ଶୀଘ୍ର କୋଟିପତି ହେବାକୁ ଚାହୁଁଛ ତ ବେଶ୍ୟା ଠାରୁ ଶିଖନ୍ତୁ ଏହି ଗୋଟେ କଥା- Shukra Niti

ଦୈତ୍ୟଙ୍କ ଗୁରୁ ଶୁକ୍ରାଚାର୍ଜ୍ୟ ଜଣେ ମହାଜ୍ଞାନୀ ସହିତ ଚାରି ବେଦର ଜ୍ଞାତା ଥିଲେ । ସେ ତାଙ୍କ ନୀତିରେ ମନୁଷ୍ୟ ଜୀବନକୁ ସୁଖୀ ବନେଇବା ପାଇଁ ବହୁତ ନୀତି କହିଛନ୍ତି । ଶୁକ୍ରାଚାର୍ଜ୍ୟଙ୍କ ନୀତି ଦୁନିଆରା ସବୁ ନୀତିଠୁ ଶ୍ରେଷ୍ଠ ଅଟେ । ଦୈତ୍ୟଙ୍କ ଗୁରୁ ହେଲା ପରେ ମଧ୍ୟ ଦେବତମାନେ ମଧ୍ୟ ତାଙ୍କ ନୀତିକୁ ଅନୁସରଣ କରୁଥିଲେ । ଶୁକ୍ରାଚାର୍ଜ୍ୟ ତାଙ୍କ ନୀତିରେ ସେବକଠୁ ନେଇ ରାଜା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମହତ୍ବପୂର୍ଣ ଜ୍ଞାନ ଦେଇଛନ୍ତି ।

ଗୋଟେ ସେବାକାର କଣ କର୍ତବ୍ୟ ହୋଇଥାଏ ଅଥବା ରଜକୁ କେଉନଭଳି ବ୍ୟବହାର କରିବା ଦରକାର ଏହା ସହିତ ମନୁଷ୍ୟକୁ ଜଲ୍ଦି ଧନବାନ ହେବ ପାଇଁ କେଉଁ କାର୍ଯ୍ୟ ଶୀଘ୍ର କରିବା ଦରକାର ଓ କେଉଁ କାର୍ଯ୍ୟକୁ ତେଜ୍ୟ କରିବା ଦରକାର ଏହି ବିଷୟରେ ବହୁତ ମହତ୍ବପୂର୍ଣ ଜ୍ଞାନ ଦେଇଛନ୍ତି ।

Image Courtesy: Google

ଏହାସହିତ ଶୁକ୍ରାଚାର୍ଜ୍ୟ ଶତ୍ରୁ ମାନଙ୍କୁ କେମିତି ବ୍ୟବହାର କରିବା ଏବଂ ତାଙ୍କୁ ସଂହାର କରିବା ବିଷୟରେ ସଠିକ ନୀତି କହିଛନ୍ତି । ଶୁକ୍ରାଚାର୍ଜ୍ୟଙ୍କ ନୀତି ଆଜିବି ସେତିକି ଲାଗୁ ହେଉଛି ଯେତେ ପ୍ରାଚୀନ କାଳରେ ଲାଗୁ ହେଉଥିଲା । ଆଜି ଅଧିକ ପାପରଭାର ବଢିଯାଇଛି ଯଦି ଆପଣ ଶୁକ୍ରାଚାର୍ଜ୍ୟ ନୀତିକୁ ଭଲରେ ଜାଣି ଅନୁସରଣ କରିବେ ଆପଣଙ୍କୁ ମହାନ ଓ ସଫଳ ମଣିଷ ବନିବାରେ କେହିବି ରୋକିପାରିବେ ନାହିଁ ।

Image Courtesy: Google

ଶୁକ୍ରାଚାର୍ଜ୍ୟ ତାଙ୍କ ନୀତିରେ କୌଣସି ମଣିଷକୁ ଗୋଟେ ବେଶ୍ୟାଠୁ ଏମିତି କଥା ଶିଖିବାକୁ କହିଛନ୍ତି । ଯଦି ଆପଣ ବେସଯାର ଏହିଗୁଣ ନିଜ ଜୀବନରେ ଗ୍ରହଣ କରିବେ ବହୁତ ଜଲ୍ଦି ଧନୀ ଓ ସଫଳ ବ୍ୟକ୍ତି ବନିପାରିବେ । ହୋଇପାରେ ଆମ ସମଯରେ ବେଷୟକୁ ତୁଛ ମନୁଥାନ୍ତି ସେ ସମଯରେ ସବୁବେଳେ ଅବହେଳିତ ହୋଇଥାନ୍ତି କିନ୍ତୁ ବେଶ୍ୟାଠୁ ବହୁତ ଭଲ କଥା ଶିଖିବାର ଅଛି ।

Image Courtesy: Google

ବେଶ୍ୟା ଭିତରେ ବହୁତ ଭଲ ଗୁଣ ଥାଏ ଯାହା ବହୁତ ଫାଇଦା ଦେଇଥାଏ । ଆପଣ ଭାବୁଥିବେକୀ ବେଶ୍ୟା ଭିତରେ ଏମିତି କି ଗୁଣ ଥାଇପାରେ । ଯାହା ଶିଖିବାର ଯୋଗ୍ୟ ହୋଇଥାଏ । କିନ୍ତୁ ସତରେ ବେଶ୍ୟାଠୁବୀ ଆମେ ଏମିତି କଥା ଶିଖିପାରିବା । ଆପଣ ବିଶ୍ଵାସ କରିବେନି କିନ୍ତୁ ଶୁକ୍ରାଚାର୍ଜ୍ୟ ତାଙ୍କ ନୀତିରେ ଏହିକଥାକୁ ଆଲୋଚନା କରିଛନ୍ତି ।

Image Courtesy: Google

ଶୁକ୍ରାଚାର୍ଜ୍ୟ ତାଙ୍କ ଶ୍ଳୋକରେ କହିଛନ୍ତି-

” ତଦର୍ଥ ଗୃହୀତ୍ବାପି ତଦଧିନା ନ ଜାୟତେ ବେଶ୍ୟା ତଥାବିଧା ବାପି ବାସିକର୍ତୁଂ

ନରଙ୍ଗ କ୍ଷମା ନେୟତ କଶ୍ୟ ବସଙ୍ଗ ତଦ୍ବତ ସ୍ବାଧିନଙ୍ଗ କାର୍ଯ୍ୟଜଗତ”

ଶୁକ୍ରାଚାର୍ଜ୍ୟଙ୍କ ଅନୁସାରେ ବେଶ୍ୟା ଗୋଟେ ଏମିତି ସ୍ତ୍ରୀ ହୋଇଥାଏ ଦୁନିଆ ଭିତରୁ ସବୁ ସ୍ତ୍ରୀଙ୍କ ଭିତରେ ନୀଚ ହେବା ପରେ ମଧ୍ୟ କେବେ କାହାର ଦାସୀ ବନି ନଥାଏ । ଶୁକ୍ରାଚାର୍ଜ୍ୟ କହିଛନ୍ତି କୌଣସି ପୁରୁଷଠୁ ଧନ ନେଇ ତା ହିସାବରେ ରହିନଥାଏ କି ତ ଅଧୀନରେ ରହିନଥାଏ ।

Image Courtesy: Google

କିନ୍ତୁ ସେଇଇ ପୁରୁଷକୁ ନିଜ ଅଧୀନରେ ରଖିବାକୁ ସକ୍ଷମ ହୋଇଥାଏ । ସେହିପରି ମନୁଷ୍ୟକୁ କାହା ଅଧୀନ ହୋଇକି ରହିବ ଅବଶ୍ୟକ ନାହିଁ । କିନ୍ତୁ ସେ ପୁରା ଦୁନିଆକୁ ନିଜ ଅଧୀନରେ ରଖିବା ଦରକାର। ଶୁକ୍ରାଚାର୍ଜ୍ୟଙ୍କ ଅନୁସାରେ ବେଶ୍ୟା କେତେ ନୀଚ ବି ହେଉ ସେ କେବେ କାହାର ଦାସୀ ବନିକି ରୁହେ ନାହିଁ । କିନ୍ତୁ ତା ପାଖରେ ସେତିକି ଶକ୍ତି ଥାଏକି ତା ପାଖକୁ ଆସୁଥିବା ବ୍ୟକ୍ତିକୁ ନିଜ ଗୁଲାମ ବନେଇକି ରଖିପାରେ । ନିଜ ରୂପର ମୋହ ଦେଖାଇ କାହାକୁ ତାର ଅଧୀନରେ କରିପାରେ ।

Image Courtesy: Google

ସେହିପରି ମନୁଷ୍ୟକୁ କୌଣସି ଜିନିଷର ଅଧୀନରେ ରହିବାର ଆବଶ୍ୟକ ନାହିଁ । ଯେମିତି କେଉଁ ମଦୁଆ ମଦ ନିଶାରେ ତାର ଅଧୀନରେ ହୋଇଯାଏ । ମଦ ପିଇବା ପାଇଁ ସେ ଭିକ ମାଗିବାକୁବୀ ପଛଘୁଞ୍ଚା ଦିଏନି । ଶୁକ୍ରାଚାର୍ଜ୍ୟଙ୍କ ଅନୁସାରେ ନିଜକୁ ସେତିକି ଯୋଗ୍ୟ ବନେଇବା ଆବଶ୍ୟକ କି ତାକୁ ଆଉ କାହା ଆଗରେ ଗୁଲାମି ଜୀବନ ବଞ୍ଚିବାକୁ ନପଡେ ।

Image Courtesy: Google

ଏହା ପରିବର୍ତେ ଲୋକ ତା ପାଖକୁ ଆସି ହାତଯୋଡିବେ । ଜୀବନରେ ଏତେ କଠିନ ପରିଶ୍ରମ କରକି ଲୋକ ତୁମ ପାଖକୁ ଆସିନ୍ତୁ ସାହାର୍ଯ୍ୟ ମାଗିବା ପାଇଁ ।ଆପଣଙ୍କ ଭିତରେ ସେମିତି ଦକ୍ଷତା ଓ ପାରିବା ପଣ ରହିବା ଦରକାର କି ଲୋକଙ୍କୁ ଆପଣଙ୍କର ଆବଶ୍ୟକ ପଡୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *