ବିବାହ ପରେ ଶାଶୁ ଘରେ କଣ କରୁଛନ୍ତି Somalin, ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଜାଙ୍କଲିନ ସୋମାଲିନ କିଛି ଦିନ ତଳେ ହିଁ ବିବାହ କରଛନ୍ତି ଓ ସେ ନିଜର ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି । ସେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି ଓ ଶଶୁର ଘରର ନିଜର ପ୍ରତି ମୂହୁର୍ତ୍ତର କିଛି ଭିଡିଓ ଓ ଫଟୋ ଶେୟାର କରିଥାନ୍ତି । ଜାଙ୍କଲିନ ସୋମାଲିନଙ୍କ ବିବାହ ସମୟର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ସେ ଶଶୁର ଘରେ କଣ କରୁଛନ୍ତି ତାର ବି କିଛି ଭିଡିଓ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ସେ ଶଶୁର ଘରେ କଣ କରୁଛନ୍ତି ଓ କେଉଁ ସବୁ କାମ କରୁଛନ୍ତି ଏହି ସବୁର ଭିଡିଓ କରି ସେ ଶେୟାର କରିଛନ୍ତି ।

ଆଜି ଆମେ ଆପଣଙ୍କ ପାଇଁ ତାଙ୍କର ଏକ ଭିଡିଓ ନେଇ ଆସିଛୁ । ଯାହାକି ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି । ଏହି ଭିଡିଓ ଜାଙ୍କଲିନଙ୍କ ଶଶୁର ଘରର ଅଟେ । ସେ ବାହା ହେବାର ତୃତୀୟ ଦିନ ସକାଳୁ ସକାଳୁ ଉଠି ନୂଆ ବୋହୁ ରୂପରେ ଶାଢୀ ଓ ଗହଣା ପିନ୍ଧି ବସିଛନ୍ତି ଓ ସେ କୁକୁର ସହ ଖେଳୁ ଥିବାର ନଜର ଆସୁଛନ୍ତି ।

ଯେତେବେଳେ ସେ କୁକୁରକୁ ଗେଲା କରୁଥିଲେ ତେବେ ତାଙ୍କ ସ୍ଵାମୀ ଏହାକୁ ଭିଡିଓ କରିଥିଲେ ଓ ଯାହାକୁ ସେ ଶେୟାର କରିଥିଲେ । ବର୍ତ୍ତମାନ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକମାନେ ଦେଖି ସାରିଛନ୍ତି । ଆପଣମାନେ ଦେଖି ପାରିବେ କି ଜାଙ୍କଲିନ କୁକୁରକୁ ଗେଲହା କରିବା ସହ ତାହା ସହ ଖେଳୁଛନ୍ତି । ତାହା ସହ କଥା ବି ହେଉଛନ୍ତି ।

ଏହା ଦେଖିବାକୁ ବହୁତ ମଜା ଲାଗୁଛି । କହିଦେଉଛୁ କି ଜାଙ୍କଲିନ ନିଜ ଶଶୁର ଘର ଯିବା ପର ଠାରୁ ନିଜର ସମସ୍ତ ମୂହୁର୍ତ୍ତର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁ ସବୁ ଭିଡିଓକୁ ତାଙ୍କର ଫ୍ୟାନମାନେ ଦେଖୁଛନ୍ତି । ଏହା ଛଡା ସେ ନିଜ ସ୍ଵାମୀଙ୍କ ସହ କିଛି ଭିଡିଓ କରିଛନ୍ତି । ଦୁଇ ଜଣଙ୍କ ଯୋଡି ବହୁତ ସୁନ୍ଦର ଲାଗୁଛି ଓ ଦର୍ଶକମାନେ ବି ଏହି ଯୋଡିକୁ ଖୁବ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *