ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହାଦେବ ଙ୍କ ବିଷୟରେ ଏଭଳି ଏକ ସତ୍ୟତା କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ବି ମହାଦେବ ଙ୍କ ନାମ ସ୍ମରଣ କରିବାକୁ ଲାଗିଲେ । ଆଉ ଏହି କାହାଣୀ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଏହି କାହାଣୀ ଟି ହେଉଛି ପାଟନା ଜିଲ୍ଲା ର ଫୁଲବାଣୀ ଗାଁ ରେ ରହୁଥିବା ନୀରଜିଙ୍କ ସହ ଘଟିଥିବା ସତ ଘଟଣା । ସେ କହିଛନ୍ତି କେମିତି ନିଜେ ମହାଦେବ ଆସି ତାଙ୍କୁ ବଡ ଦୁର୍ଘଟଣା ରୁ ରକ୍ଷା କରି ପାରିଛନ୍ତି । ନୀରଜି କହିଛନ୍ତି ଯଦି ମହାଦେବ ନ ଆସିଥାନ୍ତେ ତେବେ ହୁଏ ତ ତାଙ୍କ ପ୍ରାଣ ବଞ୍ଚିପାରି ନ ଥାନ୍ତା ।
ପୁରାଣରେ ବି କୁହା ଯାଇଛି ଯେଉଁ ବ୍ୟକ୍ତି ମହାଦେବ ଙ୍କ ପୂଜା କରିଥାଏ ତାକୁ କାଳ କଣ ସ୍ଵୟଂ ମୃତ୍ୟୁ ଦେବତା ଯମରାଜ ଛୁଇଁ ପାରନ୍ତି ନାହି । ନୀରଜି ଆଗକୁ କହିଛନ୍ତି ତାଙ୍କ ଗାଁ ବାହାରେ ପୁରୁଣା ଶିବ ମନ୍ଦିର ରହିଛି । ଯେଉଁ ଠାରେ ଗାଁ ଲୋକେ ମହାଦେବଙ୍କ ପୂଜା କରିଥାନ୍ତି । ସେ ପ୍ରତି ଦିନ ଶିବଙ୍କ ଦର୍ଶନ କରିବା ପରେ କୌଣସି କାମ ଆରମ୍ଭ କରିଥାନ୍ତି । ଯେଉଁ ଦିନ ତାଙ୍କ ସହ ଦୁର୍ଘଟଣା ଘଟିଥିଲା ସେଦିନ ମଧ୍ୟ ସେ ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମା ଙ୍କ ଔଷଧ ଆଣିବା ପାଇଁ ପାଟଣା ରୋଡ ର ଏ ଯାଉଥିଲେ ।
ଗାଁ ର କଚ୍ଚା ରୋଡ ରେ ସେ ଯିବା ବେଳେ ସାମ୍ନାରୁ ଆସୁଥିବା ଟ୍ରକ ର ଟାୟାର ହଠାତ ଫାଟିଗଲା । ସେହି ଟ୍ରକ ଟି ଲୋଡ ଥିବାରୁ ଅନିୟନ୍ତ୍ରିତ ହୋଇଗଲା । ନୀରଜି ଆଗକୁ କହିଛନ୍ତି ଏଭଳି ଦୃଶ୍ୟ ଦେଖି ସେ ନିଜର ବାଇକ ରୋକୀ ଦେଲେ । ଏହା ପରେ ଟ୍ରକ ଟି ତାଙ୍କ ଆଡକୁ ମାଡି ଆସିଲା । ଅନିୟନ୍ତ୍ରିତ ଟ୍ରକ କୁ ନିଜ ଆଡକୁ ମାଡି ଆସିବାର ଦେଖି ସେ ଭୟ କରିବାକୁ ଲାଗିଲେ ଆଉ ମୃତ୍ୟୁ କୁ ନିଜ ଆଖି ଆଗରେ ଦେଖିବାକୁ ଲାଗିଲେ । ଆଉ ବିପଦ ସମୟରେ ସେ ମହାଦେବ ଙ୍କ ନାମ ସ୍ମରଣ କରିବାକୁ ଲାଗିଲେ ।
କିଛି ସମୟ ଆଖି ବନ୍ଦ କରିବା ପରେ ନୀରଜି ଙ୍କୁ ଦୂରରୁ ଆୱାଜ ଆସିଲା କି ଟ୍ରକ ଅନ୍ୟ ଆଡକୁ ଚାଲି ଯାଇଛି । ସେ ଆଖି ଖୋଲି ଦେଖିଲା ବେଳକୁ ତାଙ୍କ ପାଖରେ ସାଧୁ ବାବା ଥିଲେ ଯାହାଙ୍କର ବଡ ବଡ ଜଟ ଓ ଦାଢି ରହିଥିଲା । ଟ୍ରକଟି ପାଖରେ ଥିବା ଗଛରେ ଯାଇ ମାଡ ହେଲା । ନୀରଜି ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ଆଉ ଭାବିଲେ ଏମିତି କେମିତି ସମ୍ଭବ ହେଲା । ନୀରଜି ତାଙ୍କ ପାଖରେ ଠିଆ ହୋଇଥିବା ବାବା ଙ୍କୁ ପ୍ରଶ୍ନ ପଚାରିବା ପୂର୍ବରୁ ସେ ଅନ୍ତରଧ୍ୟାନ ହୋଇ ଯାଇଥିଲେ ।
କିନ୍ତୁ ସ୍ଥାନୀୟ ଲୋକେ କହିଲେ ଆଜି ତୁମକୁ ଭଗବାନ ବଞ୍ଚାଇ ଦେଲେ ।ଆଉ ଏହା ଶୁଣିବା ପରେ ନୀରଜି ଭାବିଲେ ସାଧୁଙ୍କ ବେଶରେ କେବଳ ମହାଦେବ ଆସି ତାଙ୍କୁ ଦୁର୍ଘଟଣାରୁ ବଞ୍ଚି ପାରିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।