ଯେବେ ବି କେଉଁ ମୃତ୍ୟ ବ୍ୟକ୍ତି ସ୍ଵପ୍ନରେ ଆସିଥାନ୍ତି, ବ୍ୟକ୍ତିଙ୍କୁ ମିଳିଥାଏ ଏହି ସଂକେତ- Swapna Shastra

ଆମେ ଯେତେବେଳେ ଦିନ ସାରା କାମ କରିଥାଉ ସେତେବେଳେ ରାତିରେ ଆମକୁ ବହୁତ ଥକା ଲାଗିଥାଏ ଆଉ ଆମେ ସ୍ଵପ୍ନ ଦୁନିଆକୁ ଯାଇଥାଉ ତେବେ ଆପଣ ମଧ୍ୟ ସବୁ ଦିନ କିଛି ନା କିଛି ସ୍ଵପ୍ନ ଦେଖିଥାନ୍ତି । କିଛି ସ୍ଵପ୍ନ ଆମକୁ ମନେ ରହିଥାଏ କିନ୍ତୁ କିଛି ସ୍ଵପ୍ନ ଆମେ ଉଠିବା ସହ ଭୁଲି ଯାଇଥାଉ, ତେବେ କଣ ଆପଣ କେବେ ଏହା ବିଚାର କରିଛନ୍ତି ଯେ ଏହାର ମୁଖ୍ୟ କାରଣ କଣ ବା ଏହି ସ୍ଵପ୍ନ ଅର୍ଥ କଣ ଆଉ କେମିତି ଜାଣିବା ଏହା ଦ୍ଵାରା ଭଗବାନ ଆମକୁ କଣ ସଂକେତ ଦେଇଥାନ୍ତି । ତେବେ ଯଦି ଜାଣି ନାହାନ୍ତି ଆଉ ଜାଣିବାକୁ ଇଛା କରୁଛନ୍ତି ତେବେ ଆସନ୍ତୁ ବିଶାତାର ସହ ଜାଣିବା ସ୍ଵପ୍ନରେ ମୃ-ତ ବ୍ୟକ୍ତି ଆସିବାର ଅର୍ଥ କଣ ହୋଇଥାଏ ।

ଅଶୋକ ସ୍ଵପ୍ନ :

ସ୍ଵପ୍ନ ଶାସ୍ତ୍ରରେ କୁହା ଯାଇଛି ଯେ ଯଦି କେହି ସମ୍ପର୍କୀୟ ବହୁତ ନିଜର ବ୍ୟକ୍ତି ପରଲୋକ ଚାଲିଯାଇଥାଏ ତେବେ ଲୋକ ତାଙ୍କୁ ମନେ ପକାଇ ବହୁତ କାନ୍ଦିଥାନ୍ତି କିନ୍ତୁ ଯଦି ଆପଣଙ୍କୁ ସ୍ଵପ୍ନରେ ସେହି ବ୍ୟକ୍ତି ସ୍ଵସ୍ଥ ଦେଖା ଦିଅନ୍ତି ବା ହସ ଖୁସିରେ ଦେଖା ଦିଅନ୍ତି ତେବେ ଏହାର ଅର୍ଥ ସେହି ବ୍ୟକ୍ତି ବହୁତ ଭଲ ଜନ୍ମ ପାଇ ଯାଇଛନ୍ତି ଆଉ ତାଙ୍କ ନୂଆ ଜୀବନରେ ବହୁତ ସୁଖରେ ଅଛନ୍ତି ଆଉ ଆପଣଙ୍କୁ ଚିନ୍ତା କରିବା ଉଚିତ ନୁହ ।

ଇଚ୍ଛା ପୁର୍ତି :

କିଛି ଲୋକଙ୍କ ଦେ-ହା-ନ୍ତ ବିଷୟରେ ଆପଣ ଜାଣି ନଥାନ୍ତି ଯେ ସେ କେମିତି ଆଖି ବୁଜିଲେ ବା କଣ ହେଲା ଆଉ ହଟାତ ତାଙ୍କ ଜୀବନ ଯାଇଥାଏ ତେବେ ତାଙ୍କ କିଛି ଇଛା ବାକି ରହିଥାଏ ଯାହା ପାଇଁ ଆପଣଙ୍କୁ ଏମିତି କିଛି ସ୍ଵପ୍ନ ଆସିଥାଏ ଯେଉଁଥିରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଥାଏ, ତେବେ ଯଦି ଆପଣ ତାଙ୍କ ଇଛା ଜାଣିଥାନ୍ତି ତେବେ ସେହି ଇଛା ପୂରଣ କରନ୍ତୁ ନଚେତ କିଛି ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଯେଉଁ ବ୍ୟକ୍ତି ଏଭଳି ବ୍ୟକ୍ତିଙ୍କ ଇଛା ବିଷୟରେ ଜାଣିକି ମଧ୍ୟ ତାହା ପୂରଣ କରନ୍ତି ନାହିଁ ତେବେ ତାଙ୍କ ଜୀବନରେ ବହୁତ କଷ୍ଟ ଆରମ୍ଭ ହୋଇଥାଏ ।

ନିଜ ବା ଜୀବିତ ଲୋକଙ୍କ ପରଲୋକ:

ବହୁତ ଲୋକ ଅଛନ୍ତି ଯିଏ ଜୀବିତ ଲୋକଙ୍କୁ ସ୍ଵପ୍ନରେ ଆରପାରିକୁ ଯିବାର ଦେଖନ୍ତି ଆଉ ଡଋ ଯାଇଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ସ୍ଵପ୍ନ ଏହା ସଂକେତ କରିଥାଏ ଯେ ସେହି ବ୍ୟକ୍ତି ବହୁତ ବର୍ଷ ବଞ୍ଚିବାକୁ ଯାଉଛନ୍ତି ଆଉ ବହୁତ ସ୍ଵସ୍ଥ ଜୀବନ ପାଇବେ ।

Leave a Reply

Your email address will not be published. Required fields are marked *