ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବସାଇଟରେ ସ୍ୱାଗତ । ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
୧-ନଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ହୋଇଥିଲା?
କ.୧୮୫୭ ଖ.୧୯୯୯
ଗ.୧୮୬୬ ଘ.୧୯୫୭
ଉତ୍ତର-ନଅଙ୍କ ଦୁର୍ଭିକ୍ଷ ୧୮୬୬ ମସିହାରେ ହୋଇଥିଲା ।
୨-ଓଡ଼ିଆ ବର୍ଣ୍ଣମାଳାରେ କେତୋଟି ଅକ୍ଷର ଅଛି?
କ.୪୭ ଗ.୫୦
ଖ.୫୧ ଘ.୫୨
ଉତ୍ତର-ଓଡ଼ିଆ ବର୍ଣ୍ଣମାଳାରେ ୫୦ଟି ଅକ୍ଷର ଅଛି ।
୩-ଓଡ଼ିଶାର ଜାତୀୟ ଚିହ୍ନ କଣ?
କ.କୋଣାର୍କ ଘୋଡା ଖ.ଶଙ୍ଖ
ଗ.ଗଦା ଘ.କୋଣାର୍କ ଚକ୍ର
ଉତ୍ତର-ଓଡ଼ିଶାର ଜାତୀୟ ଚିହ୍ନ ହେଉଛି କୋଣାର୍କ ଘୋଡା ।
୪-ବିଶ୍ୱପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା?
କ. ଖ୍ରୀଷ୍ଟପୂର୍ବ ୨୬୧ ଖ.ଖ୍ରୀଷ୍ଟପୂର୍ବ ୨୬୫
ଗ.ଖ୍ରୀଷ୍ଟପୂର୍ବ ୨୭୦ ଘ.ଖ୍ରୀଷ୍ଟପୂର୍ବ ୨୫୧
ଉତ୍ତର-ବିଶ୍ୱପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୨୬୧ ରେ ହୋଇଥିଲା । ଏହି ଯୁଦ୍ଧ ମଉରୀୟ ରାଜା ଏବଂ ଅଶୋକଙ୍କର ମଧ୍ୟରେ ହୋଇଥିଲା । ଏଥିରେ ପାଖାପାଖି ଅଢେଇ ଲକ୍ଷ ରୁ ଅଧିକ ସୈନ୍ୟ ମୃତ୍ୟୁ ବରଣ କରିଥିଲେ । ଏହି ଯୁଦ୍ଧ ଦୟାନଦୀ କୂଳରେ ହୋଇଥିଲା । ଏହି ଯୁଧ୍ୟ ରେ ଅଶୋକ ବିଜୟ ଲାଭ କରିଥିଲେ । ମାତ୍ର ଏହି ଯୁଧ୍ୟ ପରେ ଅଶୋକ ଚଣ୍ଡାଶକ ରୁ ଧର୍ମାଶକ ହୋଇ ଯାଇଥିଲେ । ଏହା ପରେ ସେ ବୁଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ନିଜର ସଂସାର ତ୍ୟାଗ କରିଥିଲେ ।
୫-ଓଡ଼ିଶାରେ କେତେ ପ୍ରତିଶତ ଅରଣ୍ୟ ରହିଛି?
କ.୨୨% ଗ.୨୧%
ଖ.୩୩% ଘ.୩୦%
ଉତ୍ତର-ଓଡ଼ିଶାରେ ୩୩% ଅରଣ୍ୟ ରହିଛି ।
୬-ଓଡିଶା ଦିବସ କେବେ ପାଳନ କାରାଯାଏ?
କ.୧ ଜାନୁଆରୀ ଖ.୨ ମାର୍ଚ୍ଚ
ଗ.୧ଏପ୍ରିଲ ଘ. ୪ ଜୁନ
ଉତ୍ତର-ଓଡିଶା ଦିବସ ଏପ୍ରିଲ ୧ ରେ ପାଳନ କରାଯାଏ । ଯାହାକୁ କି ଉତ୍କଳ ଦିବସ ଭାବରେ ପାଳନ କରାଯାଏ । ଏହିଦିନ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରା ଯାଇଥିଲା ।
୭-ଜଗନ୍ନାଥଙ୍କର ରଥ ‘ନନ୍ଦିଘୋଷ’ ର ସାରଥୀ କିଏ?
କ.ଦାରୁକ ଖ.ଅର୍ଜୁନ
ଗ.ମାଳତୀ ଘ.ଏମାନଙ୍କ ମଧ୍ୟରୁ କେହିନୁହେଁ ।
ଉତ୍ତର-ଜଗନ୍ନାଥଙ୍କର ରଥ ନନ୍ଦିଘୋଷ ର ସାରଥୀ ହେଉଛନ୍ତି ଦାରୁକ । ମାଳତୀ ହେଉଛନ୍ତି ବଳଭଦ୍ରଙ୍କ ରଥ ତାଳଧ୍ୱଜ ର ସାରଥୀ । ଏବଂ ଅର୍ଜୁନ ହେଉଛନ୍ତି ସୁଭଦ୍ରାଙ୍କ ରଥ ଦର୍ପଦଳନ ରଥ ର ସାରଥୀ ।
୮-ଏସିଆର ବୃହତ୍ତମ ଧାନ ଗବେଷଣା କେନ୍ଦ୍ର କେଉଁ ଜିଲ୍ଲା ରେ ଅବସ୍ଥିତ?
କ.ଭୁନନେଶ୍ୱର ଗ.କଟକ
ଖ.ରାଉରକେଲା ଘ.ସମ୍ବଲପୁର
ଉତ୍ତର-ଏସିଆର ବୃହତ୍ତମ ଧାନ ଗବେଷଣା କେନ୍ଦ୍ର କଟକ ରେ ଅବସ୍ଥିତ ।
୯-କେଉଁଟି ଓଡ଼ିଶାର ବଡ ପୁସ୍ତକ?
କ.ଛ ମାଣ ଆଠ ଗୁଣ୍ଠ ଗ.ପୁର୍ଣଚନ୍ଦ୍ର ଭାଷାକୋଷ
ଖ.ଲଷ୍ମୀ ପୁରାଣ ଘ.ଵିଲଙ୍କା ରାମାୟଣ
ଉତ୍ତର-ଏହାର ଉତ୍ତର ହେଉଛି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ । ଯାହାକୁ ଗୋପାଳଚଂଦ୍ର ପ୍ରହରାଜ ଲେଖିଥିଲେ । ସେ ଏକାଧାରରେ ଜଣେ ଓକିଲ ଏବଂ ଲେଖକ ଥିଲେ ।
୧୦-ଗୀତଗୋବିନ୍ଦର ଲେଖକ କିଏ ଥିଲେ?
କ.ଜୟଦେବ ଗ.ଉପେନ୍ଦ୍ରଭଞ୍ଜ
ଖ.ସାରଳା ଦାସ ଘ.ବଳରାମ ଦାସ
ଉତ୍ତର-ଗୀତଗୋବିନ୍ଦ ର ଲେଖକ ଜୟଦେବ । ଏହିଥିରେ କୃଷ୍ଣ ଏବଂ ଗୋପୀ ମାନଙ୍କର ବିଷୟରେ ବର୍ଣନା କରାଯାଇଛି ।
ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।