ଜେଲ ରେ ଭଲ ଥିଲା ଏଠି ଭାରି ଏକା ଏକା ଲାଗୁଛି, ED officeରୁ କିଛି ମେଇତି କହିଲେ Archana Nag… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୁନ୍ଦରୀ ଅର୍ଚ୍ଚନା ନାଗ ଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ସେ କେମିତି ବଡ ବଡ ନେତା ମନ୍ତ୍ରୀ ଙ୍କୁ ନିଜ ପ୍ରେମ ଜାଲରେ ଫସାଉ ଥିଲେ ଆଉ ଭିଡିଓ କରି ବ୍ଲାକ ମେଲିଙ୍ଗ କରୁଥିଲେ ଝାକୁ ନେଇ ଚାରି ଆଡେ ଚର୍ଚ୍ଚା । ଯେଉଁଠି ଦେଖିବ ଖାଲି ଅର୍ଚ୍ଚନା ନାଗ ଙ୍କ କଥା । ତେବେ ବର୍ତ୍ତମାନ ଇଡି ରିମାଣ୍ଡ ରେ ଅଛନ୍ତି ଅର୍ଚ୍ଚନା । ଆଉ କହିଛନ୍ତି ତାଙ୍କୁ ଇଡି ଅଫିସରେ ଭଲ ଲାଗୁ ନାହି ବରଂ ଜେଲ ରେ ଭଲ ଲାଗୁଥିଲା ।

ରାତି ସାରା ଜଗିଥିବା ଦୁଇ କନେଷ୍ଟବଳ ମହିଳା ଙ୍କୁ ଅର୍ଚ୍ଚନା ଏପରି କିଛି କହିଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଅର୍ଚ୍ଚନା ନିଜ ବୟାନ ରେ କହିଛନ୍ତି କି “ହେ ମତେ ଇଡି ଅଫିସରେ ଭଲ ଲାଗୁ ନାହି । ଏକୁଟିଆ ଫିଲ ହେଉଛି କହାୟଙ୍କି ଆଗରୁ ତ ବହୁତ ଗର୍ଜୁଥିଲ ଏବେ କାହିଁକି ଭଲ ଲାଗୁନି । ଗର୍ଜୁଥିଲି ନା ଆଉ କିଛି ସବୁ ସତ କହୁଥିଲି । ମାତ୍ର ୩୦ ମିନିଟ ସମୟ ଦେଇଥିଲେ ସବୁ କହି ଦେଇଥାନ୍ତି ।

କଣ କହିଥାନ୍ତା ତୁମେ ରାତି ଅଧିଆ ଆସିଲା ବେଳକୁ ଖୁସି ଲାଗୁଥିଲା ଏବେ କାହିଁକି ଲୁଚୁଛନ୍ତି ? ପଣସ ଖାଇଲା କିଏ ଅଠା ବୋଲା ହେଲା ମୋ ମୁଣ୍ଡରେ ମାନେ ମୋର କିଛି ଦୋଷ ନାହି । ସେମାନେ କାହିଁକି ଆସୁଥିଲେ ମୁଁ କଣ ତାଙ୍କୁ ଡ଼ାକିଥିଲି ? କିଏ କାହା କଥା କହୁଛ ? ଯେଉଁ ମାନେ ନିଜକୁ ସୋ କଲ୍ଡ ଭିକ୍ଟିମ କହୁଛନ୍ତି ତାଙ୍କରି କଥା । ନାଁ କହୁନ ତୁମକୁ କହି ଲାଭ ବା କଣ ମୁଁ ତ ସେଠାରେ କହିଥାନ୍ତି । ନେତା, ମନ୍ତ୍ରୀ, ପୋଲିସ ସବୁ ଯାଉଥିଲେ । ସବୁ ଦୌଡିଥିଲେ କାମ ସରିବା ପରେ ଏବେ ଗାଏବ ।

କେଉଁ ଦଳର ନେତା ବେସୀ ଯାଉଥିଲେ କି ? ସବୁ ଦଳର ନେତା ଆସୁଥିଲେ । ମୁଁ ତୁମକୁ କାହିଁକି କହିବ ? କୁହ କିଏ କିଏ ଯାଉଥିଲେ ? ମୁଁ ତ କହିଲି ମୋତେ ଅଧ ଘଣ୍ଟା ସମୟ ଦିଅ କିଏ କିଏ ଯାଉଥିଲେ କହିବାର କଥା କହିବି । ମୁହଁ ଖୋଲିଲେ ଓଡିଶା ଦୋହଲିଯିବ । ମୁହଁ ଖୋଲୁନ କାହିଁକି ? ମୁଁ ତ କମିସନରେଟ କଥା କହୁ କହୁ ଭିଡି ନେଲ ଆଉ କଣ କହିଥାନ୍ତି । ନାଁ କୁହ ପୁରା ଟିମ କଥା କାହିଁକି କହୁଛ ?

ମୁଁ ଏବେ କିଛି କହିବା ମୁଡ ରେ ନାହି ସମୟ ଆସିଲେ ସବୁ କହିବି । କେବେ କହିବ ? ତୁମେ ଯାଅ ଏଠୁ ମୋତେ ଏଠି ଜମା ବି ଭଲ ଲାଗୁ ନାହି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଯାନଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *