ଜନ୍ମାଷ୍ଟମୀ ଦିନ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ରାତାରାତି ହେବେ କୋଟିପତି

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀର ବିଶେଷ ମହତ୍ଵ ଅଛି । ଜନ୍ମାଷ୍ଟମୀର ଉତ୍ସବକୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିନ ଉପଲକ୍ଷେ ପାଳନ କରାଯାଏ । ଜନ୍ମାଷ୍ଟମୀ ଦିନ ଶ୍ରୀ କୃଷ୍ଣଙ୍କ ବାଲ ସ୍ୱରୂପର ବିଶେଷ ରୂପରେ ପୂଜା ଅର୍ଚନା କରାଯାଏ । ଏହି ଉତ୍ସବ ଦିନ ବ୍ରତ ବି ରଖାଯାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଜନ୍ମାଷ୍ଟମୀ ପୂର୍ବରୁ ଘରୁ ନେଇ ଆସୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଶ୍ରୀ କୃଷ୍ଣଙ୍କ ଅସିମ କୃପା ପ୍ରାପ୍ତ ହେବ ।

ଶ୍ରୀ କୃଷ୍ଣଙ୍କ କୃପା ଦ୍ଵାରା ଆପଣଙ୍କ ସମସ୍ତ ମନୋକାମନା ବି ପୂର୍ଣ ହେବ । ଏହି ସମସ୍ତ ଜିନିଷ ମଧ୍ୟରୁ ଯଦି ଆପଣ ଗୋଟିଏ ଜିନିଷ ବି ଘରକୁ ଆଣି ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀ କୃଷ୍ଣଙ୍କୁ ଅର୍ପିତ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଉନ୍ନତି ଆସିଯିବ । ଏହି ବର୍ଷ ୩୦ ଅଗଷ୍ଟ ସୋମବାର ଦିନ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ ।

ମୟୂର ପର

ମୟୁର ପର ଓ ଶ୍ରୀ କୃଷ୍ଣଙ୍କୁ ଶାସ୍ତ୍ରରେ ବହୁତ କିଛି କୁହାଯାଇଛି । ଭଗବାନ ଶ୍ରୀ କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଜନ୍ମାଷ୍ଟମୀ ଦିନ ପୂଜାରେ ଅବଶ୍ୟ ହିଁ ମୟୂର ପର ରଖନ୍ତୁ । କୁହାଯାଏ କି ଘରେ ମୟୂର ପର ରଖିବା ଦ୍ଵାରା ଘରର ଅମଙ୍ଗଳ ଦୂର ହୋଇଯାଏ ଓ ଘରର ବାସ୍ତୁ ଦୋଷକୁ ବି ଦୂର କରିଥାଏ ।

ବାଂସୁରୀ

ଭଗବାନ ଶ୍ରୀ କୃଷ୍ଣ ବାଂସୁରୀ ପ୍ରେମ ଓ ଆନନ୍ଦର ପ୍ରତୀକ ଅଟେ । ଜନ୍ମାଷ୍ଟମୀ ଦିନ ଶ୍ରୀ କୃଷ୍ଣଙ୍କ ନିକଟରେ ବାଂସୁରୀ ରଖିବା ଦ୍ଵାରା ଗୃହସ୍ତିରେ ପ୍ରେମ ଓ ଆନନ୍ଦ ଆସିଥାଏ । ଭଗବାନ ଶ୍ରୀ କୃଷ୍ଣଙ୍କୁ ବାଂସୁରୀ ଅର୍ପିତ କରିବା ସହିତ ଆପଣ ବାଂସୁରୀକୁ ନିଜ ଘରେ ଅବଶ୍ୟ ଲଗାନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ କି କେବେ ବି ବାଂସୁରୀକୁ ସିଧା ରଖିବେ ନାହିଁ ଏହାକୁ ସବୁବେଳେ ଅଳ୍ପ ତଳକୁ କରି ଲଗାଇବେ । ବାଂସୁରୀର ମୁହଁ ସବୁବେଳେ ତଳକୁ ରହିବା ଉଚିତ ।

ଲହୁଣୀ

ଶ୍ରୀ କୃଷ୍ଣଙ୍କୁ ଲହୁଣୀ ଅତି ପ୍ରିୟ ଅଟେ । ଏମିତିରେ ଜନ୍ମାଷ୍ଟମୀ ଦିନ ପୂଜାରେ ଲହୁଣୀ ଅବଶ୍ୟ ସାମିଲ କରନ୍ତୁ । ଏହା ଦ୍ଵାରା ଆପଣ ଆରୋଗ୍ୟ ହେବେ ।

ଝୁଲା ଅର୍ଥାତ ଦୋଳଣା

ପୁରାତନ ଯୁଗରୁ ହିଁ ଶ୍ରୀ କୃଷ୍ଣଙ୍କୁ ଝୁଲା ଅର୍ଥାତ ଦୋଳଣା ଦ୍ଵାରା ଝୁଲା ଯାଏ । ଏମିତିରେ ଭଗବାନଙ୍କୁ ଝୁଲା ଅର୍ପଣ କରିବା ଦ୍ଵାରା ପ୍ରେମ ଓ ଆନନ୍ଦୀ ପ୍ରାପ୍ତ ହୋଇଥାଏ ।

ହଳଦିଆ ବସ୍ତ୍ର

ଜନ୍ମାଷ୍ଟମୀ ଦିନ ବାଲ ସ୍ୱରୂପ ଶ୍ରୀ କୃଷ୍ଣଙ୍କୁ ପଞ୍ଚାମୃତ ଦ୍ଵାରା ସ୍ନାନ କରିବା ପରେ ଶ୍ରୀ କୃଷ୍ଣଙ୍କୁ ହଳଦିଆ ରଙ୍ଗର ନୂଆ ବସ୍ତ୍ର ପରିଧାନ କରାଯାଏ । ଆପଣ ବି ହଳଦିଆ ରଙ୍ଗର ବସ୍ତ୍ର ଅବଶ୍ୟ ଆଣନ୍ତୁ ।

Leave a Reply

Your email address will not be published. Required fields are marked *