ଯେବେ ପ୍ରଥମଥର ଓଡିଶାର ଏହି ଜିଲ୍ଲାରେ ମିଳିଲା Golden Cobra , ତା ପରେ ଦେଖନ୍ତୁ Video କଣ ହେଲା

ଆମ ଦେଶରେ ଅନେକ ପ୍ରକାରର ବି-ଷ-ଧ-ର ସାପ ଦେଖିବାକୁ ମିଳିଥାଏ । ବିଶେଷ କରି ବର୍ଷା ଦିନରେ ସାପ ମାନଙ୍କର ପ୍ରାଦୁର୍ଭାବ ଅଧିକ ରହିଥାଏ । କିଛି ସାପ ଏମିତି ଅଛନ୍ତି ଯାହାର ବିଷରେ ବ୍ୟକ୍ତିର ମୃ-ତ୍ୟୁ ହେବା ସୁନିଶ୍ଚିନ୍ତ ଅଟେ । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ଓଡିଶାରେ ଭଦ୍ରକ ଜିଲ୍ଲା ରେ ପ୍ରଥମ ଥର ପାଇଁ ଗୋଲ୍ଡେନ କୋବ୍ରା ସାପ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ଜେନ ବ୍ୟକ୍ତିଙ୍କ ଘରେ ଗୋଲ୍ଡେନ କୋବ୍ରା ସାପ ଦେଖିବାକୁ ମିଳିଛି । ଯେତେବେଳେ ସେମାନେ ସାପକୁ ଘର ଭିତରେ ଦେଖିଲେ ତୁରନ୍ତ ସାପ ଧରାଳି ଙ୍କୁ ସୂଚନା ଦେଇଥିଲେ ।

ଭାରତରେ ଏହି ସାପକୁ ଇନସେପଟିକାଲ ସାପ କୁହାଯାଏ । ଏହାକୁ ନାଗ ଦେବତା ମଧ୍ୟ କୁହାଯାଏ ବୋଲି ସାପ ଧରାଳି ଜଣକ କହିଛନ୍ତି । ଏହାର ଚୋଟରେ ବ୍ୟକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ । ଯଦି କୌଣସି ବ୍ୟକ୍ତିକୁ ଏହି ଗୋଲ୍ଡେନ କୋବ୍ରା ସାପ ଚୋଟ ମାରିଥାଏ ତେବେ ତୁରନ୍ତ ସେହି ବ୍ୟକ୍ତିର ଚିକିତ୍ସା କରିବା ଉଚିତ । ସାପ ଧରାଳି ଜଣକ ବହୁତ ଚେଷ୍ଟା ପରେ କୋବ୍ରା ସାପ କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଯେତେବେଳେ ସାପଟିକୁ ଧରାଗଲା ସେହି ସମୟରେ ସେଠାରେ ଥିବା ଲୋକ ମାନକୁ ଦେଖି କୋବ୍ରା ସାପ ରାଗି କରି ଜୋରରେ ଫଣା ଟେକୁଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

କୋବ୍ରା ସାପର ଖାଦ୍ଯ ହେଉଛି ମୂଷା ଯାହାର ସନ୍ଧାନରେ ସେ ଘରେ ପ୍ରବେଶ କରିଥାଏ । ଗୋଲ୍ଡେନ କୋବ୍ରା ସାପ ଆମ ଦେଶରେ ଖୁବ କମ ଦେଖିବାକୁ ମିଳିଥାଏ । ତେଣୁ ଯଦି ଆପଣ ମାନେ କେବେ ବି ଘରେ ବା ଘର ବାହାରେ କୌଣସି ସାପ ଦେଖନ୍ତି ତେବେ ତୁରନ୍ତ ବନ୍ୟା ବିଭାଗ ବା ସାପ ଧରାଳି ଙ୍କୁ ସୂଚନା ଦିଅନ୍ତୁ । ଏହା ସହ ବର୍ତ୍ତମାନ ବର୍ଷା ଦିନ ଥିବା ଯୋଗୁ ନିଜ ଘରକୁ ସଫା ସୁତୁରା କରି ରଖନ୍ତୁ । କେବେ ବି ସାପ ଉପରେ ଆକ୍ରମଣ କରନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ହିଁ କ୍ଷତି ହୋଇଥାଏ । କେବେ ବି ଗୋଟେ ନିର୍ଜୀବ ପ୍ରାଣୀକୁ ମାରିବା ଉଚିତ ନୁହେଁ । ତେବେ ପ୍ରଥମ ଥର ପାଇଁ ଆମ ଓଡିଶାରେ ଗୋଲ୍ଡେନ କୋବ୍ରା ସାପ ଉଦ୍ଧାର କରା ଯାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମର ଲେଖା ଟି ଭଲ ଲଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *