ଯାହାକୁ ଆପଣମାନେ ଭାବୁଥିଲେ ଛୋଟ ମୋଟ ଅଭିନେତା, ସେ ଶୋଲେ ର ଗବ୍ବରଙ୍କ ପୁଅ, ଫଟୋ ନିଶ୍ଚିନ୍ତ ଦେଖନ୍ତୁ

ଯଦି ଆମେ ବଲୀଉଡ କଥା କହୁ ତେବେ ଗୋଟେ ଚଳଚିତ୍ର ରେ ଲୋକଙ୍କୁ କେବଳ ହିରୋ ହିରୋଇନ ନୁହଁ ଭିଲିୟାନମାନେ ବି ବହୁତ ପସନ୍ଦ ଆସୁଥିଲେ । ତେବେ ଆପଣ ନିଜେ ଭାବନ୍ତୁ ଯଦି କୌଣସି ଚଳଚିତ୍ର ରେ ଭିଲିୟାନ ନଥିବେ ତେବେ ଚଳଚିତ୍ର କେତେ ଫିକା ଲାଗିବ ଭିଲିୟାନ ମାନେ ଚଳଚିତ୍ରକୁ ମସଲା ଦେଇଥାନ୍ତି । ଆଗ କାଳରେ ଫିଲ୍ମରେ ଭିଲିୟାନ ରୋଲ ବହୁତ ବିଶେଷ ଲୋକଙ୍କୁ ଦିଆ ଯାଉଥିଲା ଓ ତାଙ୍କ ଅଭିନୟ ଏଭଳି ରହୁଥିଲା ଯେ ଲୋକ ଦେଖିବା ପାଇଁ ଉତ୍ସୁକ ରହୁଥିଲେ । ସେହି ସମୟରେ ଏମିତି ଗୋଟେ ଭିଲିୟାନ ପ୍ରସିଦ୍ଧ ହୋଇଥିଲେ ଯାହା ନା ରେ ଲୋକ କେତେ କାହାଣୀ କହୁଥିଲେ, ତେବେ ଆମେ ଆପଣଙ୍କୁ ଶୋଲେ ଫିଲ୍ମ ଗବ୍ବର ବିଷୟରେ କହୁଛୁ ।

Image Courtesy: Google

ତାଙ୍କ ଗୋଟେ ଗୋଟେ ଦାୟଲୋଗ ଲୋକ ଆଜି ବି ମନେ ରଖିଛନ୍ତି, ସେହି ସମୟ ଏହି ଫିଲ୍ମ ରେ ଗବ୍ବର ଦାୟଲୋଗ ନା କେବଳ ଏହି ଫିଲ୍ମକୁ ନୂଆ ଜୀବନ ଦେଲା ଏହା ଛଡା ନିଜ ଅଭିନୟ ଦ୍ଵାରା ମୁଖ୍ୟ ଅଭିନେତା ଉପରେ ନିଜ ନା ଲେଖିଲେ ସେହି ସମୟରେ ଲୋକ ଶୋଲେ ଫିଲ୍ମକୁ କେବଳ ଗବ୍ବର ପାଇଁ ଦେଖୁଥିଲେ । ତେବେ ଆମେ ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ଗବ୍ବର ଅସଲ ନା ଅମଜଦ ଖାନ ଅଟେ ଓ ସେ ଆଜି ଆମ ମଧ୍ୟରେ ଉପସ୍ଥିତ ନାହାନ୍ତି କିନ୍ତୁ ଲୋକ ଆଜୀବୀ ତାଙ୍କୁ ଗବ୍ବର ନା ଓ ଅଭିନୟ ଦ୍ଵାରା ମନେ ରଖିଛନ୍ତି ।

Image Courtesy: Google

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ତାଙ୍କ ପୁଅ ବି ଫିଲ୍ମ ଜଗତରେ ଗୋଡ ରଖିଥିଲେ, ଯେତେବେଲେ ଅମଜଦ ଖାନଙ୍କ ପୁଅ ଚଳଚିତ୍ର ଜଗତ ରେ ଆସିଲେ ସମସ୍ତଙ୍କୁ ଲାଗିଥିଲା ଯେ ସେ ନିଜ ବାପା ଭଳି ବହୁତ ନା କମେଇବେ କିନ୍ତୁ ଅଫଶୋଷ ଏମିତି ହେଲା ନାହିଁ । ଅମଜଦ ଖାନ ପୁଅ ପ୍ରଥମ ଫିଲ୍ମ ଥିଲା ‘ରାଜା କି ଆଏଗି ବାରାତ’ଏହି ଫିଲ୍ମରେ ରାନୀ ମୁଖାର୍ଜୀ ମୁଖ୍ୟ ଅଭିନେତ୍ରୀ ଥିଲେ ଓ ଅମଜଦ ଖାନ ପୁଅ ମୁଖ୍ୟ ଅଭିନେତା ଯିଏ ରାନୀଙ୍କ ସହ ବିବାହ କରିଥିଲେ ।

Image Courtesy: Google

ତେବେ ଆମେ ଆପଣଙ୍କୁ ଏହା ମଧ୍ୟ କହିଦାଉଛୁ ଯେ ଅମଜଦ ଖାନଙ୍କ ପୁଅ ନା ଶାଦାବ ଖାନ ଅଟେ, ଶାଦାବ ଖାନ ଫିଲ୍ମ ଜଗତରେ ପାଦ ରଖିଥିଲେ କିନ୍ତୁ ତାଙ୍କ ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ନାହିଁ ଯାହା ଫଳରେ ତାଙ୍କୁ ଏତେ ଫିଲ୍ମ ପ୍ରାପ୍ତ ହେଲା ନାହିଁ । ଏହା ପରେ ସେ ଡାଇରେକ୍ସନ ରେ ନିଜ ଭାଗ୍ୟ ଫିଟେଇବା ପାଇଁ ଚେଷ୍ଟା କଲେ କିନ୍ତୁ ସେଥିରେ ବି ତାଙ୍କୁ ଅସଫଲ୍ଟା ପ୍ରାପ୍ତ ହେଲା ଏହା ପରେ ସେ ନିଜ ପିତାଙ୍କ ଜୀବନୀ ଲେଖିଲେ ଏହି ବହିରେ ସେ ଲେଖିଲେ କେମିତି ତାଙ୍କ ବାପା ଏତେ କଷ୍ଟ କରି ଗୋଟେ ବଡ କଳାକାର ହୋଇଥିଲେ ।

Leave a Reply

Your email address will not be published. Required fields are marked *