କେବେ ବି ହେବନି ରୋଗ ଯଦି ଧ୍ୟାନ ରଖିବେ ଏହି 5ଟି କଥା

ଆମ ଶରୀରକୁ କଷ୍ଟ ହେଲେ ଆମ ମନକୁ କଷ୍ଟ ହୋଇଥାଏ ଆଉ ଆମେ ଭଲରେ ରହି ପାରୁ ନଥାଉ ସେଥିପାଇଁ ଏହା ବହୁତ ଆବଶ୍ୟକ ଯେ ଆମେ ନିଜ ଶରୀର ପ୍ରତି ସଜାଗ ରହିବୁ । ଆଜି ଆମେ ଆପଣଙ୍କୁ କିଛି ବିଶେଷ ଶରୀର ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଆଉ ତାକୁ କେମିତି ରୋଗ ମୁକ୍ତ ରଖିବା ଉଚିତ ତାହା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ନିଜ ଏହି ଅଙ୍ଗକୁ ବଞ୍ଚାଇ ରାଖୀ ପାରିବେ ତେବେ ଆପଣଙ୍କୁ ବହୁତ ପ୍ରକାର ଲାଭ ମିଳିଥାଏ ଆଉ ଆପଣ କେବେ ରୋଗରେ ପଡି କଷ୍ଟ ପାଇବେ ନାହିଁ ।

କିଡନି :

ଯଦି ଆପଣ ନିଜ କିଡନିକୁ ଭଲ ପାଇଥାନ୍ତି ତେବେ ଆପଣଙ୍କୁ ପ୍ରଚୁର ମାତ୍ରାରେ ପାଣି ସେବନ କରିବା ଉଚିତ କାହିଙ୍କିନା ଆପଣ ସଠିକ ମାତ୍ରାରେ ପାଣି ପିବା ଦ୍ଵାରା କିଡନି ନିଜ କାମ ଭଲ ଭାବରେ କରିଥାଏ ଆଉ ଆପଣଙ୍କୁ କିଡନି ଜଡିତ କିଛି ସମସ୍ୟା ହୋଇନଥାଏ ଡକ୍ଟର କହିବା ଅନୁଯାଇ ବଡ ମାନଙ୍କୁ ଗୋଟେ ଦିନରେ ୪ରୁ ୫ ଲିଟର ପାଣି ସେବନ କରିବା ଉଚିତ ଏହା ଦ୍ଵାରା ତାଙ୍କ କିଡନି ସଠିକ ଭାବରେ କାମ କରିଥାଏ ।

ହାର୍ଟ :

ଯଦି ଆପଣ ନିଜ ହ୍ରୁଦୟକୁ ସବୁ ପ୍ରକାର ରୋଗରୁ ବଞ୍ଚାଇ ରଖିବାକୁ ଚାହନ୍ତି ତେବେ ଆପଣଙ୍କୁ ଲୁଣ ଖାଇବା କମ କରିବାକୁ ହବ ଆଉ ବିଶେଷ କରି କଞ୍ଚା ଲୁଣ ଯାହା ଆମେ ଉପରୁ ଖାଇଥାଉ । ଲୁଣ ଅଧିକ ମାତ୍ରାରେ ସେବନ କରିବା ଦ୍ଵାରା ରକ୍ତ ଚାପ ଶାରିଆରେ ଅଧିକ ବଢିବାକୁ ଲାଗିଥାଏ ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ ମାତ୍ରାରେ ଖରାପ ହୋଇଥାଏ । ସେଥିପାଇଁ ଲୁଣ କମ ସେବନ କରନ୍ତୁ ଦେଖିବେ ଆପଣଙ୍କୁ ହାର୍ଟ ସମସ୍ୟା କମ ହବ ଆଉ ତେଲ ଜିନିଷ କମ ସେବନ କରନ୍ତୁ ।

ନାକ :

ଯଦି ଆପଣ ନିଜ ନାକ ଦ୍ଵାରା ହଇରାଣ ଅଛନ୍ତି ବା ନିଶ୍ଵାସ ସମସ୍ୟା ଆପଣଙ୍କୁ ଅଧିକ ରହୁଛି ତେବେ ଆପଣ ପୁଦିନା ଅଧିକ ମାତ୍ରାରେ ସେବନ କରନ୍ତୁ ଦେଖିବେ ଆପଣଙ୍କ ନାକ ଜଡିତ ସମସ୍ୟା ମୂଳରୁ ସମାପ୍ତ ହବ ଆଉ ଆପଣଙ୍କୁ ବହୁତ ଶୀଘ୍ର ନାକ ସମସ୍ୟାରୁ ମୁକ୍ତି ମିଳିବ ।

ପେଟ :

ଯଦି ଆପଣ ନିଜ ପେଟକୁ ଭଲ ରଖିବା ପାଇଁ ଚାହନ୍ତି ତେବେ କେବେ ବି ଖାଇବା ମଝିରେ ପାଣି ସେବନ କରିବେ ନାହିନ ଏହା ଆପଣଙ୍କ ପେଟକୁ ଆହୁରି ଖରାପ କରିଥାଏ ।

Leave a Reply

Your email address will not be published. Required fields are marked *