ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ବିଷୟରେ କିଛି ଭୟଙ୍କର ସତ୍ୟ, ଜାଣି ବିଶ୍ଵାସ ହେବନି : Video ଦେଖି ଉଡିବ ହୋସ

ଆପଣମାନେ ଇଚ୍ଛଧାରୀ ନା-ଗ ଓ ନା-ଗୁଣୀ ବିଷୟରେ ଶୁଣିଥିବେ କିମ୍ବା ଫିଲ୍ମ ଓ ସିରିଏଲ ଇତ୍ୟାଦିରେ ଦେଖିଥିବେ । ପ୍ରାଚୀନ ସଭ୍ୟତାରୁ ଆଜି ପର୍ଯ୍ୟନ୍ତ ଏହି ଇଚ୍ଛାଧାରୀ ସା-ପଙ୍କ ବିଷୟରେ ବହୁତ କାହାଣୀ ଅଛି । ଆଜି ଆମେ ଆପଣଙ୍କୁ ଏହି ଚମତ୍କାରୀ ସା-ପ ଅର୍ଥାତ ଇଚ୍ଛାଧାରୀ ନା-ଗ ନା-ଗୁଣୀର ପୁରା ରହସ୍ୟ ବିଷୟରେ କହିବୁ । କୁହାଯାଏ କି ପ୍ରାଚୀନ କାଳରେ ଗୋଟିଏ ଜଙ୍ଗଲରେ ନା-ଗ ଓ ନା-ଗୁଣୀ ଏକତ୍ରିତ ଖେଳୁ ଥିଲେ ।

ସେହି ସମୟରେ କିଛି ଶି-କା-ରୀଙ୍କ ନଜର ସେହି ନା-ଗ ଓ ନା-ଗୁଣୀ ଉପରେ ପଡିଲା ଓ ସେମାନେ ସେହି ନା-ଗ ଓ ନା-ଗୁଣୀ ଉପରେ ଆ-କ୍ର-ମ-ଣ କରି ଦେଲେ । ଯେଉଁ କାରଣରୁ ନା-ଗର ଜୀବନ ଚାଲି ଗଲା ଓ ନା-ଗୁଣୀ ଆ-ଘା-ତ ହୋଇଗଲା । ନା-ଗୁଣୀ ବହୁତ ଦୁଃ-ଖ ଓ କ-ଷ୍ଟ-ର ସାମ୍ନା କରିଲା । ନା-ଗୁଣୀ ଶିବଙ୍କ ତପସ୍ୟା କରିଲା ।

ଭଗବାନ ଶିବ ନା-ଗୁଣୀର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ କିଛି ଚମତ୍କାରୀ ଶ-କ୍ତି ପ୍ରଦାନ କରିଲେ । ଯେଉଁ ଶ-କ୍ତି ଦ୍ଵାରା ସେ ଯେତେବେଳେ ଚାହିଁବ ନିଜର ରୂପ ବଦଳି ପାରିବ ଓ ନିଜ ଶ-କ୍ତି ଦ୍ଵାରା ନିଜର ସୁରକ୍ଷା ପାଇଁ କାହାର ବି ଜୀବନ ନେଇ ପାରିବ । ସେହି ନା-ଗ ଓ ନା-ଗୁଣୀର ଯୋଡି କୋବରା ପ୍ରଜାତିର ଥିଲା । ସେହି ସମୟରୁ ଆଜି ପର୍ଯ୍ୟନ୍ତ କୋବରା ପ୍ରଜାତିର ସା-ପ ଯଦି ୧୦୦ ବର୍ଷ ଜୀବିତ ରହୁଛନ୍ତି ତେବେ ତାଙ୍କ ପାଖରେ ନା-ଗମଣି ଆସିଯିବ ।

ଯାହାର ଚମତ୍କାରୀ ଶ-କ୍ତି ଦ୍ଵାରା ସେମାନେ ଇଚ୍ଛାଧାରୀ ହୋଇ ଯାଆନ୍ତି । ଯଦି ଏହି ମଣି କାହାର ହାତରେ ଲାଗିଯିବ ତେବେ ସେ ସବୁବେଳେ ସୁସ୍ଥ ରହିଥାଏ । ତାହା ପାଖରେ ଟଙ୍କାର ଅଭାବ ରୁହେ ନାହିଁ ଓ ତାହାର ସମସ୍ତ ଇଚ୍ଛା ବି ପୁରା ହୋଇଥାଏ । ଏହି ନା-ଗମଣି କାରଣରୁ ସପେରାମାନେ ପ୍ରାଚୀନ କାଳରୁ ହିଁ ନା-ଗ ଓ ନା-ଗୁଣୀର ସନ୍ଧାନରେ ଥାନ୍ତି । ଇଚ୍ଛାଧାରୀ ନା-ଗ ଓ ନା-ଗୁଣୀ ବିଷୟରେ କେବଳ ଭାରତରେ ନୁହେଁ ବିଶ୍ଵର ଅନ୍ୟ ଦେଶର ଗ୍ରନ୍ଥ ଓ ପୁସ୍ତକରେ ବି ଶୁଣିବାକୁ ମିଳିଥାଏ ।

ଏହା ଛଡା ମହାଭାରତରେ ବି ଇଚ୍ଛାଧାରୀ ନା-ଗୁଣୀ ବିଷୟରେ ବି ଉଲ୍ଲେଖ କରାଯାଇଛି । ବହୁତ କମ ଲୋକମାନଙ୍କ ସାମ୍ନା ଏହିଭଳି ଇଚ୍ଛଧାରୀ ନା-ଗୁଣୀଙ୍କ ସହ ହୋଇଥାଏ । କିନ୍ତୁ ପ୍ରାୟତଃ ଲୋକମାନେ ଏହାକୁ କଳ୍ପନା ବୋଲି କୁହନ୍ତି । ଶାସ୍ତ୍ର ଅନୁସାରେ କୁହାଯାଏ କି ଯେତେବେଳେ ଏହି ସା-ପମାନଙ୍କ ସଂଖ୍ୟା ପୃଥିବୀ ଉପରେ ଅଧିକ ହୋଇଗଲା ତେବେ ବ୍ରହ୍ମା ସେହି ସମୟରେ ସା-ପମାନଙ୍କୁ ଆଦେଶ ଦେଇଥିଲେ କି ସେମାନେ ମାଟି ଭିତରକୁ ଚାଲି ଯାଆନ୍ତୁ ।

ସେହି ସମୟରୁ ଏହି ଇଚ୍ଛାଧାରୀ ନା-ଗ ଓ ନା-ଗୁଣୀ ପାତଳରେ ବାସ କରନ୍ତି । ଆପଣ କେତେକ ନା-ଗ ଓ ନା-ଗୁଣୀର କାହାଣୀ ମଧ୍ୟ ଶୁଣିଥିବେ । ଯାହାକି ବେଳେ ବେଳେ ସତ ପ୍ରମାଣିତ ହୋଇଛି ।

Leave a Reply

Your email address will not be published. Required fields are marked *