IAS ଇଣ୍ଟରଭିୟୁରେ ପଚରା ଯାଇଥିବା ପ୍ରଶ୍ନ – ଜଣେ ସ୍ତ୍ରୀ ର ୩ଟି ଛୁଆ ଅଛି ଯାହାର ନାମ ମାର୍ଚ୍ଚ, ଏପ୍ରିଲ ଓ ମେ ଅଟେ ତେବେ କୁହ ତାଙ୍କ ମା ର ନାମ କଣ ? ଏହା ସହ ଆହୁରି 23 Quiz

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହିଁ । ତାହା ଆମେ କାହାକୁ ପଚାରି ଥାଉ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଦେଖିବା ପାଇଁ ଯିବା । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

 

୧- ଲେମ୍ବୁ ଓ କମଳା ରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ-ସି

୨- ଭାରତର ରାଷ୍ଟ୍ରୀୟ ଧ୍ଵଜ ର ଲମ୍ବା ଓ ଚଉଡା ର ଅନୁପାତ କେତେ ?

ଉତ୍ତର- ୩:୨

୩- କେଉଁ ପଶୁର କ୍ଷୀର ରୁ ଅଧିକ ପ୍ରୋଟିନ ମିଳିଥାଏ ?

ଉତ୍ତର- ଭେଡ

୪- କେଉଁ ନଦୀ ନିଜର ମାର୍ଗ ବଦଳି କରିବାରେ ପ୍ରସିଦ୍ଧ ଅଟେ ?

ଉତ୍ତର- କୋସି ନଦୀ

୫- ଭାରତୀୟ ରେଳ ଇଞ୍ଜିନ ତିଆରି କରିବାରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?

ଉତ୍ତର- ୨୦ କୋଟି

୬- ଇନକଲାମ ଜିନ୍ଦାବାଦ ନାରା କିଏ ଦେଇଥିଲେ ?

ଉତ୍ତର- ଭଗତ ସିଂ

୭- କେଉଁ ଦେଶ ନିଜର ସୂର୍ଯ୍ୟ କରିସାରିଛି ?

ଉତ୍ତର- ଚୀନ

୮- ପାଣି ଭଳି ଯାଉଥିବା ପୋଷ୍ଟ ଅଫିସ କେଉଁ ଦେଶକୁ କୁହାଯାଏ ?

ଉତ୍ତର- କାଶ୍ମୀର

୯- ମସା କାମୁଡିଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ଡେଙ୍ଗୁ

୧୦- ସାତ ପାହାଡର ନଗର କେଉଁ ଦେଶକୁ କୁହାଯାଏ ?

ଉତ୍ତର- ରୋମ

୧୧- ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବ ପୂର୍ବରୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ?

ଉତ୍ତର- ଗୁଜୁରାଟ

୧୨- କେଉଁ ଦେଶର କେବଳ ୪୦ ମିନିଟ ଯାଏ ରାତି ହୋଇଥାଏ ?

ଉତ୍ତର- ନାର୍ବୀ

୧୩- କେଉଁ ପକ୍ଷୀ କେବଳ ବର୍ଷାରେ ପାଣି ପିଇଥାଏ ?

ଉତ୍ତର- ହରିୟାଲ ପକ୍ଷୀ

୧୪- ଦୁନିଆର ସବୁଠାରୁ ବଡ ମହାସାଗରର ନାମ କଣ ?

ଉତ୍ତର- ପ୍ରଶାନ୍ତ ମହାସାଗର

୧୫- ଭାରତର କେଉଁ ରାଜ୍ୟରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?

ଉତ୍ତର- ଗୋଆ

୧୬- ମଣିଷ ଶରୀରରେ କେତୋଟି ହାଡ ରହିଛି ?

ଉତ୍ତର- ୨୦୬ଟି

୧୭- ବୁଲନ୍ଦ କବାଟ କେଉଁଠି ଅଛି ?

ଉତ୍ତର- ଫତେହପୁର ସିକରି

୧୮- ମଜଦୁର ଦିବସ କେବେ ପାଳନ କରାଯାଏ ?

ଉତ୍ତର- ମେ ୧ରେ

୧୯- ନୀଳ ଗୋଲାପ କେଉଁ ଠାରେ ଅଛି ?

ଉତ୍ତର- ଭାରତ

୨୦- ଭାରତର ରାଷ୍ଟ୍ରୀୟ ପ୍ରତୀକ ଚିହ୍ନରେ କେତୋଟି ସିଂହ ଦେଖାଯାଏ ?

ଉତ୍ତର- ୧

୨୧- discovery of india ନାମକ ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର- ଜବାହାରଲାଲ ନେହେରୁ

୨୨- କେଉଁ ଗ୍ରହକୁ ସଂଖ୍ଯାର ତାରା କୁହାଯାଏ ?

ଉତ୍ତର- ଶୁକ୍ର

୨୩- କେଉଁ ପରିବା ଖାଇଲେ ରକ୍ତ ସଫା ହୁଏ ?

ଉତ୍ତର- କଲରା

୨୪- ଜଣେ ସ୍ତ୍ରୀ ର ୩ଟି ଛୁଆ ଅଛି ଯାହାର ନାମ ମାର୍ଚ୍ଚ ଏପ୍ରିଲ ଓ ମେ ଅଟେ ତେବେ କୁହ ତାଙ୍କ ମା ର ନାମ କଣ ?

ଉତ୍ତର- ମା ର ନାମ  କଣ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଇଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *