ଜ୍ୟୋତିଷ ଶସ୍ତ୍ର ଅନୁୟାସରେ କୌଣସି ବ୍ଯକ୍ତିର ଆସୁଥିବା ସମୟ ବିଷୟରେ ଜାଣିବା ପାଇଁ ସେହି ବ୍ୟକ୍ତିର ଜନ୍ମ ସମୟ ତାରିଖ ଓ ବାର ବହୁତ ମହତ୍ଵ ପୂର୍ଣ ହୋଇଥାଏ । ଏହି ଲେଖାରେ ଆଜି ଆମେ ଜାଣିବା ପ୍ରତେକ ବରର ମହତ୍ଵ କଣ ରହିଛି ଏନଙ୍ଗ ସେହି ଦିନ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଉପରେ ତାର ମହତ୍ଵ କଣ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ପ୍ରଥମେ ଜାଣିବା ଦିନ ଓ ତାର ଜ୍ୟୋତିଷ ମହତ୍ଵ ବିଷୟରେ ।
ସୂର୍ଯ୍ୟ ରବିବାରର ସ୍ଵାମୀ ଅଟନ୍ତି, ଚନ୍ଦ୍ର ସୋମବାରର ସ୍ଵାମୀ ଅଟନ୍ତି । ମଙ୍ଗଳ ଗ୍ରହ ମଙ୍ଗଳବାରର ସ୍ଵାମୀ ଓ ବୁଧ ଗ୍ରହ ବୁଧ ଗ୍ରହର ସ୍ଵାମୀ ଅଟନ୍ତି । ବୃହସ୍ପତି ଗୁରୁବାରର ସ୍ଵାମୀ ଅଟନ୍ତି । ଶୁକ୍ର ଗ୍ରହ ଶୁକ୍ରବାର ସ୍ଵାମୀ ଅଟନ୍ତି ଓ ଶନି ଗ୍ରହ ସନିବାରକୁ ପ୍ରଭାବିତ କରିଥାନ୍ତି ।ଏବେ ଜାଣିବା ସୋମବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ।
ସୋମବାର – ଯେଉଁ ଲୋକ ଏହିବାରରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆତ୍ମ ପ୍ରେରିତ ହୋଇଥାନ୍ତି । ଏମାନେ ନିଜର ଖୁସି ଓ ଦୁଃଖକୁ ବହୁତ ଭଲ ଭାବରେ ହ୍ୟାଣ୍ଡଲ କରିପାରନ୍ତି । ଏବେ ଜାଣିବା ମଙ୍ଗଳ ବାରରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ।
ମଙ୍ଗଳ ବାର – ଯେଉଁ ବ୍ୟକ୍ତି ମଙ୍ଗଳବାରରେ ଜନ୍ମ ହୋଇଥାନ୍ତି ସେମାନେ ଟିକେ ରାଗି ସ୍ଵଭାବର ହୋଇଥାନ୍ତି । ସେଥିଲାଗି ଏମିତି କିଛି ପରିସ୍ଥିତିରେ ନିଜ ଲୋକଙ୍କ ଠାରୁ ଦୂରକୁ ଯିବାକୁ ପଡିଥାଏ ।
ବୁଧବାର – ଏହିବାରରେ ଜନ୍ମ ହୋଇଥିବା ଲୋକମାନଙ୍କର ରୁଚି ଧାର୍ମିକ ଏବଂ ଆଧ୍ୟାତ୍ମିକ ଗତି ବିଧି ଉପରେ ରହିଥାଏ । ଭଗବଙ୍କ ଶକ୍ତି ଉପରେ ଭରସା ରଖିବା କାରଣରୁ ଏମାନେ ସବୁବେଳେ ମାଟି ସହିତ ଯୋଡି ହୋଇରହିଥାନ୍ତି ।
ଗୁରୁବାର – ଯେଉଁ ଲୋକ ଗୁରୁବାରରେ ଜନ୍ମ ହୋଇଥାନ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବହୁତ କଠିନ ସମୟରେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ପାରନ୍ତି ।
ଶୁକ୍ରବାର – ଯେଉଁ ମାନେ ଶୁକ୍ରବାରରେ ଜନ୍ମ ଗ୍ରହଣ କରିଛନ୍ତି ସେମାନଙ୍କର ଭଲ ହୃଦୟ ଓ ଖୁସ ମିଜାଜ ସ୍ଵଭାବ ଲାଗି ତାଙ୍କୁ ଭିଡ ମଧ୍ୟରେ ଖୋଜି ପାଇବେ ।
ଶନିବାର – ଯେଉଁ ମାନେ ସନିବାରରେ ଜନ୍ମ ହୋଇଥାନ୍ତି ସେମାନଙ୍କର ରୁଚି କୃଷି, ବିଜନେସ ଓ ଟେକନିକ ଲାଇନର ହୋଇଥାଏ ।
ରବିବାର – ଯେଉଁ ମାନେ ରବିବାରରେ ଜନ୍ମ ହୋଇଥାନ୍ତି, ଏହି ଦିନରେ ଜନ୍ମ ହୋଇଥିବା ଲୋକ ବହୁତ ଆକ୍ଟିବ ହୋଇଥାନ୍ତି । ଏମାନେ ସବୁ କାମରେ ଆଗରେ ରହିଥାନ୍ତି । ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।