କ୍ଷୀରରେ ହଳଦୀ ମିଶାଇ ପିଇବାର ଫାଇଦା 1 କୋଟି ଖର୍ଚ୍ଚ କଲେ ମଧ୍ୟ ପାଇବେ ନାହିଁ- Health Tips

ବହୁତ ଦିନ ପୂର୍ବରୁ ଲୋକ ମାନେ ଘରେ ବହୁତ ଉପଚାର କରୁଥିଲେ । କିନ୍ତୁ ଏବେ ଆମେ ମେଡିକାଲ ଜୀବାକୁ ପଡିବ । ନଚେତ ଆପଣ ବହୁତ ବଡ ଅସୁବିଧା ଭୋଗ କରିବେ । ଯଦି ଆପଣଙ୍କର ଉଚ ରକ୍ତ ଚାପ ଥାଏ ତେବେ ଆପଣଙ୍କର ନିହାତି ଭାବରେ ମୁଣ୍ଡ ବୁଲେଇବ । ଆମେ ଏଥିପାଇଁ ଔଷଧ ଖାଇଥାଉ କିନ୍ତୁ ଉଚ ରକ୍ତ ଚାପ ପାଇଁ କେବେ ହେଲେ ଔଷଧ ଖାଇବା କଥା ନୁହେଁ ।

ଯଦି ଆପଣ ଉଚ ରକ୍ତ ଚାପରୁ ବଞ୍ଚିଯିବେ ତେବେ ବହୁତ ବଡ ରୋଗରୁ ମଧ୍ୟ ଭଲ ହୋଇ ପାରିବେ । କିନ୍ତୁ ଆମେ ଏହି ଔଷଧ ଖାଇବା ଫଳରେ ଗୋଟିଏ ରୋଗ ଭଲ ହେବ କିନ୍ତୁ ଏହା ପରେ ଆପଣ ଆଉ ଗୋଟିଏ ରୋଗକୁ ମଧ୍ୟ କିଣିଥାଉ । ଆମ ଘରେ ଥିବା କିଛି ଜିନିଷ ଦ୍ଵାରା ମଧ୍ୟ ବହୁତ ରୋଗ ଭଲ ହୋଇଯିବ । ଆୟୁର୍ଦେବ ପ୍ରଣାଳୀରେ ଆପଣଙ୍କର  ବହୁତ ରୋଗ ଭଲ ହୋଇଯିବ ।

ଆଜି ଆମେ ଆପଣଙ୍କୁ ବହୁତ ଭଲ ଜିନିଷ ବିଷୟରେ କହିବାକୁ ଯାଉଛୁ । ଆପଣ କ୍ଷୀରରେ ହଳଦୀ ଅଳ୍ପ ପକାଇ ଏହାକୁ ଆପଣ କିଛି ସମୟ ସିଝିବାକୁ ଦିଅନ୍ତୁ । ଯଦି ଆପଣ ଏହାକୁ ମିଠା କରିବାକୁ ଚାହୁଞ୍ଚନ୍ତି ତେବେ ଏଥିରେ ମହୁ କିମ୍ବା ଗୁଡ ପକାଇ ପିଇ ପାରିବେ । ଏହାକୁ ଆପଣ ରାତିରେ ଶୋଇଲା ପୂର୍ବରୁ ପିଇକି ଶୋଇବା ଫଳରେ ନିଜ ପାଇଁ ବହୁତ ଭଲ ଅଟେ । ଯଦି ଆପଣ ହଳଦୀ କ୍ଷୀରରେ ମିଶାଇ ପିଉଛନ୍ତି ତେବେ ଆପଣଙ୍କର ବହୁତ ରୋଗ ମଧ୍ୟ ଭଲ ହୋଇଯିବ ।

ଯଦି ଆପଣଙ୍କୁ ଡାଇବେଟିସ ଥିବ ତେବେ ଆପଣ କ୍ଷୀରରେ ହଳଦୀ ମିଶାଇ ପିବେ କିନ୍ତୁ ସେଥିରେ ମହୁ ପକାଇବେ ନାହିଁ । ଏହା ଦ୍ଵାରା ଆପଣଙ୍କର ବହୁତ କମ ଦିନରେ ଏହି ରୋଗ ଭଲ ହୋଇଯିବ ଓ ଆପଣଙ୍କୁ କିଛି ଔଷଧ ଖାଇବାକୁ ପଡିବ ନାହିଁ । ଯଦି ଆପଣଙ୍କର ଚେହେରାକୁ ଗୋରା କରିବା ପାଇଁ ଚାହାନ୍ତି ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ । କିଛି ଲୋକଙ୍କର ବହୁତ ଚିନ୍ତା ଯୋଗୁଁ ସେମାନେ ଜମା ଖାଇ ପାରନ୍ତି ନାହିଁ । ଘରୁ ବାହାରିଲା ବେଳେ ସୂର୍ଯ୍ୟଙ୍କ ରଶ୍ମୀ ଆମ ଉପରେ ପଡିବା ହେତୁ ଆମେ ବହୁତ କଳା ପଡିଯାଇ ଥାଉ । ଯଦି ଆପଣ ଗୋରା ହେବା ପାଇଁ ଚାହୁଛନ୍ତି ତେବେ ଆପଣଙ୍କୁ କିଛି କରିବାକୁ ପଡିବ ନାହି ।

ଆପଣ ଘରେ ରହି ଏହି ସବୁ ଉପଚାର କରି ପାରିବେ । ବଜାରରୁ କିଛି ଜିନିଷ ଆଣି ଲଗାଇବା ଦରକାର ନାହିଁ । ନିଜ ଘରେ ହିଁ ସବୁ ଜିନିଷ ପାଇବେ । ଆପଣ କେବଳ କ୍ଷୀରରେ ହଳଦୀ ମିଶାଇ ପିବା ଫଳରେ ଆପଣ ବହୁତ ଶୀଘ୍ର ଗୋରା ହୋଇଯିବେ । ଯଦି ଆପଣଙ୍କର ମୂହରେ ବ୍ରଣ ହେଉଥିବ ବା ଆଖି ପତା ତଳେ କଳା ପଡୁଥିବ ତେବେ ଆପଣ କେବଳ କ୍ଷୀର ଓ ହଳଦୀ ମିଶାଇ ପିବା ଫଳରେ ଆପଣଙ୍କର ମୂହର ସବୁ ଦାଗ ନିଭିଯିବ ଓ ଏହାକୁ ପିବା ଫଳରେ ବ୍ରଣ ମୂଳରୁ ହିଁ ହେବାକୁ ଦେବ ନାହିଁ ।

ଏହାର ମୁଖ୍ୟ କାରଣ ହେଉଛି ରକ୍ତ ବହୁତ ଖରାପ ହେବା । ହଳଦୀ ମିଶା କ୍ଷୀର ପିବା ଫଳରେ ଆପଣଙ୍କର ହେଉଥିବା ଦରଜ ଓ ବିନ୍ଧା ବିନ୍ଧି ସମସ୍ୟା ଦୂରେଇ ଯିବ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ରୋଗ ହେଉଥିବ ତେବେ ଆପଣ ଶୋଇଲା ପୂର୍ବରୁ ହଳଦୀ ମିଶା କ୍ଷୀର ପିଉଛନ୍ତି ତେବେ ଏହା ବହୁତ ଶୀଘ୍ର ଭଲ ହୋଇଯିବ । ଯଦି ଆପଣଙ୍କର କେଉଁ ଜାଗାରେ କ୍ଷତ ହୋଇଥାଏ ତେବେ ଏହାକୁ ପିବା ଦ୍ଵାରା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *