ଜାନୁଆରୀ 14 ମକର ସଂକ୍ରାନ୍ତି ଦିନ କରନ୍ତୁ କେବଳ ଏହି 2ଟି ଉପାୟ, ଯାହା ମାଗିବେ ତାହା ମିଳିବ…

ବନ୍ଧୁଗଣ ଓଡିଶା ଏକ ଏଭଳି ରାଜ୍ୟ ଅଟେ ଯାହାକୁ ସବୁ ପ୍ରକାରର ପର୍ବ ପର୍ବାଣିର ଭୂମି ବୋଲି ମାନି ନିଆଯାଇଥାଏ । ଏହି ସବୁ ପର୍ବ ପର୍ବାଣି ମକର ସଙ୍କ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ । ମକର ସଙ୍କ୍ରାନ୍ତି ଜାନୁଆରୀ ମାସରେ ପଡିଥାଏ । ଏଥିଲାଗି ନବ ବର୍ଷ ଠାରୁ ମକର ସଙ୍କ୍ରାନ୍ତି ପର୍ବ ଆରମ୍ଭ ହୋଇଥାଏ । ଏହାକୁ ବର୍ଷର ପ୍ରଥମ ପର୍ବ ବୋଲି ପାଳନ କରାଯାଏ । ମକର ସଙ୍କ୍ରାନ୍ତି ହିନ୍ଦୁ ଧର୍ମର ମହତ୍ବପୂର୍ଣ୍ଣ ପର୍ବ ଅଟେ ।

ଏହା ସୂର୍ଯ୍ୟଦେବଙ୍କ ମକର ରାଶିରେ ପ୍ରବେଶ କରିବାରେ ମକର ସଙ୍କ୍ରାନ୍ତି ମାନାଯାଇଥାଏ । ଜାନୁଆରୀ 14ରେ ମକର ସଙ୍କ୍ରାନ୍ତି ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ ମକର ସଙ୍କ୍ରାନ୍ତି ଦିନ କେଉଁ କାମ କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଏମିତି ମାନ୍ୟତା ରହିଛି କି ଏହି ଦିନ କରାଯାଇଥିବା ଦାନର ପୂଣ୍ୟ ମଣିଷକୁ 100 ଗୁଣା ହୋଇ ମିଳିଥାଏ । ତେଣୁ ଆପଣ ଏହି ଦିନ ଅନ୍ୟ ମାନଙ୍କୁ ଦାନ କରନ୍ତୁ ।

ମକର ସଙ୍କ୍ରାନ୍ତି ଦିନ କିଛି ଖାଇବା ଜିନିଷ ଘରେ ବନାଇକି ଯେମିତି ଖିରୀ, ଖେଚେଡି, ପୁରୀ  କମ୍ବଳ ଦାନ କରିବେ । ଏମିତିକି ସୁଧ ଘିଅ ମଧ୍ୟ ଦାନ କରିବା ଉଚିତ ହୋଇଥାଏ । ଏହି ଦିନ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ଶଯ୍ୟା ତ୍ୟାଗ କରି ସ୍ନାନ କରି ସୂର୍ଯ୍ୟଦେବ ଙ୍କୁ ପୂଜା କରିବା ପାଇଁ ଧଳା ବା ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହା ପରେ ସୂର୍ଯ୍ୟଦେବ ଙ୍କୁ ଜପ ଅର୍ପଣ କରିବା ଉଚିତ ।

ଯେଉଁ ଜଳ ମାଟି ତଳୁ ବାହାରୁଥିବ ତାହା ଅର୍ପଣ କରିବେ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ପାଇଁ ତମ୍ବା ପାତ୍ର ବ୍ୟବହାର କରିପାରିବେ । ଏହି ସମୟରେ ଆପଣ ଓମ ସୁର୍ଜ୍ଯାୟ ନମହ ମନ୍ତ୍ର ଜପ କରିବେ । ସୂର୍ଯ୍ୟଙ୍କୁ ଚଢା ଯାଉଥିବା ଜଳଉ ଏମିତି ଚଢାଇବେ ଯେମିତି ତଳେ ପଡିବ ନାହି । ତଳେ ନ ପଡିବା କିଛି ଜିନିଷ ତଳେ ରଖିଦେବେ । ବଳି ଯାଇଥିବା ପାଣିକୁ ନେଇ କୌଣସି ଗଛ ଉଳରେ ଢାଳି ଦେବେ ।

ଏହା ପରେ ମନ୍ଦିରରେ ବା ପୂଜା ଘରେ ସୂର୍ଯ୍ୟଦେବଙ୍କ ଫୋଟୋକୁ ନେଇ ନାଲି ରଙ୍ଗର କପଡା ଉପରେ ସ୍ଥାପିତ କରିବେ । ଏହା ପରେ ଚନ୍ଦନ, ଚାଉଳ, ହଳଦିଆ ରଙ୍ଗର ଫୁଲ, ସିନ୍ଦୁର ଚଢାଇବେ ଓ ଗାଈ ଘିଅରେ ଦୀପ ଲଗାଇବେ । ସୂର୍ଯ୍ୟଦେବଙ୍କ ପାଖରେ ଘରେ ବନିଥିବା ଖେଚେଡି, ଖିରୀ ବା ପୁରୀ ରେ ଭୋଗ ଲାଗଇବେ ।

ପୂଜା ସରିବା ପରେ ଓମ ଆଦିତାୟ ନମହ, ସାବିତ୍ରୀୟ ନମହ, ସୁର୍ଜ୍ଯାୟ ନମହ ଏହି 3ଟି ମନ୍ତ୍ର କୁ ଅତି କାମରେ 3 ଥର ନିଶ୍ଚୟ ଜପିବେ । ତା ପରେ ଆପଣ ନିଜର ମନସ୍କାମନା ସୂର୍ଯ୍ୟଦେବଙ୍କୁ ଜଣାଇବେ । ମକର ସଙ୍କ୍ରାନ୍ତି ଦିନ ଯେଉଁ ବ୍ୟକ୍ତି ପବିତ୍ର ଦିନରେ ପୂଜା ବିଧି କରି ସୂର୍ଯ୍ୟଦେବଙ୍କୁ ନିଜର ଇଚ୍ଛା କହିଥାଏ ତାହା ପୂରଣ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *