ଝିଅ ମାନେ ଜନ୍ମ ହେଲେ ତାଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଥାଏ ତେବେ ବିବାହ ପରେ ବଧୁକୁ ମଧ୍ୟ ଘରର ଲକ୍ଷ୍ମୀ କୁହା ଯାଏ । ଶାସ୍ତ୍ର ଅନୁଯାଇ କିଛି ଝିଅମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଆଉ ସେ ନିଜ ଭାଗ୍ୟ ନିଜ ସାସୁଘରକୁ ମଧ୍ୟ ନେଇକି ଯାଇଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଭାଗ୍ୟଶାଳି ଝିଅ ମାନଙ୍କ ଶରୀର ଉପରେ କିଛି ଚିହ୍ନ ରହିଥାଏ ଯାହା ବହୁତ ବିଶେଷ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଚିହ୍ନ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଝିଅ ମାନଙ୍କ ଶରୀର ଉପରେ ହୋଇଥାଏ ଆସନ୍ତୁ ଏହାକୁ ବିସ୍ତାର ସହ ଜାଣିବା ।
୧. ବାପାଙ୍କ ଭଳି ଚେହେରା :
ଯେଉଁ ଝିଅ ମାନଙ୍କ ଚେହେରା ନିଜ ବାପ ଭଳି ହୋଇଥାଏ ସେହି ଝିଅ ମାନେ ସବୁଠାରୁ ଅଧିକ ଭାଗ୍ୟଶାଳି ହୋଇଥାନ୍ତି, ଏହି ଭଳି ଝିଅ ନିଜ ବାପ ଘରେ ରାଜକୁମାରୀ ଭଳି ରୁହନ୍ତି ଆଉ ବିବାହ ପରେ ନିଜ ସାସୁ ଘରେ ରାଣୀ ଭଳି ରହିବାକୁ ପାଇଥାନ୍ତି । ଏହି ଭଳି ଝିଅଙ୍କ ବିବାହ ଯେଉଁ ପୁଅ ସହ ହୋଇଥାଏ ତାଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ ।
୨. କାନରେ କଳା ଯାଇ :
ବହୁତ ମହିଳାଙ୍କ ବା ଝିଅ ମାନଙ୍କ ବାମ କାନରେ କଳା ଯାଇ ହୋଇଥାଏ ଏହି ଭଳି ଝିଅ ମାନେ ବହୁତ ବୁଦ୍ଧିମାନ ହବା ସହ ନିଜ ଜୀବନରେ ବହୁତ ବଡ ବଡ କାମ କରିଥାନ୍ତି ଆଉ ଜୀବନରେ ଯେତେ ଅସୁବିଧା ହେଲେ ମଧ୍ୟ ସମାଧାନ ବାହାର କରିଥାନ୍ତି ।
୩. ମଥାରେ କଳାଯାଇ :
ଯେଉଁ ଝିଅ ମାନଙ୍କ ମଥାରେ କଳାଜାଇ ହୋଇଥାଏ ସେହି ଝିଅଙ୍କ ଭାଗ୍ୟ ସୁନା କଲମରେ ଲେଖା ହୋଇଥାଏ, ଏହି ଭଳି ଲୋକ କେବେ ଜୀବନରେ ହାର ମାନନ୍ତି ନାହିଁ ଆଉ ଜୀବନରେ ଅସମ୍ଭବକୁ ସମ୍ଭବ କରି ଦେଖେଇଥାନ୍ତି । ଏହି ଭଳି ଝିଅଙ୍କୁ ବହୁତ ଭଲ ଆଉ ସରଲ ବର ମିଳିଥାଏ ।
୪. ଗୋଲ ଗୋଇଠି :
ଯେଉଁ ଝିଅ ମାନଙ୍କ ଗୋଇଠି ଗୋଲ ହୋଇଥାଏ ସେହି ଝିଅ ମାନଙ୍କ ଜୀବନ ବହୁତ ସୁଖମୟ ହୋଇଥାଏ ସେ କେବେ କିଛି ଅସୁବିଧାରେ ପଡନ୍ତି ଯଦି ବି ପଡନ୍ତି ତେବେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଲୋକ ତାଙ୍କ ପାଖରେ ରହିଥାନ୍ତି ।
୫. ବଡ ଦାନ୍ତ :
ଯେଉଁ ଝିଅ ମାନଙ୍କ ଆଗ ଦାନ୍ତ ବଡ ବଡ ହୋଇଥାଏ ସେହି ଝିଅଙ୍କ ଜୀବନରେ ଯେତେ ଦୁଃଖ ଆସିଲେ ବି ସେ ସବୁ ଦୁଃଖ ସାହି ଯାଇ ଏମିତି କିଛି କାମ କରନ୍ତି ଯାହା ଦ୍ଵାରା ତାଙ୍କ ନା ବଡ ହୋଇଥାଏ ଏହି ଭଳି ଝିଅ ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।