ଯାତ୍ରା ଜଗତର ଅଭିନେତ୍ରୀ Rani Pnadaଙ୍କ ଭୋଜପୁରୀ ଗୀତରେ ଜବରଦସ୍ତ Dance ଦେଖି ଆପଣ ଦିବାନା ହୋଇଯିବେ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଯେତିକି ଫ୍ୟାମ୍ସ ହୋଇଛନ୍ତି । ଠିକ ସେହିପରି ଯାତ୍ରା ଜଗତରେ ମଧ୍ୟ ଜବରଦସ୍ତ ଅଭିନୟ କରି ଅଭିନେତ୍ରୀ ଓ ଅଭିନେତା ଏମାନେ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଯାତ୍ରା ଜଗତରେ ଖୁବ ସୁନ୍ଦର ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡା ଙ୍କର ନୂଆ ଭୋଜପୁରୀ ଗୀତରେ ଡ୍ୟାନ୍ସ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଯାତ୍ରା ଦୁନିଆରେ ଅନେକ ଯାତ୍ରା ରେ ଦମଦାର ଅଭିନୟ କରି ଖୁବ ଲୋକପ୍ରିୟ ହୋଇଛନ୍ତି । ଏହା ସହ ସେ ଅନେକ ସାମାଜିକ କାମ ପାଇଁ ମଧ୍ୟ ଚର୍ଚ୍ଚ ରେ ରହିଛନ୍ତି ।

ବର୍ତ୍ତମାନ ତାଙ୍କର ନୂଆ ଭୋଜପୁରୀ ଆଲବମ ରିଲିଜ ହୋଇଛି । ଭୋଜପୁରୀ ଗୀତ ରେ ଅଭିନୟ କରିବା ସହ ରାଣୀ ପଣ୍ଡା ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି । ଏହି ଭୋଜପୁରୀ ଗୀତ ଟି ଏକ ଆଇଟମ ସାଙ୍ଗ ଯେଉଁଥିରେ ରାଣୀ ପଣ୍ଡା ବହୁତ ଭଲ ଡ୍ୟାନ୍ସ କରିବାର ନଜର ଆସିଛନ୍ତି ।

ତାଙ୍କର ଏହି ଆଇଟମ ଗୀତ କୁ ସେ ନିଜ ସୋସିଆଲ ଆକାଉଣ୍ଟ ରେ ନିଜ ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି । ଏହି ଗୀତ ରେ ଅଭିନେତ୍ରୀ ରାଣୀ ପଣ୍ଡା ନୂଆ ଲୁକ ରେ ନଜର ଆସୁଛନ୍ତି । ତାଙ୍କର ଡ୍ରେସ ଷ୍ଟାଇଲ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ ଖୁବ ନିଆରା ଲାଗୁଛି ଏହି ଭୋଜପୁରୀ ଗୀତ ରେ । ସେ ସର୍ବଦା ଓଡିଆ ଇଣ୍ଡଷ୍ଟ୍ରି ରେ ଯାତ୍ରା ଜଗତରେ କାମ କରି ଆସୁଛନ୍ତି । ପ୍ରଥମ ଥର ପାଇଁ ସେ ଭୋଜପୁରୀ ଗୀତ ରେ ନଜର ଆସିଛନ୍ତି ।

ରାଣୀ ପଣ୍ଡା ସବୁବେଳେ କୌଣସି ନା କୌଣସି ବିବାଦ ଘେର ରେ ରହୁ ଥିବାର ନଜର ଆସନ୍ତି । ତାଙ୍କୁ ବିବାଦୀୟ ଅଭିନେତ୍ରୀ ଭାବେ ମହଦୀ ମାନାଯାଏ । ଅଭିନେତ୍ରୀ ରାଣୀ ପଣ୍ଡା ଅନେକ ସମୟରେ ଏମିତି କିଛି କାମ କରି ଦେଖାଇଛନ୍ତି ଯାହା ପାଇଁ ଲୋକ ମାନେ ତାଙ୍କର ପ୍ରଶଂସା କରିଛନ୍ତି । ଓଡିଶା ବାସୀ ଙ୍କୁ ସେ ବନ୍ୟା ବାତ୍ୟା ଠାରୁ ଆରମ୍ଭ କରି କୋରୋନା ମହାମାରୀ ସମୟରେ ଅନେକ ସାହାଜ୍ଯ କରିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କର ଏହି ଭୋଜପୁରୀ ଗୀତ ରେ ଡ୍ୟାନ୍ସ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *