Hero ଭଳି ମୃତ୍ୟୁ ମୁଖରୁ ଯୁବକଙ୍କୁ ଟାଣି ଆଣିଲେ RPF ଯବାନ- ଦେଖନ୍ତୁ Live Video

ବନ୍ଧୁଗଣ, ଆଜିଭଳି ଦୁନିଆରେ କାହାର ଚିନ୍ତା ଧାରା କେତେ ତାହା ଜାଣିବା ବହୁତ କଷ୍ଟକର । ମାତ୍ର ଆଜିଭଳି ଦୁନିଆରେ ଯୁବକ ମାନେ ନିଜର ମାନସିକ ଭାରସାମ୍ୟ ହରାଇ ବହୁତ ପ୍ରକାରର ଏଭଳି କାର୍ଯ୍ୟ ତଥା ପରିସ୍ଥିତି ଭିତରେ ଥାନ୍ତି ଯାହା ସେମାନଙ୍କୁ ଆଦୌ କରିବା ଉଚିତ ନୁହେଁ । ବନ୍ଧୁଗଣ ମନୁଷ୍ୟ ଜୀବନ ବହୁତ ମୂଲ୍ୟବାନ ଅଟେ ।

ଏହାକୁ କେତେକ ବ୍ୟକ୍ତି ବୁଝିପାରି ଅତି ଆନନ୍ଦମୟ ଭାବରେ ଜୀବନ ଜାପନ କରୁଥିବା ସମୟରେ ଅନ୍ୟ କେତକ ବ୍ୟକ୍ତି କୌଣସି କାରଣରୁ ଆଘାତ ପାଇ ନିଜ ଜୀବନକୁ ହରାଇବା ପାଇଁ ଉଦ୍ୟମ କରିଥାନ୍ତି । ବନ୍ଧୁଗଣ ପ୍ରାଏ ଏଭଳି ମୂର୍ଖତା ଯୁବା ଅବସ୍ଥା ର ବ୍ୟକ୍ତିବିଶେଷ ମାନେ କରିଥାନ୍ତି । ବନ୍ଧୁଗଣ ଆମ୍ଭେ ମାନେ ସଂସାରରେ ଜନ୍ମ ନେଇଛୁ ତ ଦିନେ ନା ଦିନେ ଆମ୍ଭ ଜୀବନ ଇହକାଳ କୁ ଚାଲିଯିବା ସୁନିଶ୍ଚିତ ।

ଏହା ହିଁ ବିଧିର ବିଧାନ ଅଟେ । ମାତ୍ର ଜାଣିଶୁଣି ଜୀବନ କୁ ଆରପାରି କୁ ଚାଲିଯିବା ଲାଗି ଉଦ୍ୟମ କରିବା ଏହା ମନୁଷ୍ୟର ମୂର୍ଖତା ଅଟେ । ବନ୍ଧୁଗଣ ସ୍ଵୟଂ ଭଗବାନ ଶ୍ରୀ କୃଷ୍ଣ ନିଜ ଜୀବନରେ ଅନେକ ଦୁଖକଷ୍ଟ ର ସମୁଖୀନ ହୋଇଥିଲେ, ଆମ୍ଭେ ମାନେ ତ ମନୁଷ୍ୟ ମାତ୍ର । ଆଜି ଆମ୍ଭେ ଆପଣଙ୍କୁ ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଆପଣଙ୍କୁ ଚକିତ କରିଦେବ ।

ଏହି ଘଟଣା ଟି ଏକ ରେଲୱେ ଷ୍ଟେସନ ରେ ଘଟିଥିଲା । ବନ୍ଧୁଗଣ ସେଠାରେ ଗୋଟିଏ ଯୁବକ ପୋ-ଲି-ସ ବାବୁ ଙ୍କ ସହିତ ଛିଡା ହୋଇ କଥା ହେଉଥିଲା । ସେଠାରେ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଟ୍ରାକ ରେ ଟ୍ରେନ ଅର୍ଥାତ ରେଳଗାଡି ମଧ୍ୟ ଯାଉଥିଲା । ମାତ୍ର ହଟାତ ଯୁବକଙ୍କର କଣ ହେଲା ସେ ଟ୍ରେନ ଆଡକୁ ଦୌଡି ଯାଇ ପ୍ଲାଟଫର୍ମ ରୁ ଟ୍ରେନ ତଳକୁ ପସିବାକୁ ଉଦ୍ୟମ କରିଥିଲେ । କିନ୍ତୁ ହଟାତ ସେଠାରେ ଉପସ୍ଥିତ ଥିବା ପୋ-ଲି-ସ ବାବୁ ଯୁବକ ଜଣଙ୍କୁ ପୁନର୍ବାର ପ୍ଲାଟଫର୍ମ ନିକଟକୁ ଟାଣି ଆଣିଥିଲେ । ପୋ-ଲି-ସ ଅଧିକାରୀ ଯୁବକକୁ ଟାଣି ଆଣିବା ପରେ କିଛି ପ୍ରଶ୍ନ ପଚାରିଥିଲେ ।

ମାତ୍ର ଯୁବକ ଜଣକ କାନ୍ଦି କାନ୍ଦି ସେଠାରୁ ଦୌଡି ପଳାଇ ଥିଲା । ବନ୍ଧୁଗଣ ବର୍ତ୍ତମାନ କରୋନା ସଂକ୍ରମଣ ରେ ଅଧିକାଂଶ ଜୀବନ ଚାଲି ଯାଉଛି । ମାତ୍ର ଯୁବକ ଜଣକ ବର୍ତ୍ତମାନ ର ପରିସ୍ଥିତି କୁ ଦେଖି ମଧ୍ୟ ଏଭଳି ମୂର୍ଖତା ଭଳି ଉଦ୍ୟମ କରିବା କେତେ ମାତ୍ରାରେ ସଠିକ ଅଟେ ? ଭଗବାନ ମନୁଷ୍ୟ ଙ୍କୁ ଜନ୍ମ ଦେଇଛନ୍ତି ଅର୍ଥାତ ମନୁଷ୍ୟଙ୍କ ଦ୍ଵାରା ବହୁତ ମହତକାର୍ଯ୍ୟ କରିବାର ଅବସର ରହିଅଛି । ମାତ୍ର ସେ ସବୁକୁ ଚିନ୍ତା ନ କରି କୌଣସି କାରଣରୁ ମ-ର୍ମା-ହା-ତ ହୋଇ ନିଜ ଜୀବନକୁ ହାରାଇବା ନିମନ୍ତେ ଉଦ୍ୟମ କରିବା କେତେ ଦୂର ଠିକ ?

ବୁଦ୍ଧି ତଥା ଜ୍ଞାନରେ ପରିପୂର୍ଣ୍ଣ ହୋଇ ରହିଥିବା ମନୁଷ୍ୟ ଯଦି ଏଭଳି ମୂର୍ଖତା ଭଳି କାର୍ଯ୍ୟ କରିବ ତେବେ ପଶୁ ମାନଙ୍କୁ କଣ କହିବ ? ଯେଉଁମାନେ ଏଭଳି କାର୍ଯ୍ୟ ର ଉଦ୍ୟମ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଭୁଲି ଯାଉଛନ୍ତି ଯେ, ତାଙ୍କ ପଛରେ ତାଙ୍କ ପରିବାର ବର୍ଗ କେତେ ଦୁଖ ପ୍ରକାଶ କରି ଭାଙ୍ଗି ପଡିବେ । ଏଣୁ ନିଜ ମଧ୍ୟରେ ଆତ୍ମବିଶ୍ଵାସ ରଖନ୍ତୁ ଏବଂ ସମସ୍ତ ପରିସ୍ଥିତି ର ସାମ୍ନା କରନ୍ତୁ ଭଗବାନ ଆମ୍ଭ ମାନଙ୍କ ସହିତ ସର୍ବଦା ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରନୀଟି କିଭଳି ଲାଗିଲା ? ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

https://www.facebook.com/KanakNews/videos/4631422313540951

Leave a Reply

Your email address will not be published. Required fields are marked *