ରବିବାର ମହା ଏକାଦଶୀ, ସୂର୍ଯ୍ୟ ଦେବଙ୍କ ଲୋଟାରେ ପକାଇ ଦିଅନ୍ତୁ ଏହି 1 ଜିନିଷ… 7 ପୁରୁଷ ପର୍ଯ୍ୟନ୍ତ କରିବ ରାଜ

ଜ୍ୟଷ୍ଠ ମାସରେ ଆସୁଥିବା କୃଷ୍ଣ ପକ୍ଷରେ ପଡୁଥିବା ଏକାଦଶୀ କୁ ଅପ୍ରା ଏକାଦଶୀ କୁହାଯାଏ । ଏହି ମାସ ସୂର୍ଯ୍ୟ ଭଗବାନ ଙ୍କୁ ସମର୍ପିତ ଅଟେ। ଏହି ଏକାଦଶି ରେ ଆପଣ ମା ଲକ୍ଷ୍ମୀ ଓ ଭଗବାନ ବିଶାନୁ ଙ୍କ ସହ ସୂର୍ଯ୍ୟ ଭଗବାନ ଙ୍କୁ ମଧ୍ୟ ଅର୍ଘ୍ୟ ଦାନ କରନ୍ତୁ । ଅର୍ଘ୍ୟ ଦାନ ମାନେ ଆପଣ ସୂର୍ଯ୍ୟ ଦେବଙ୍କୁ କିଛି ମାତ୍ରାରେ ଜଳ ଚଢେଇବା ।

ତେବେ ଆମେ ଜାଣିଛେ ଭଗବାନ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ସେ ଆମକୁ ବଞ୍ଚି ରହିବା ପାଇଁ ଖୁବ ଶକ୍ତି ପ୍ରଦାନ କରିଛନ୍ତି । ଯଦି ସକାଳ ନ ଥାନ୍ତା ହୁଏତ ଜୀବଜଗତ ବଞ୍ଚି ପାରି ନଥାନ୍ତା । ତେବେ ଭଗବାନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ଵାରା ଆମେ ଖୁବ ଭଲ ଫଳ ପ୍ରାପ୍ତି କରି ପାରିବା ।

ତେବେ ଆସନ୍ତୁ ଜାଣିବା କି ଆମେ କଣ ଓ କିଭଳି ଭାବେ ଏକାଦଶୀ ଦିନ ଭଗବାନ ସୁରଜ୍ଯଙ୍କୁ ଅର୍ଘ୍ୟ ଦାନ କରିବା । ଏହି ଦିନ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ଏକ ଲାଳ ବସ୍ତ୍ର ପିନ୍ଧନ୍ତୁ । ଏହା ପରେ ଆପଣ ଏକ ତମ୍ବା ପାତ୍ର ଆଣନ୍ତୁ ଓ ଏହା ଭିଆତରେ କିଛି ଗଙ୍ଗାଜଳ କିମ୍ବା ଖାଲି ଜଳ ନିଅନ୍ତୁ । ଯଦି ଆପଣଙ୍କ ପାଖେ ତମ୍ବା ନୋଟ ନାଇ ତେବେ ଆପଣ ଆପଣଙ୍କ ଘରେ ଥିବା ତମ୍ବା ମୁଦ୍ରା ନେଇ ଏହାକୁ ଆପଣ ଭଲ ଭାବେ ମାଜି ସଫା କରି ଦିଅନ୍ତୁ ।

ଏହା ପରେ ଆପଣ ଏକ ନୋଟାରେ ପାଣି ନେଇ ଏହାକୁ ସେଥିରେ ପକାଇ ଦିଅନ୍ତୁ । ଏଥିରେ କିଛି ଗଙ୍ଗା  ଜଳ ମିଶାଇ ନିଜ ପୂଜା ସ୍ଥାନରେ ବଶି ମା ଲକ୍ଷ୍ମୀ ଓ ଭଗବାନ ଶ୍ରୀ ହରିଙ୍କୁ ପୂଜା କରନ୍ତୁ । ଏବେ ଆପଣ ଏକ ଘିଅର ଦ୍ଵିପ ଲଗାଇ ଏହାକୁ ପୂଜା କରନ୍ତୁ । ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ସମୟରେ ଆପଣ ଯେଉଁ କୁକୁମ ଓ ଚନ୍ଦନ ଦେଇ ପୂଜା କରୁଛନ୍ତି ତାହା ମଧ୍ୟରୁ ଆପଣ କିଛି ଏହି ନୋଟାରେ ପକେଇ ଦିଅନ୍ତୁ ।

ଏହା ପରେ ଆପଣ କିଛି ମିଷ୍ଠାନ୍ନ ନେଇ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ  ଙ୍କ ଆଗରେ ଭୋଗ କରନ୍ତୁ ଭାଗ କରିବା ଆଗରୁ ଆପଣ କିଛି ଏହି କଳସହରେ ପକାଇ ଦିଅନ୍ତୁ ଆପଣ ଯାହାଭି ମିଷ୍ଠାନ୍ନ ଭୋଗ କରିବା ପାଇଁ ଆଣିଛନ୍ତି ।  ନିଜର ପୂଜା ସାରିବା ପରେ ଆପଣ ବାହାରକୁ ଆସି ଯାଅନ୍ତୁ ଓ ଭଗବାନ ସୂର୍ଯ୍ୟ ଙ୍କ ଆଡକୁ ମୁହଁ କରି ଠିଆ ହେଇ ଯାଅନ୍ତୁ ଓ ତାଙ୍କୁ ଜଳ ଅର୍ପଣ କରନ୍ତୁ । ଧ୍ୟାନ ରହିବେ ଯେତିକି ଜଳ ଆପଣ ଚଢେଇବା ପାଇଁ ଆଣି ଛନ୍ତି ତାହାକୁ ଆପଣ ୩ ଥର ରେ ଆର୍ପଣ କରନ୍ତୁ ।

ଏହା ସହ ଆପଣ ଜଳ ଅର୍ପଣ କରିବା ସମୟରେ ଆଖି ବନ୍ଦ ରଖିବେନି ଆପଣ ନିଜ ଆଖି ଖୋଲା ରଖିବେ  ଓ ଜଳ ଧାରା ଦେଇ ସୂର୍ଯ୍ୟ ଦେବଙ୍କୁ ଅନେଇବେ । ଏଭଳି କରିବାର କାରଣ ହେଉଛି କି ଆପଣଙ୍କ ଆଖି ଦେଇ ସୂର୍ଯ୍ୟ କିରଣ ଆପଣଙ୍କ ଶରୀର ଭିତରକୁ ଜୀବ ଓ ଆପଣ ନିଶ୍ଚିତ ଭାବେ ସୁସ୍ଥ ଶରୀର ପାଇବେ । ଏହା ସହ ଆପଣ ସେହି ଜାଗାରେ ଠିଆ ହୋଇ ସୂର୍ଯ୍ୟ ଦେବଙ୍କ ପରିକ୍ରମା କରିବେ  । ଆପଣ ନିଜ ଜାଗାରେ ଠିଆ ହୋଇ ବାମରୁ ଡାହାଣ ପାର୍ଶ୍ଵ କୁ ୭ ଥର ପରିକ୍ରମା କରିବେ । ଆପଣ ଏଭଳି କରିବା ଦ୍ଵାରା ଲକ୍ଷେ ପୂଣ୍ୟର ଫଳ ପ୍ରାପ୍ତି କରିପାରିବେ ।

Leave a Reply

Your email address will not be published. Required fields are marked *