ଏହି ଦୁଇ ପୋଲିସ ଅଫିସର କଲେ କିଛି ଏମିତି କାମ କି ଦୁନିଆ କରୁଛି ଏବେ ସଲାମ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପୋ-ଲି-ସ ମାନଙ୍କର ଭୂମିକା ଗୁରୁତ୍ଵ ପୂର୍ଣ୍ଣ ଭାବେ ରହିଛି । ପୋ-ଲି-ସ ମାନେ ଅନେକ ସମୟରେ ଏମିତି କିଛି କାମ କରି ଯାଉଛନ୍ତି ଯାହା ପାଇଁ ପୁରା ଦେଶ ତାଙ୍କୁ ସା-ଲୁ-ଟ କରୁଛି । କିନ୍ତୁ ଅନେକ କ୍ଷେତ୍ର ରେ ପୋ-ଲି-ସ ମାନେ ଏମିତି କିଛି କା-ଣ୍ଡ ଘଟାଉଛନ୍ତି ଯାହା ପାଇଁ ପୁରା ପୋ-ଲି-ସ ଡିପାର୍ଟ ମେଣ୍ଟକୁ ନି-ନ୍ଦ-ନୀ-ୟ ହେବାକୁ ପଡୁଛି । ଆମ ଦେଶରେ ଆଜି ବି ଏମିତି କିଛି ପୋ-ଲି-ସ ଅଫିସର ଅଛନ୍ତି ଯେଉଁ ମାନେ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଜନତାଙ୍କର ଜୀବନ ରକ୍ଷା କରୁଛନ୍ତି ।

ଅନେକ ସମୟରେ ପୋ-ଲି-ସ ମାନେ ଲୋକଙ୍କର ସହାୟତା କରିବାର ମଧ୍ୟ ନଜର ଆସୁଛନ୍ତି । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ରହିଛି । ସୂଚନା ଅନୁସାରେ ରାଜଧାନୀ ରାସ୍ତା ରେ ମହନୀୟତା ର ପରିଚୟ ଦେଇଛି ପୋ-ଲି-ସ । ରାଜଧାନୀ ରେ ଜଣେ ପୋ-ଲି-ସ ଅଧିକାରୀ ଓ ମହିଳା କନେଷ୍ଟବଳ ଏମିତି କିଛି ମହାନ କାମ କରିଛନ୍ତି ଯାହା ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ଜଣେ ମହିଳା ନିଜର କୁନି ଶିଶୁକୁ କୋଳରେ ଧରି ରାସ୍ତା ପାର ହେବା ପାଇଁ ଚେଷ୍ଟା କରୁଥିଲେ ।

କିନ୍ତୁ ରାସ୍ତା ରେ ଗାଡି ସଂଖ୍ୟା ଏତେ ମାତ୍ରା ରେ ଥିଲା ଯେ ମହିଳା ଜଣକ ଶିଶୁକୁ ନେଇ ରାସ୍ତା ପାରା କରିବାରେ ଅସୁବିଧାର ସମୁଖିନ୍ନ ହେଉଥିଲେ । ଠିକ ଏହି ସମୟରେ ଦେବବୁତ ଭାବେ ଦୁଇ ଜଣ ପୋ-ଲି-ସ ଅଧିକାରୀ ମହିଳା ଙ୍କ ପାଖରେ ଆସି ପହଞ୍ଚି ଥିଲେ । ଏହା ପରେ ସେହି ପୋ-ଲି-ସ ଅଧିକାରୀ ଓ ମହିଳା କନେଷ୍ଟବଳ ସେହି ମହିଳାଙ୍କୁ ତାଙ୍କ ଶିଶୁ ସହ ରାସ୍ତା ପାରା କରାଇବାରେ ସାହାଜ୍ଯ କରିଥିଲେ । ମହିଳା କନେଷ୍ଟବଳ ଜଣକ ମହିଳାଙ୍କ ହାତ ଧରି ତାଙ୍କୁ ରାସ୍ତା ପର କରାଇବାର ନଜର ଆସିଛନ୍ତି ।

ଏମିତି କି ପୋ-ଲି-ସ ଅଧିକାରୀ ଜଣକ ମହିଳା ଙ୍କୁ ଅଟୋ ଡାକି ବସାଇବା ସହ ଅଟୋ ଭଡା ମଧ୍ୟ ତାଙ୍କ ତରଫରୁ ଦେଇ ଥିବାର ନଜର ଆସିଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ଦୁଇ ପୋ-ଲି-ସ ଅଧିକାରୀ ମହିଳାଙ୍କ ସହ ତାଙ୍କ ଶିଶୁଙ୍କୁ ସୁରକ୍ଷିତ ଭାବେ ଅଟୋରେ ବସାଇବାରେ ସହାୟତା କରୁଛନ୍ତି । ତେବେ ଆଜିର ଦୁନିଆରେ ଏଭଳି ପୋ-ଲି-ସ ଅଧିକାରୀ ମିଳିବା ବହୁତ କମ ଦେଖା ଯାଉଛନ୍ତି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଦୁଇ ପୋ-ଲି-ସ ଅଧିକାରୀ ଙ୍କୁ ତାଙ୍କର ଏହି ମହନୀୟତା ପାଇଁ ସା-ଲୁ-ଟ କରିବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *