ଯେବେ ସିଂହଟି ସାତ ବର୍ଷ ପରେ ତା ମାଷ୍ଟରକୁ ଦେଖିଲା! ତା ପରେ ଯାହା ହେଲା… ଦେଖନ୍ତୁ Video

କୁହାଯାଏକି କୁକୁର ମନୁଷ୍ୟର ସବୁଠୁ ଭଲ ସାଙ୍ଗ ହୋଇଥାଏ ଆଉ ବହୁତ ସତ ମଧ୍ୟ ଅଟେ । କୁକୁର ବହୁତ ଚାଲାକ ଓ ବିଶ୍ଵାସୀ ହୋଇଥାନ୍ତି ଓ ବହୁତ ସୁନ୍ଦର ଜୀବ ହୋଇଥାନ୍ତି । ଏମାନେ ଏକା ଏମିତି ପଶୁ ନୁହନ୍ତି ଯିଏ ଖାଲି ମାଲିକ ମାନଙ୍କର ହୃଦୟ ଜିତିଛନ୍ତି ।

ଏହି ଦୁନିଆ ପଶୁ ଓ ମାନବ ମଧ୍ୟରେ ଅଦଭୁତ, ଅନୋଖି, ଓ ଆଶ୍ଚର୍ଯ୍ୟ ସମ୍ପର୍କରେ ଭରା ରହିଛି । ଆସନ୍ତୁ ଏମିତି କିଛି ପଶୁଙ୍କ ବିଷୟରେ ଜାଣିବା ଯାହା ମଣିଷ ସହିତ ଏମିତି ସମ୍ପର୍କ ସ୍ଥାପନ କରିଛି ଏହା ଉଦାହରଣ ହୋଇକି ରହିଛି ।


ପେଟ କ୍ୟାମେନ :- ପୋଷା କୁମ୍ଭୀରକୁ ଦେଖିକି କେବେବି କେହି ଖୁସି ହୁଅନ୍ତି ନହିଁ । କିନ୍ତୁ ଜେନ ଜାପାନର ଲୋକ ୩୪ ବର୍ଷ ପୂର୍ବେ ଗୋଟିଏ ସ୍ଟ୍ରୀଟ ମାର୍କେଟରେ ଛୋଟ କୁମ୍ଭୀର କିଣିଥିଲେ । କ୍ୟାମେନକୁ ଦେଖି ସେ କେବେ ଭାବି ନଥିଲେକି ତାର ଲମ୍ବା ବଢିକି ସାତ ଫିଟ ଲମ୍ବା ହୋଇବ । ଆଉ ଓଜନରେ ଶହେ ପାଉଣ୍ଡରୁ ଅଧିକ ହେବ । ଶେଥି ପାଇଁ କ୍ୟାମେନକୁ ଘରେ ରଖିବାକୁ ସରକାରଙ୍କ ଅନୁମତି ନେବାକୁ ପଡିଥିଲା । କ୍ୟାମେନ ଦେଖିବାକୁ ବହୁତ ଭୟଙ୍କର ଥିଲା କିନ୍ତୁ ତାର ବ୍ଯବହାର ଗୋଟିଏ ପୋଷା କୁକୁର ଭଳି ଥିଲା ।


ଶିମ୍ବାଥ ପାଏଥନ :- ବୈଜ୍ଞାନିକଙ୍କ ଅନୁସାରେ ସାପର ଦିମାଗ ମଣିଷର ଭାବନା ଓ ତାକୁ ବୁଝିବା ଭଳି ବୁଦ୍ଧି ବହୁତ କମ ଥାଏ । ୧୨ ବର୍ଷର କମ୍ବୋଡିଆରେ ରହୁଥିବା ଶିମ୍ବାଥ ପୂର୍ବ ୧୧ ବର୍ଷରୁ କୁକୁର କି ବାଇଲ ସହିତ ରହି ନାହାନ୍ତି କାରଣ ତାଙ୍କର ସବୁଠୁ ଭଲ ସାଙ୍ଗ ଗୋଟିଏ ଷୋଳଫୁଟର ଅଜଗର ସହିତ ରହୁଛନ୍ତି । ଆଉ ତାର ନାମ ହେଉଛି କ୍ୟାମରନ । ତା ସହିତ ଦିନ ରାତି ରହିଛନ୍ତି । ଯେତେବେଳେ ସିମ୍ବଥର ମା ଗର୍ଭବତୀ ଥିଲେ ତରା ଆଗକୁ ଆସିବାର ଛୁଆର ରକ୍ଷା ଗୋଟିଏ ସାପ କରିବ ।

କିଛିଦିନ ପରେ ତାଙ୍କର ଛୁଆ ସୋଇଥିଲା ବେଳେ, ଛୁଆର ସେଯ ତଳେ ଗୋଟିଏ ଆଙ୍ଗୁଠି ଲମ୍ବର ସାପ ସୋଇଥିବା ଦେଖିଲେ ଆଉ ତାହା ଦେଖି ଡଋ ଯାଇ ସପଟିକୁ ବାହାରେ ଛାଡି ଦେଇ ଆସିଥିଲେ କିନ୍ତୁ ପୁଣି ଦୁଇ ସପ୍ତାହ ପରେ ସାପ ଫେରି ଆସିଥିଲା ତାଙ୍କ ପାଖକୁ । ଆଉ ସିମ୍ବଥର ମା ଏହାକୁ ଗୋଟିଏ ସଙ୍କେତ ରୂପରେ ନେଇଥିଲେ । ଏହା ଗୋଟିଏ ନାଗିନର ଯାଦୁଇ ଆତ୍ମା ଥିଲା । ତା ପରେ ନିସ୍ପତି ନେଇଥିଲେ ତାଙ୍କ ସହିତ ରଖିବାକୁ ।

ମୋୟୋ ଦ ଏଲିଫ୍ୟାଣ୍ଟ :- ହାତୀ କେବେ ଭୁଲିନଥାଏ ସେ ମଣିଷକୁ କେତେ ଭଲ ପାଇଥାଏ । ରକସି ଗୋଟିଏ ଆଫ୍ରିକାର ଗୋଟିଏ ହାତୀକୁ ଆଣି ରଖିଥିଲେ ଯେବେ ତାର ମାଲିକ ତାକୁ ଛାଡି ଦେଇଥିଲେ । ଆଉ ସେ ସମୟରେ ପାଣିରେ ଅଧା ଡୁବିଯାଇଥିଲା । ରକସି ତାର ଲାଳନ ପାଳନ କରି ତାର ନୂଆ ମା ବନିଥିଲେ । ଔ ମାୟୋ ମଧ୍ୟ ତାର ମା ମାଲିକଙ୍କୁ ବହୁତ ଭଲ ପାଉଛନ୍ତି ।


କିଆରା ଆଣ୍ଡ ଆଡ଼ୋଲ୍ଫ :- ବିଦେଶୀ ସରକାର ପଶୁ ମାନଙ୍କ ଉପରେ ପ୍ରତିବନ୍ଧକ ରଖିଲା ପରେ ୨୦୧୪ ରେ ମେକ୍ସିକୋ ରେ ଆଡ଼ୋଲଫ କରମ ନାମରେ ଜଣେ ବଡ ବିଲେଇ ମାନଙ୍କର ପୁନର୍ବାସ ଓ ତାଙ୍କୁ ବଞ୍ଚାଇବା ପାଇଁ ଗୋଟିଏ ସ୍ଟେପ ନେଇଥିଲେ । ଆଉ ଆଡଲ୍ଫୋ ତାଙ୍କ ରକ୍ଷଣା ବେକ୍ଷଣ ପାଇନନିଜର ଗୋଟିଏ ସେଞ୍ଚୁରୀ ଖୋଲି ଦେଇଥିଲେ । କିଆରା ତାଙ୍କ ମଧ୍ୟରୁ ଗୋଟିଏ ପଶୁ ଥିଲା । ଲାୟନ କିଂଙ୍ଗରେ ସେରଣୀ ଥିଲା । ଆଉ ସେ ତା ମାଲିକ ପ୍ରତି ବହୁତ ବିଶ୍ଵସ୍ତ ସାବ୍ୟସ୍ତ ହୋଇଥିଲା । ତାକୁ ଯେତେବେଳେ ବଞ୍ଚାଇ ଥିଲା ସେତେବେଳେ ସେ ବହୁତ ଛୋଟ ଥିଲା ।

ଆଡଲ୍ଫୋ କିଆରାକୁ ଏମିତି ପାଳିଥିଲା ଯେମିତି ସେ ତା ଝିଅ ଥିଲା । ଆଉ ବଡ ହେଲା ପରେ ତାକୁ ସେଞ୍ଚୁରୀରେ ରଖିବା ସମ୍ଭବ ନଥିଲା । ଶେଥି ପାଇଁ ତାକୁ ଅନ୍ୟ ଜାଗାକୁ ଯିବାକୁ ପଡିଥିଲା । ଆଉ ବହୁତ ଦିନ ଯାକ ସେ ଅଲଗା ଥିଲେ । ଆଡୋଲଫ ଛୁଆ ବେଳେ କିଆରା ପ୍ରତି ଯେଉଁ ଦୟା ଦେଖାଇ ଥିଲା ତାକୁ କଣ ଏବେ ମନେ ଥିବ । କିନ୍ତୁ ବହୁତ ଦିନ ପରେ କିଆରା ଯେବେ ତାର ମାଲିକକୁ ଦେଖିଥିଲା ତାକୁ ବହୁତ ଗେଲ୍ହା କରିବା ସହିତ କୁଣ୍ଢାଇ ଧରିଥିଲା । ଆଉ ଏତେ ଭଲ ପାଇବା ଦେଇଥିଲା ନିଜ ଛୁଆ ମଧ୍ୟ ଏମିତି ଦେବନି ।

Leave a Reply

Your email address will not be published. Required fields are marked *