ଯେବେ ମା ଦୂର୍ଗା ବହୁତ ବଡ ଦୁର୍ଘଟଣାରୁ ବଞ୍ଚାଇଲେ ଗୋଟିଏ ଛୋଟ ପିଲାର ଜୀବନ, ତା ପରେ ଯାହା ହେଲା…..

କଣ ହେଲା ଯେତେବେଳେ ଗୋଟିଏ ବାଳକର କଲେ ମା ଦୂର୍ଗା ରକ୍ଷା । କେମିତି କଲେ ଆସନ୍ତୁ ଜାଣିବା । ଦିଲ୍ଲୀର ବଐସ୍ନୋ ପରିବାରର ଜଣେ ଦମ୍ପତି ରହୁଥିଲେ । ସେଇ ଦୁଇଜଣଙ୍କୁ କୌଣସି ସନ୍ତାନର ପ୍ରାପ୍ତି ହେଉ ନଥିଲା , ବହୁତ ମାନସିକ ଆଉ ଅଧିକ ଭଗବାନଙ୍କୁ ଡାକିଲା ପରେ ତାଙ୍କୁ ଗୋଟିଏ ସନ୍ତାନର ପ୍ରାପ୍ତି ହୋଇଥିଲା ।

ଆଉ ସନ୍ତାନ ପ୍ରାପ୍ତି ପରେ ବହୁତ ଖୁସି ଥିଲେ । ଦୁଇଜଣ ମା ଦୂର୍ଗାଙ୍କର ବହୁତ ବଡ ଭକ୍ତ ଥିଲେ । ଆଉ ସବୁ ନବରାତ୍ରିରେ ମା ଦୂର୍ଗାଙ୍କର ସ୍ଥାପନା କରୁଥିଲେ ଓ ବହୁତ ଭକ୍ତିର ସହିତ ମା ଦୂର୍ଗାଙ୍କର ବହୁତ ପୂଜା କରୁଥିଲେ । ସେଇ ଦୁଇଜଣ ମଧ୍ୟ ମା ଦୂର୍ଗାଙ୍କର ବହୁତ ପ୍ରକାର କାହାଣୀ ମଧ୍ୟ ଶୁଣାଉ ଥିଲେ ।

ଆଉ ମା ଦୂର୍ଗା କେଉଁ ପ୍ରକାରରେ ମା ରାକ୍ଷାଶଙ୍କ ବଧ କରୁଥିଲେ ଆଉ ସଂସାରରେ କେମିତି ଖରାପ ଜିନିଷର ଅନ୍ତ କରିଥିଲେ । କିଛିଦିନ ପରେ ତାଙ୍କର ପୁଅ ବଡ ହୋଇ ଆଠ ବର୍ଷର ହୋଇସାରିଥିଲା । ପରିବାର ଲୋକ ନିଶ୍ଚିତ କରିଲେକି କରୋଲି ଯାଇକି ମାର ଦର୍ଶନ କରିକି ଆସିବା । ତା ପରଦିନ କାର ନେଇକି ମାର ଧାମ ବାହାରିପଡିଲେ , ଦମ୍ପତି ଆଗ ସିଟରେ ବସିଥିଲେ ଆଉ ପିଲାଟି ପଛ ସିଟରେ ବସିଥିଲା । ବସି ବସି ପିଲାଟି ସୋଇପଡିଥିଲା । ଆଉ କେମିତି କେଜାଣି କାର ଡୋର ଖୋଲିଯାଇଥିଲା ଆଉ ପିଲାଟି କାରରୁ ତଳକୁ ଖସି ପଡିଥିଲା । ଗଳିବା ସମୟରେ ତାର ହାତ କାର ଡୋର ରେ ଅଟକି ଯାଇଥିଲା ।

ଚାଲୁଥିବା କାର ସହ ଲଟକି ଥିଲା । ଏହା ଦେଖିକି ମା ବାପା ଦୁଇଜଣ ଯାକ ବହୁତ ଡରିଯାଇଥିଲେ । ଯଦି ପିଲାଟି ପଡିଗଲା ତେବେ କଣ ହେବ ଜଣା ନହିଁ । କିନ୍ତୁ ସେ କାର ରୋକୀ ମଧ୍ୟ ପାରୁନଥିଲେ କାରଣ ତାଙ୍କ କାର ପଛରେ ଆଉ ମଧ୍ୟ ବହୁତ ବଡ ବଡ କାର ଥିଲା । କାର ରୋକିଥିଲେ ବହୁତ ଭୟାନକ ଦୁର୍ଘଟଣା ହୋଇଥାନ୍ତା । ତା ପରେ ଧୀରେ ଧୀରେ କାରକୁ ଧୀରେ ଧୀରେ ଗୋଟିଏ ସାଇଟକୁ ନେବାକୁ ଚେଷ୍ଟା କରୁଥିଲେ । କିଛି ସମୟ ପରେ କାରକୁ ସାଇଟକୁ ନେଇ ଯାଇଥିଲେ । ସେତେ ପର୍ଯ୍ୟନ୍ତ ପିଲାଟି ବାହାର ଆଡକୁ ଲଟକି ରହିଥିଲା । କାର ରଖୀ ମା ପିଲାଟିକି କୋଳରେ ଧରିଲା ଆଉ ପଚାରିଲା ତୁ ଠିକ ଅଛୁନା, ପିଲାଟି କହିଲା ମା ମୁଁ ଠିକ ଅଛି ।

ତାର ବାପା ପଚାରିଲେ ଏତେ ସମୟ ପର୍ଯ୍ୟନ୍ତ ବାହାରେ କେମିତି ଲଟକି ରହିଲୁ । ତୋତେ କଷ୍ଟ ଲାଗିଲାନି ପିଲାଟି କହିଲା ମୋତେ କୌଣସି କଷ୍ଟ ହେଉ ନଥିଲା । ପିଲାଟି କହିଲା ମୋତେ ଏମିତି ଲାଗିଲା କିଏ ମୋତେ କୋଳରେ ଧରିଥିଲା । ଏହା ସୂନୀ ମାତା ପିତା ଆଶ୍ଚର୍ଯ୍ୟ ହୋଇଥିଲେ । ତା ପରେ କହିଥିଲେ ଏହା ମା ଦୂର୍ଗାଙ୍କର ଚମତ୍କାର ଅଟେ । ଆମ ପିଲାର ରକ୍ଷା ମା ଦୂର୍ଗା କରିଛନ୍ତି । ବହୁତ ଶ୍ରଦ୍ଧାଭାବ ସହିତ କରୋଲି ଧାମ ପହଞ୍ଚି ଥିଲେ ମାତାଙ୍କ ଦର୍ଶନ କରି ମା ଙ୍କୁ ବହୁତ ଧନ୍ୟବାଦ ମଧ୍ୟ ଦେଇଥିଲେ । ଔ ଏହି ଘଟଣା ପରେ ଦୂର୍ଗାଙ୍କୁ ନେଇ ତାଙ୍କର ଆସ୍ଥା ଆହୁରି ବଢି ଯାଇଥିଲା ।

Leave a Reply

Your email address will not be published. Required fields are marked *