ଆପଣଙ୍କ ଜନ୍ମ ମାସରୁ ଜାଣନ୍ତୁ କେଉଁ ଭଳି ମହିଳା ଆପଣ ଅଟନ୍ତି । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ରାଶି, ଜନ୍ମ କୁଣ୍ଡଳୀ, ମାସ ଓ ହାତର ପାପୁଲିକୁ ଦେଖି ଆପଣଙ୍କ ବ୍ୟକ୍ତିତ୍ଵ ବିଷୟରେ ସବୁ କଥା ଜଣା ପଡିଥାଏ । ଏହା ମଧ୍ୟ ସତ ଅଟେ କି ଆମ ସମସ୍ତଙ୍କୁ ନିଜ ବିଷୟରେ ସବୁ କିଛି ଜଣାଥାଏ ।
ଯଦି ଆପଣଙ୍କ ବିଷଷୟରେ ଆଉ କିଏ କିଛି କହିବାକୁ ଚାହୁଁଛିତ ଆପଣଙ୍କୁ ଜାଣିବା ଉଚିତ ଓ ମହିଳା ମାନେ ଏହି ବିଷୟରେ ଅଧିକ ଜାଣିବା ପାଇଁ ବହୁତ ଇଚ୍ଛୁକ ଥାନ୍ତି । ଶାସ୍ତ୍ର ଅନୁସାରେ କୁହାଯାଏକି ବ୍ଯକ୍ତିର ସ୍ଵଭାବ ଓ ବ୍ୟବହାରର ସମ୍ପର୍କ କେଉଁଠି ନା କେଉଁଠି ତାଙ୍କ ଜନ୍ମ ମାସରୁ ହୋଇଥାଏ । ଆଜି ଆମେ ବଟେଇବୁ କେଉଁ ମାସରେ ଜନ୍ମ ହୋଇଥିବା ମହିଳାଙ୍କ ସ୍ଵଭାବ କେମିତି ହୋଇଥାଏ ।
ଜାନୁଆରୀ ମାସରେ ଜନ୍ମି ଥିବା ମହିଳା ବହୁତ ମହତ୍ଵ କାଙ୍ଖି ହୋଇ ଥାନ୍ତି । ଏହା ସହିତ ସେ ରୂଢିବାଦି ଓ ଗଂଭିର ମଧ୍ୟ ହୋଇଥାନ୍ତି । ସେ କାହା ସହିତ ଏତେ ଶୀଘ୍ର ନିଜର ଅନୁଭବ ସେୟାର କରିନଥାନ୍ତି । ଫ୍ରେବୃଆରୀରେ ଜନ୍ମି ଥିବା ମହିଳା ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନଙ୍କୁ ଧର୍ଜ୍ୟର ସହିତ ସମ୍ଭାଳିବାକୁ ହୋଇଥାଏ । ଏମାନଙ୍କର ମିଜାଜ ସବୁବେଳେ ବଦଳି ଥାଏ । ଏଥିରେ ଆପଣ ସାବଧାନ ରହିବା ଆପଣଙ୍କୁ ଫାଇଦା ଦେଇଥାଏ । ମାର୍ଚ ମାସରେ ଜନ୍ମ ହୋଇଥିବା ମହିଳା ବହୁତ ଚର୍ମିଙ୍ଗ ଓ ଆକର୍ଷିତ ହୋଇଥାନ୍ତି ।
ଏମାନେ ବିଶ୍ଵାସୀ ଓ ଡେଡିକେଟେଡ ହୋଇଥାନ୍ତି । ସେ ସେତେବେଳ ପର୍ଯ୍ୟନ୍ତ କିଉଟ ରହିଥାନ୍ତି ଯେତେବେଳ ପର୍ଯ୍ୟନ୍ତ ରାଗି ନଥାନ୍ତି । ଏମାନେ ଅତିସହଜରେ କାହା ପ୍ରେମରେ ପଡନ୍ତି ନହିଁ । ଏପ୍ରିଲରେ ଜନ୍ମ ହୋଇଥିବା ମହିଳା କାହା ସହିତବି ଅତି ସହଜରେ କଥା ହୋଇଯାନ୍ତି । ବହୁତ ଡିପ୍ଲୋମ୍ୟାଟିକ ହୋଇଥାନ୍ତି । ଯଦି ଆପଣଙ୍କ ବିଶ୍ବାସ ଆପଣ ଜିତ୍ୟ ନେଲେ ସେ ଆପଣଙ୍କୁ ବହୁତ ଭଲପାଇବେ । ମେ ମାସରେ ଜନ୍ମିତ ମହିଳା ନିଜ ସିଦ୍ଧାନ୍ତକୁ ନେଇ ବହୁତ ବିଶ୍ଵାସୀ ରହିଥାନ୍ତି । ଏମାନଙ୍କର ଚରିତ୍ର ଅଲଗା ପ୍ରକାରର ହୋଇଥାଏ । ଏଥିଲାଗି ଯେଉଁ ପୁଅ ତାଙ୍କ ଜୀବନରେ ଆସିଥାଏ ସେ ତାଙ୍କୁ କେବେ ଭୁଲିପାରେ ନାହିଁ ।
ଜୁନ ମାସରେ ଜନ୍ମିତ ମହିଳା କ୍ରିଏଟିଭ ହେବା ସହିତ ଜିଜ୍ଞାସୁ ଓ ବହୁତ ମିକସିଙ୍ଗ ହୋଇଥାନ୍ତି । ପ୍ରେମ ମାମଲାରେ ଏମାନେ ପୁରୁଷଙ୍କ ଭାବନା ସହିତ ଖେଳି ଥାନ୍ତି । ଏମାନେ କାହା ପଛରେ କଥା କହି ନଥାନ୍ତି ଓ ମୁହଁରେ ସତ କଥା କହିଥାନ୍ତି । ଜୁଲାଇରେ ଜନ୍ମ ହୋଇଥିବା ମହିଳା ଇମାନଦାର, ବୁଦ୍ଧିମାନ, ରହସ୍ୟମୟୀ ଓ ସୁନ୍ଦର ହୋଇଥାନ୍ତି । ଏମାନଙ୍କୁ ଝଗଡା କରିବା ପସନ୍ଦ ହୋଇନଥାଏ । ଏମାନଙ୍କୁ ଧୋକା ଦେବା ଚକ୍କରରେ ଆପଣ ଏମାନଙ୍କୁ ହରେଈ ଥାନ୍ତି । ଅଗଷ୍ଟ ମାସରେ ଜନ୍ମିତ ମହିଳା ହୃଦୟରୁ ବହୁତ ଭଲ ହୋଇଥାନ୍ତି ।
କିନ୍ତୁ ଏମାନଙ୍କର ସବୁ ଫୋକସ ନିଜ ଉପରେ ହିଁ ହୋଇଥାଏ । ଏମାନଙ୍କର ସେନ୍ସ ଅଫ ହ୍ୟୁମର ବହୁତ ଭଲ ହୋଇଥାଏ । ଯୁକ୍ତି ତର୍କରେ ଏମାନଙ୍କଠୁ କେହି ଜିତି ପାରିବେ ନହିଁ । ସେପ୍ଟେମ୍ବରରେ ଜନ୍ମିତ ମହିଳା ଅନୁସନ ପ୍ରିୟ ହୋଇଥାନ୍ତି ଓ ସୁନ୍ଦର, ଦୟାଳୁ ହୋଇଥାନ୍ତି । କିନ୍ତୁ ଏମାନେ ଧୋକା ଦେବା ବଳାଙ୍କୁ କ୍ଷମା କରି ନଥାନ୍ତି । ଏମାନେ ଲଙ୍ଗଟର୍ମ ସମ୍ପର୍କରେ ବିଶ୍ବାସ ରଖୀ ଥାନ୍ତି । ଅକ୍ଟୋବରରେ ଜନ୍ମିତ ମହିଳା ଇମୋସନାଲ ହେବା ସହିତ ଷ୍ଟ୍ରଙ୍ଗ ହୋଇଥାନ୍ତି । ସେ ଅତି ସହଜରେ କାନ୍ଦି ନଥାନ୍ତି ।
ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଓ ଅତିସହଜରେ କାହା ପାଖରେ ଖୋଲିକି କଥା ହୁଅନ୍ତି ନହିଁ । ନଭେମ୍ବରରେ ଜନ୍ମିତ ମହିଳାଙ୍କ ସବୁବେଳେ ଅନ୍ୟ ଲୋକଙ୍କଠୁ ଗୋଟେ ପାଦ ଆଗରେ ଥାନ୍ତି, ଏମାନେ ବହୁତ ଜଲ୍ଦି ମିଛ ଧରି ନିଅନ୍ତି । ଡିସେମ୍ବରରେ ଜନ୍ମିତ ମହିଳା ସବୁବେଳେ ଜଲ୍ଦିରେ ଥାନ୍ତି, ତାଙ୍କୁ କୌଣସି ସ୍ଥିତିରେ ବାହାରକୁ ବାହାରିବ ପାଇଁ ସାହାର୍ଯ୍ୟ କରିଥାଏ । ଏମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି ଓ ମୁଡ ଠିକ କରିବା ବହୁତ ଭଲ ଭାବରେ ଜାଣିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।