ଜାଗର ବା ମହାଶିବରାତ୍ରୀ ଦିନ ଭଗବାନ ଭୋଳେନାଥଙ୍କୁ ଏହି ଜିନିଷ ଅର୍ପଣ କରନ୍ତୁ, ବହୁତ ଶୀଘ୍ର ହୋଇଯିବେ କୋଟିପତି 

ଜାଗର ପୁରା ଭାରତ ବର୍ଷରେ ବହୁତ ବଡ ପର୍ବ ଅଟେ । ଏହି ଦିନ ଭଗବାନ ଭୋଳେନାଥ ଆଉ ମାତା ପାର୍ବତୀ ଦୁହେଁ ପୃଥିବୀ କୁ ଆସିଥାନ୍ତି ବୋଲି ମାନ୍ୟତା ଅଛି । ଭଗବାନ ଭୋଳେନାଥ ନିଜ ନା ପରି ବହିଊତ ଭୋଳା ହୋଇଥାନ୍ତି ଯିଏ ଯେତେ ଶ୍ରଦ୍ଧା ଆଉ ଭକ୍ତି ସହ ଡାକିଥାଏ ଭଗବାନ ତାକୁ ସେତେ ଶୀଘ୍ର ସବୁ କିଛି ଦେଇଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି କୁହା ଯାଇଛି ଯେ ଜାଗର ଦିନ ଉପବାସ ରଖିଲେ ଆପଣଙ୍କୁ ଜୀବନରେ ବହୁତ ପ୍ରକାର ସୁଖ ମିଳିଥାଏ ଆଉ ଆପଣଙ୍କ ମନ୍ସକାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜାଗର ଦିନ ଭଗବାନ ଶିବଙ୍କ ପାଖରେ କଣ ଅର୍ପଣ କରିବା ଉଚିତ ହୋଇଥାଏ ।

ତେବେ ଜାଗର ଦିନ ଉପବାସ କରିବା ବହୁତ ଶୁଭଦାଇ ହୋଇଥାଏ ଏହା ଛଡା ଯଦି ଆପଣ ରୋଗୀ ଅଛନ୍ତି ତେବେ ଆପଣଙ୍କୁ ଫଳ ଖାଇବା ଉଚିତ ନଚେତ ଅରୁଆ ସେବନ କରନ୍ତୁ କିନ୍ତୁ ପିଆଜ ରସୁଣ ବା ମାଂସ ଇତ୍ୟାଦି ଜିନିଷ ସେବନ କରନ୍ତୁ ନାହିଁ । ଯେଉଁ ଲୋକଙ୍କ ଚାକିରି ହେଉ ନାହିଁ ସେହି ଭଳି ଲୋକଙ୍କୁ ଜାଗର ଦିନ ଭଗବାନ ଶିବଙ୍କୁ ଆଖୁ ଅର୍ପଣ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ବାଧା ଭଗବାନ ଦୂର କରିବେ ଆଉ ଆପଣଙ୍କୁ ସୁଖ ପ୍ରାପ୍ତି ହବ ।

ଯଦି ଆପଣଙ୍କ ଘରେ କେହି ସବୁବେଳେ ରୋଗରେ ପଡି ରହୁଛନ୍ତି ତେବେ ଆପଣ ଭଗବାନ ଭୋଳେନାଥଙ୍କୁ କଞ୍ଚା କ୍ଷୀରରେ ହଳଦୀ ବା କେସର ମିଶାଇ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ଘର ସବୁ ସଦସ୍ୟ ସ୍ଵସ୍ଥ ରହିବେ ଆଉ ଆପଣଙ୍କ ଘରେ ଉନ୍ନତି ହୋଇବାକୁ ଲାଗିବ । ଯେଉଁ ମାନେ କିଛି ଅସୁବିଧା ରେ ପଡି କେବେ ଧାର କରଜ

କରିଥିଲଆଉ ଯେତେ ଚେଷ୍ଟା କଲେ ମଧ୍ୟ ଧାର ସୁଜି ପାରୁ ନାହାନ୍ତି ତେବେ ଆପଣ ଜାଗର ଦିନ ଭଗବାନ ଶିବଙ୍କ ଳିଙ୍ଗ ଉପରେ ପଇଡ ବା ଆଖୁ ରସ ଦ୍ଵାରା ରୁଦ୍ର ଅଭିଷେକ କରମନ୍ତୁ ଆଉ ଏହି ମନ୍ତ୍ରକୁ ୨୧ ଥର ଜାପ କରନ୍ତୁ ” ଓଂ ରୁଣମୁକ୍ତେଶ୍ଵରାୟ ମହାଦେବାୟ ନମଃ” । ଏହା ଛଡା ମାତା ପାର୍ବତୀଙ୍କ ପାଇଁ ଷାଡ଼ି ସିନ୍ଦୁର ଆଉ ନାଲି ଶଙ୍ଖା ନିଶ୍ଚିନ୍ତ ନିଅନ୍ତୁ । ଏହା ଛଡା ଆପଣ ଜାଗର ଦିନ କଦଳୀ କାନ୍ଦି ଦ୍ଵାରା ଭଗବାନ ଶିବଙ୍କ ଳିଙ୍ଗ ଉପରେ ଘର୍ଷଣ ହୋଇଥିବା ମହା ପ୍ରସାଦ ସେବନ କଲେ ଆପଣଙ୍କ ଜୀବନ ସୁଖମୟ ହବା ସହ ଆପଣ ଦାମ୍ପତ୍ୟ ସୁଖ ପ୍ରାପ୍ତି କରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *