ଯଦି ସନ୍ଧ୍ୟା ସମୟରେ ଆପଣଙ୍କୁ ଏହିଭଳି ଅନୁଭବ ହୋଇଥାଏ, ତେବେ ଆପଣ ପ୍ରେଗନେଣ୍ଟ ଅଛନ୍ତି- Pregnancy Tips

ବନ୍ଧୁଗଣ ସବୁ ମହିଳା ମାନଙ୍କ ଶରୀରର କ୍ଷମତା ଅଲଗା ଅଲଗା ହୋଇଥାଏ । ବନ୍ଧୁଗଣ ଜଣେ ନାରୀଟିର ଜୀବନ ସେତେବେଳେ ସାର୍ଥକ ହୋଇଥାଏ ଯେତେବେଳେ ସେ ମା ହେବାକୁ ଯାଇଥାଏ । ସେତେବେଳେ ତାଙ୍କୁ ଦୁନିଆର ସମସ୍ତ ଖୁସି ମିଳିଥାଏ । ସେ ଦୁନିଆରା ସମସ୍ତ ଖୁସିକୁ ପାଶୋରି ଦେଇ ତାହାର ଆସୁଥିବା ନୂତନ ଜୀବନ ଅର୍ଥାତ ତାହାର ଶିଶୁଟି ପ୍ରତି ତତ୍ପର ହୋଇଉଠେ । ମହିଳା ଜଣକର ଖୁଶିର ସୀମା ରହିନଥାଏ । ବନ୍ଧୁଗଣ ଆସନ୍ତୁ ଜାଣିବା ଆପଣ ସେହି ଖୁସି ଖବରଟିକୁ କେଉଁ କେଉଁ ସୂଚନାର ବଶୀଭୂତ ହୋଇ ଅନୁଭବ କରିଥାନ୍ତି, ସେହି ବିଷୟରେ ଜାଣିବା ।

ବନ୍ଧୁଗଣ ଇମ୍ପଲାନଟେସନ କାରଣରୁ ମହିଳାକୁ ଏହିଭଳି ଅନୁଭବ ହୋଇଥାଏ । ଏପରି ବହୁତ ମହିଳା ମାନଙ୍କୁ ଫିଲ ହୋଇଥାଏ । ବନ୍ଧୁଗଣ ଆପଣଙ୍କ ଡେଟ ମିସ ହେବା କାରଣରୁ ଆପଣଙ୍କୁ କ୍ୟୁଆରାସିଟି ହୋଇଥାଏ ଯେ, କଣ ଆପଣ ପ୍ରେଗନେଣ୍ଟ ହୋଇଛନ୍ତି, ଆପଣ ତତ୍କ୍ଷଣାତ ଆପଣଙ୍କ ଶରୀରରେ ହେଉଥିବା ଶିମଟନକୁ ଆପଣ ଓବଜର୍ବ କରନ୍ତି । ବନ୍ଧୁଗୁଣ ଏହା ହେଇପାରେ ଯେ, ଆପଣଙ୍କ ପିରିୟଡ ମିସ ହେବାର କାରଣ ଆପଣ ପ୍ରେଗନେଣ୍ଟ ଅଛନ୍ତି । ବନ୍ଧୁଗଣ ଏହାକୁ ହଟ ପ୍ରୋସେସ କୁହାଯାଏ ।

ଏହା ସାଧାରଣତ ହରମୋନ ପ୍ରୋବ୍ଲେମ ଯୋଗୁଁ ହୋଇଥାଏ । ପ୍ରେଗନେନସି ଆରମ୍ଭର ୧୨ ହପ୍ତା ମାନେ ପ୍ରଥମ ଷ୍ଟ୍ରକ୍ଚରରେ ହରମୋନ ଧୃତ ଗତିରେ ବଢିଥାଏ । ଏହି କାରଣରୁ ହଟ ପ୍ରୋସେସର ଅନୁଭବ ଅଧିକାଂଶ ମହିଳାଙ୍କୁ ହୋଇଥାଏ । ଏହାକୁ ଆପଣ ସଫ୍ଟ ପ୍ରେଗନେନସି ମଧ୍ୟ କହିପାରିବେ । ବନ୍ଧୁଗଣ ଏହି ପ୍ରୋସେସରେ ଆପଣଙ୍କ ଛାତି ଉପର ଭାଗ ଆଡକୁ ଅର୍ଥାତ ମୁଣ୍ଡ, ଗର୍ଦନ୍ରୁ ଝାଳ ବାହାରିବା ଆରମ୍ଭ କରିବ ।

ଆପଣଙ୍କୁ ଏହା ୩୦ ସେକେଣ୍ଡରୁ ୫ ମିନିଟ ପର୍ଯ୍ୟନ୍ତ ହୋଇପାରେ, ଏବଂ କ୍ରମଶ ଏହା ହ୍ରାସ ମଧ୍ୟ ହୋଇଥାଏ । କେବେ କେବେ ଏହା ଟିକେ ଟିକେ ଡେରିରେ ଅନୁଭୂତ ହେବ ଏବଂ ଏହାପରେ କ୍ରମଶ ହ୍ରାସ ମଧ୍ୟ ହେବ । ଏହା କ୍ରମଶ ସନ୍ଧ୍ୟା ସମୟରେ ମହିଳା ମାନଙ୍କୁ ଅନୁଭୂତ ହୋଇଥାଏ । କେତେକ ସମୟରେ ଏହା ମଧ୍ୟ ହୋଇଥାଏ ହାତ ଅଧିକ ଥଣ୍ଡା ହୋଇଯାଏ, ଏବଂ ପାଦରୁ ଝାଳ ବାହାରିଥାଏ । ଏହିଭଳି କ୍ଷେତ୍ରରେ ଆପଣ ଶୋଇବା ସମୟରେ ଆପଣଙ୍କୁ ବହୁତ ଗରମ ଅନୁଭୂତ ହୋଇଥାଏ ।

ଏହିଭଳି ଭାବରେ ଯଦି କିଛି ଆପଣଙ୍କୁ ଅନୁଭୂତ ହୋଇଥାଏ । ଏବଂ ଆପଣ ବେବି ପ୍ଲାନ କରୁଥାନ୍ତି, ତେବେ ଆପଣ ଏହା ଉପରେ ଧ୍ୟାନ ଦିଅନ୍ତୁ । ଏହା ସହିତ ଯଦି ଆମକୁ ଅନ୍ୟ କୌଣସି ସିମଟମ ଅନୁଭୂତ ହୋଇଥାଏ, ଯେପରିକି ଆପଣଙ୍କ ଜିଭର ସ୍ଵାଦ ଆପଣଙ୍କୁ ମିଠା ଅନୁଭୂତ ହୋଇଥାଏ ।

ମାତ୍ର ଆପଣଙ୍କ ପିରିୟଡ ପୂର୍ବରୁ ଏହା ଆପଣଙ୍କୁ କେବେ ଅନୁଭୂତ ହୋଇନାହିଁ । ଆପଣଙ୍କୁ ଏହି କ୍ଷେତ୍ରରେ କୌଣସି ଫଳ ଅଥବା ଖାଦ୍ଯର ସୁବାସ ଅଧିକ ବିଚଳିତ କରୁଛି, ଯଦି ଏହିଭଳି ଦୁଇ ତିନି ସିମଟମ କାରଣରୁ ଆପଣଙ୍କୁ ହଟ ପ୍ରୋସେସ ଫୀଲ ହେଉଛି ତେବେ, ଏହା ବହୁତ ଦୃଢ ସିମଟମ ଅଟେ ଯେ, ଆପଣ କନସିଭ କରିସାରିଛନ୍ତି । ବନ୍ଧୁଗଣ ଏହା ଥିଲା ସଂପୂର୍ଣ୍ଣ ବିବରଣୀ ଯଦି ଆପଣଙ୍କୁ ଏହା ଭଲ ଲାଗୁଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *