ଯେବେ ପବନରେ ଉଡିଲା ଏହି 6 Bollywood ହିରୋଇନ ମାନଙ୍କ Short ଡ୍ରେସ, ସମସ୍ତଙ୍କ ଆଗରେ ହେବାକୁ ପଡିଲା ଲଜ୍ଜିତ: ଦେଖନ୍ତୁ Video

ବଲିଉଡ ରେ ଥିବା ଭିନେତ୍ରୀ ମାନେ ଅନେକ କଥାକୁ ନେଇକି ଚର୍ଚା ରେ ଥାନ୍ତି । ସେମାନେ ଅନେକ ସମୟରେ ନିଜ ଚେହେରା ଓ ନୂଆ ଲୁକ ପାଇଁ ସବୁ ବେଳେ ମି-ଡି-ଆ ଆଗକୁ ଆସିଥାନ୍ତି ସେମାନେ ନିଜକୁ ଅଧିକ ବୋଲ୍ଡ କରିବା ପାଇଁ ଅନେକ ପ୍ରକାର ଡ୍ରେସ ପିନ୍ଧି ଥାନ୍ତି ସେମାନେ ନିଜକୁ ଅଧିକ ଆଟ୍ରାକଟିଭ ଦେଖା ଯିବା ପାଇଁ ସବୁ ବେଳେ ନିଜ ଉପରେ ଧ୍ୟାନ ଦିଅନ୍ତି । କେତେ ବେଳେ ଜିମ ତ କେତେବେଳ ରାସ୍ତାରେ ମଧ୍ୟ ସେମାନେ ନିଜ ଫ୍ୟାନ୍ସ ମାନଙ୍କୁ ନିଜର ପୋଜ ଦେବାରେ ପଛକୁ ଘୁଞ୍ଚି ନଥାନ୍ତି ।

ସେମାନେ ନିଜ ଉପରେ ଅଧିକ ରୁ ଅଧକ ଧ୍ୟାନ ଦେଇ ଥାନ୍ତି । ଏହି ଲାଇନ ରେ ଥିବା କିଛି ଅଭିନେତ୍ରୀ ମାନେ ଅଧିକ ଭାବେ ମେଣ୍ଟେନ କରି ରଖନ୍ତି । କିଛି ଅଭିନେତ୍ରୀ ମାନେ ନିଜ କୁ ଦେଖାଇ ହେବା ପାଇଁ ଭଲ ପାନ୍ତି ଓ କିଛି ଅଭିନେତ୍ରୀ ମାନେ ଅଧିକ ସୋ କରିବା ପାଇଁ ଭଲ ପାଇ ନଥାନ୍ତି ।

ଆଯୀ ଆମେ ଆପଣଙ୍କୁ କିଛି ଅଭିନେତ୍ରୀ ଙ୍କୁ ଦେଖାଇ ବୁ ଯେଉଁ ମାନେ ନ୍ନିଜ ଇଚ୍ଛା ଅନୁସାରେ ଡ୍ରେସ ପିନ୍ଧିକି କିଛି ଲାଜ୍ୟା ଜନକ ପରିସ୍ଥି ରେ ପଡିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଏହି ଅଭିନେତ୍ରୀ ମାନେ ଅନ୍ୟକୁ କପି କରିବା କଥାକୁ ନେଇକି ବେଳେ ଥଟାର ପାତ୍ର ହୁଅନ୍ତି ତ କେତେବେଳେ ସେମାନେ ନିଜର ଡ୍ରେସ ପାଇଁ ମଧ୍ୟ ଥଟାର ପାତ୍ର ହୁଅନ୍ତି । କିଛି ସମୟରେ ପବନରେ ଉଡି ଯାଉଥିବା ଡ୍ରେସ ପାଇଁ ମଧ୍ୟ ସେମାନେ ଅନେକ ଥର ଖରାପ ଓ ଲାଜ୍ୟା ଅନୁଭବ କରନ୍ତି ।

ପ୍ରଥମେ କୋବରା ସେଟ ସେ ନିଜର ଏକ ନୀଳ ରଙ୍ଗର କାନ୍ଧ ଖସା ଡ୍ରେସ ପିନ୍ଧିକି ସବୁ ଙ୍କ ଆଗରେ ନିଜର ପୋଜ ଦେଉଥିଲେ । ହଠାତ ପବନ ଆସିବା କାରଣରୁ ତାଙ୍କର ଡ୍ରେସ ଉଡି ଯାଇଥିଲା ଶେଠୀ ପାଇଁ ତାଙ୍କୁ ଅଧିକ ଥଟା ମଧ୍ୟ କରା ଯାଇଥିଲା । ଦ୍ଵିତୀୟ ରେ ଉର୍ବଶୀ ସେ ନିଜର ଏକ ଗ୍ରେ ରଙ୍ଗର ଟପ୍ସ ଓ ସ୍କଟ ପିନ୍ଧି ଏୟାର ପୋର୍ଟ ରେ ଦେଖା ଯାଇଥିଲେ ଏହି ସମୟରେ ତାଙ୍କ ଡ୍ରେସ ଉଡି ଯାଇଥିଲା ।

ଯାହା ପାଇଁ ସେ ଖୁବ ଲାଜ୍ୟା ଅନୁଭବ କରୁଥିଲେ । ଏହା ପରେ ନାମ ଆସେ କାଜୋଲ ଅର୍ଗବାଲ ଙ୍କର ସେ ଏକ ଶୁ-ଟି-ଙ୍ଗ ବେଳେ ହଠାତ ପବନରେ ତାଙ୍କର ଡ୍ରେସ ଉଡି ଯାଇଥିଲା । ଚତୁର୍ଥ ରେ ଶେଫାଳି ଆସନ୍ତି ମାଳଦୀପ ରେ ସେ ନିଜର ଛୁଟି ବିତଉଥିବା ବେଳେ ତାଙ୍କର ସ୍ଵାମୀ ଓ ସେ ନିଜର ଏକ ପୂଜ ରେ ଥିଲେ ଯେଉଁ ଥିଲେ ତାଙ୍କର ଡ୍ରେସ ଉଡି ଯାଇଥିଲା । ତାଙ୍କୁ ଏହା ପାଇଁ ଅନେକ ଟ୍ରୋଲ ହେବାର ଦେଖା ଯାଇଛି ।

ପଞ୍ଚମରେ ସିପ୍ଲା ସେ ନିଜର ଛୁଟି ବିତାଇବା ପାଇଁ ଯାଇଥିଲେ ଓ ସେଠାରେ ଅଧିକ ପବନ ହେତୁ ତାଙ୍କ ଡ୍ରେସ ଉଡି ଯାଇଥିଲା । ଏହା ଅପରେ ଶେଷରେ ଆସନ୍ତି ପ୍ରିୟାଙ୍କା ସେ ଅଧିକ ସମୟରେ ନିଜର ଡ୍ରେସ ପାଇଁ ସବୁ ବେଳେ ଖରାପ କାମେଣ୍ଟ ର ଶିକାର ହୋଇଛନ୍ତି ।

ଏହା ପରେ କାଇରା ସେ କବୀର ସିଂ ର ସଫଳତା ପାଇଁ ଏକ ପାର୍ଟି କୁ ଯାଉଥିବା ସମୟରେ କ୍ୟାମେରା ସାମନାରେ ଆସିଥିଲେ ସେ । ସେ ପୋଜ ଦେବା ପାଇଁ ପଛକୁ ବୁଲୁଥିବା ବେଳେ ତାଙ୍କର ଡ୍ରେସ ଉଡି ଯାଇଥିଲା ।

Leave a Reply

Your email address will not be published. Required fields are marked *