଖରେ କୌଣସି ନୀଳ ରଙ୍ଗର ଚିତ୍ର ଲଗାନ୍ତୁ ନାହିଁ । କାରଣ ନୀଳ ରଙ୍ଗ ହାଉଛି ପାଣିର ପ୍ରତୀକ ଏହା ପଇସାକୁ ପଣି ଭଳି ବୁହାଇନେବ ।

କେବେବି ବହୁମୂଲ୍ୟ ବସ୍ତୁକୁ ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ ନାହିଁ

ପକେଟେରେ କେବାବି ଫାଟି ଯାଇଥିବା ପର୍ସ ଓ ଭାଙ୍ଗି ଯାଇଥିବା ତିଜୋରି ରଖନ୍ତୁ ନାହିଁ, କାରଣ ଏହା ଡ଼ିଡ଼ବଲଇଉର ଲକ୍ଷ୍ମୀ ମାତାଙ୍କ ଆଗମନ ବନ୍ଦ ହୋଇଯାଏ ଓ ଆପଣଙ୍କୁ ପଇସାର ସମସ୍ଯା ଦେଖାଦେଇଥାଏ ।

Image Courtesy: Google

ନିଜ ପର୍ସରେ ସବୁବେଳେ ମା ଲକ୍ଷ୍ମୀଙ୍କ ଫୋଟୋ, ସୁପାରି, ଶ୍ରୀ କୁବେର ଜନ୍ତ୍ର ରଖିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ବନିଥାଏ ।

ଘରର କବାଟ ଝରକାକୁ ବହୁତ ଜଳଦି ଠିକ କରିବାକୁ ଚେଷ୍ଟା କରନ୍ତୁ କାରଣ ଏହା ଦ୍ଵାରା ଘରକୁ ନକରାତ୍ମକ ଊର୍ଜା ପ୍ରବେଶ କରିଥାଏ ।

ଘରେ କେବେବି ଭାଙ୍ଗିଯାଇଥିବା ଫର୍ନୀଚର ବା ଫାଟି ଯାଇଥିବା ସୋଫର କଭର ରଖନ୍ତୁ ନାହିଁ, ଏହା ଦ୍ଵାରା ଆପଣଙ୍କ କୌଣସି ଉର୍ନତି ହୋଇନଥାଏ ଏବଂ ଘରେ ଧନର ଅଭାବ ଦେଖାଯାଇଥାଏ ।

ଘର ଛାତ ଉପରେ ଫାଲତୁର ବସ୍ତୁ ଗୁଡିକୁ ରଖିବା ଦ୍ଵାରା ଗହରେ ଆର୍ଥିକ ସମସ୍ଯା ଦେଖାଦେଇଥାଏ ଓ ପରିବାର ସଦସ୍ୟଙ୍କ ରୋଜଗାର ଓ ମାନସିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

Image Courtesy: Google

ଘରେ କେବେବି ତିନୋଟି କବାଟ ଏକା ଲାଇନରେ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରେ ଚୋରୀର ଭୟ ବନୀରହିଥାଏ ।

ଘରେ କେବେବି ଭାଙ୍ଗି ଯାଇଥିବା ବସ୍ତୁ କିମ୍ବା ଫାଲତୁ ବସ୍ତୁ ଗୁଡିକୁ ରଖନ୍ତୁ ନାହିଁ ଏହା ଦ୍ଵାରା ବାସ୍ତୁଶାସ୍ତ୍ରରେ ଦୋଷ ଉତ୍ପନ ହୋଇଥାଏ ଓ ଘରେ ମା ଲକ୍ଷ୍ମୀଙ୍କ କୃପା ପଡି ନଥାଏ ।

ଘରେ କିମ୍ବା ଅଫିସରେ କେବେବି ଭାଙ୍ଗିଯାଇଥିବା ଆଲମାରୀର ପ୍ରୟୋଗ କରନ୍ତୁ ନାହିଁ ।

ଘରେ କୌଣସି କଳରୁ ପାଣି ବନ୍ଦ କଲା ପରେ ବି ଟପ ଟପ ହୋଇ ପାଣି ପଡୁଛି ତେବେ ତାହାକୁ ତୁରନ୍ତ ସଜାଡନ୍ତୁ । କାରଣ ଏହି ଟପ ଟପ ଶବ୍ଦ ଦ୍ଵାରା ନକରାତ୍ମକ ଉର୍ଜ ଘରକୁ ପ୍ରବେଶ କରିଥାଏ ଓ ଘରେ ସବୁବେଳେ ଅଶାନ୍ତି ବନୀ ରହିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *