ଏମିତି Chatting କରୁ କରୁ 12 ବର୍ଷର ଝିଅ ପହଞ୍ଚି ଯାଇଥିଲା ଜଙ୍ଗଲରେ… ଆଉ ତା ପରେ

ଯେମିତି କି ଆପଣମାନେ ଜାଣିଛନ୍ତି କି ବର୍ତ୍ତମାନ ପିଲାମାନଙ୍କ ଅନ୍ଲାଇନ କ୍ଳାସ ଚାଲିଛି । ଏମିତିରେ ଜଣେ ମାତା ପିତା ଅନ୍ଲାଇନରେ ପାଠ ପଢିବା ପାଇଁ ବହୁତ କଷ୍ଟରେ ଟଙ୍କା ଯୋଗାଡ କରି ନିଜ ଝିଅକୁ ଏକ ଅଣ୍ଡ୍ରଏଡ ଫୋନ କିଣି ଦେଲେ । କିନ୍ତୁ ଝିଅ ଅନ୍ଲାଇନରେ ପାଠ ନ ପଢି ଇଂଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲି କାହା ସହ ଚା-ଟି-ଙ୍ଗ କରିବା ଆରମ୍ଭ କରିଦେଲା । ଶେଷରେ ଚା-ଟି-ଙ୍ଗ କରୁ କରୁ ମାତ୍ର ୧୨ ବର୍ଷର ଝିଅ କାହାକୁ କିଛି ନ କହି ଦିନେ ଘରୁ କେଉଁ ଆଡକୁ ଚାଲି ଗଲା ।

କିନ୍ତୁ ପୋ-ଲି-ସ ଝିଅର ମୋବାଇଲକୁ ଟ୍ରାକ କରି ପାଖାପାଖି ୧୦ ଘଣ୍ଟା ମଧ୍ୟରେ ଝିଅକୁ ଧ-ରି-ବା-ରେ ସଫଳ ହେଲେ । ଏହି ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା । ଗହମ ପେଷାଇବା ପାଇଁ କହି ଝିଅ ନିଜ ଘରୁ ବାହାରକୁ କେଉଁ ସ୍ଥାନକୁ ଚାଲି ଯାଇ ଥିଲା ।

ବହୁତ ସମୟ ପରେ ଯେତେବେଳେ ଝିଅ ଫେରିଲା ନାହିଁ ତେବେ ସେମାନେ ପ୍ରଥମେ ନିଜ ଝିଅକୁ ଖୋଜି ଥିଲେ ଓ ଶେଷରେ ୨୧ ତାରିଖ ଦିନ ଚାନ୍ଦୋଳ ଥାନାରେ ଏକ ଅ-ଭି-ଯୋ-ଗ କରିଲେ । ପୋ-ଲି-ସ ବି ଏହି ଅ-ଭି-ଯୋ-ଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଝିଅ ନେଇ ଥିବା ଫୋନକୁ ପୋ-ଲି-ସ ଟ୍ରାକ କରିଥିଲେ । ଏହା ପରେ ଜଣା ପଡିଲା କି ଝିଅଟି ଘରୁ ବାହାରୁ ଆସିବା ପରେ କାହା ଠାରୁ ଲିଫ୍ଟ ନେଇ ପ୍ରଥମେ ଚନ୍ଦୋଲ ବଜାରକୁ ଆସିଥିଲା ।

ସେଠୁ ଏକ ବସ ଧରି ଝିଅଟି ଧୂବୁରିଆ, ଚାନ୍ଦବାଲି ଓ ଆନନ୍ଦପୁର ଇତ୍ୟାଦି ଅଞ୍ଚଳକୁ ଯାଇଥିଲା । ଏତିକି ନୁହେଁ ଆହୁରି ଦୁର୍ଗମ ଅଞ୍ଚଳ ଯେମିତି କି ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରର ସୀମା ବର୍ତ୍ତୀ ଅଞ୍ଚଳକୁ ଚାଲି ଯାଇ ଥିଲା ଏହି ଝିଅଟି । ଗୋଟିଏ ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ଘର ମଧ୍ୟରେ ସେ ଯାଇ ରହୁଥିଲା । ଯେଉଁଠି ପୋ-ଲି-ସ ଝିଅକୁ ଠାବ କରିଛି ।

ଚାନ୍ଦୋଳ ଫା-ଣ୍ଡି ଏସଆଇ ସୌମ୍ୟ ରଞ୍ଜନ ପାଣିଗ୍ରାହୀ କହିଲେ କି ୨୧ ତାରିଖରେ ଚାନ୍ଦୋଳ ଫା-ଣ୍ଡି ଅନ୍ତର୍ଗତ ଜୟପୁରା ଗ୍ରାମର ଜଣେ ବ୍ୟକ୍ତି ଆସି ଅ-ଭି-ଯୋ-ଗ କରିଥିଲେ କି ତାଙ୍କର ୧୨ ବର୍ଷର ଝିଅ ସକାଳ ୧୦ ରୁ ଅଟା କଳକୁ ଅଟା ପେଷାଇବା କଥା କହି ଘଋ ବାହାରକୁ ଚାଲି ଯାଇ ଥିଲା ଓ ସେହି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଫେରି ନାହିଁ । ବହୁତ ଖୋଜିବା ପରେ ରାତି ୮ରେ ସେମାନେ ପୋ-ଲି-ସ ପାଖକୁ ଆସିଥିଲେ । ପୋ-ଲି-ସ ମୋବାଇଲ ଟ୍ରାକ କରି ଏକ ସ୍ଵତନ୍ତ୍ର ଟିମ ନେଇ ସେହି ଝିଅକୁ ଉଦ୍ଧାର କରିଥିଲେ । ପୋ-ଲି-ସ ଝିଅକୁ ପରିବାରକୁ ଦେଇ ଦେଇଛନ୍ତି । ଅନ୍ୟ ପଟେ ନିଜ ଇଚ୍ଛାରେ ଘର ଛାଡି ଯାଇଛି ବୋଲି ଝିଅଟି ପୋ-ଲି-ସ ସାମ୍ନାରେ ସ୍ଵୀକାର କରିଛି ।

Leave a Reply

Your email address will not be published. Required fields are marked *