Special Story: ନିଆଁ ଧରୁ ଧରୁ ହଠାତ୍‌ ଜୁଇରୁ ଉଠି ବସିଲା ଶ-ବ, ଆଉ ତାପରେ…

ମୃ-ତ୍ୟୁ ପରେ ଶ-ବ-କୁ ଚାରି ଜଣ କାନ୍ଧ ଦେଇ ମ-ଶା-ଣି-କୁ ନେଇଗଲେ । ଶ-ବ ପୋ-ଡି-ବା ପାଇଁ କାଠ ମଧ୍ୟ ଖ-ଞ୍ଜା ଗଲା । ସମସ୍ତ ନୀତି ନିୟମ ପରେ ଶ-ବ-କୁ ଅ-ଗ୍ନି ଦିଆଗଲା । କିନ୍ତୁ ଏହି ସମୟରେ ଛା-ତି ଥ-ରା-ଇ ଦେବା ବାଲା ଏକ ଘ-ଟ-ଣା ଘ-ଟି-ଲା । ଅର୍ଥାତ କାଠରେ ନି-ଆଁ ଧରୁ ଧରୁ ଜୁ-ଇ-ରୁ ହ-ଠା-ତ ଉଠି ବସିଲା ଶ-ବ ।

ଏହା ଦେଖି କିଛି ଲୋକମାନେ ଭ-ୟ-ଭୀ-ତ ହୋଇଗଲେ । କିନ୍ତୁ ସମ୍ପର୍କୀୟମାନେ ଜୁ-ଇ-ରୁ ଶ-ବ-କୁ ଓହ୍ଲାଇ ଆଣିବା ମାତ୍ରେ ହିଁ ସେ ମୃ-ତ ବ୍ୟକ୍ତି ଜଣକ ଅ-ଚେ-ତ ହୋଇଗଲା । ସେହି ବ୍ୟକ୍ତିକୁ ହ-ସ୍ପି-ଟା-ଲ ନିଆଗଲା । ସେଠି ପୁଣି ଡାକ୍ତର ସେହି ବ୍ୟକ୍ତିକୁ ମୃ-ତ ବୋଲି ଘୋଷଣା କରିଲେ । ଡାକ୍ତର କହିଲେ କି ବେଳେ ବେଳେ ଏହିଭଳି ମ-ଶା-ଣି-ରେ ଘଟିଥାଏ । କିନ୍ତୁ ବର୍ତ୍ତମାନ ଏହି ଘ-ଟ-ଣା ପୁରା ସୁକିନ୍ଦା ଅଞ୍ଚଳରେ ଚ-ର୍ଚ୍ଚା-ରେ ବିଷୟ ହୋଇଯାଇଛି ।

ମିଳିଥିବା ସୂ-ଚ-ନା ଅନୁସାରେ ସୁକିନ୍ଦା ଥା-ନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ବସିଆ ପ୍ରଧାନଙ୍କ ପୁଅ ନୀଳମଣି ପ୍ରଧାନ (୪୬) ଶନିବାର ଦିନ ଅତ୍ୟଧିକ ମ-ଦ ସେବନ କରିଥିଲେ । ଏହା ପରେ ସେ ଜଣେ ବ୍ୟକ୍ତିଙ୍କ ଘରର ପିଣ୍ଡାରେ ଶୋଇପଡିଲେ । ଦ୍ଵିପହର ୩ ଟା ପର୍ଯ୍ୟନ୍ତ ଯେତେବେଳେ ନୀଳମଣି ଉଠିଲେ ନାହିଁ ଓ ସେହି ସ୍ଥାନରେ ପ-ଡି ରହିଲେ ତେବେ କିଛି ଲୋକମାନେ ତାଙ୍କର ଘର ଲୋକମାନଙ୍କୁ ଖ-ବ-ର ଦେଲେ ।

ପରିବାର ଲୋକମାନେ ନୀଳମଣି ପ୍ରଧାନର ସ୍ୱା-ସ୍ଥ୍ୟ ଅ-ବ-ସ୍ଥା-କୁ ଦେଖି ତାକୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଗଲେ । ଯେଉଁଠି ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋ-ଷ-ଣା କରିଲେ । ଏହା ଶୁଣିବ ପରେ ପରିବାର ଲୋକମାନଙ୍କ ଗୋଡ ତଳେ ଯେମିତି ମା-ଟି ଖ-ସି ଗ-ଲା ଓ ସମସ୍ତେ ସେହି ସ୍ଥାନରେ ହିଁ କା-ନ୍ଦି-ବା ଆରମ୍ଭ କରିଦେଲେ । ଏହା ପରେ କିନ୍ତୁ ସେମାନେ ନୀଳମଣିକୁ ଗାଁକୁ ନେଇ ଆସିଲେ । ଅ-ନ୍ତି-ମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେଲା । କିନ୍ତୁ ମ-ଶା-ଣି-ରେ ଶ-ବ-କୁ ନେଇ ଜୁ-ଇ-ରେ ଦେଇ ଅ-ଗ୍ନି ସ୍ନା-ଯୋ-ଗ କରିବା ମାତ୍ରେ ହିଁ କିଛି ସମୟ ପରେ ନୀଳମଣି ଉଠି ବସିଲା ।

ଏହା ପରେ ନୀଳମଣିକୁ ଜୁ-ଇ-ରୁ ଓହ୍ଲାଇ ଆଣିଲେ । କିନ୍ତୁ ଏହି ସମୟରେ ନୀଳମଣି ପୁଣି ଅ-ଚେ-ତ ହୋଇଗଲେ । ପରିବାର ଲୋକମାନେ ପୁଣି ଥରେ ନୀଳମଣିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ । ସେଠି ଡାକ୍ତର ପୁଣିଥରେ ତାକୁ ମୃ-ତ ଘୋଷଣା କରିଲେ । କିନ୍ତୁ ପରିବାର ଲୋକମାନେ ପୁଣି ଥରେ ନୀଳମଣିଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ । ସେହି ସ୍ଥାନରେ ବି ଡାକ୍ତର ନୀଳମଣିଙ୍କୁ ମୃ-ତ କହିବା ପରେ ପରିବାର ଲୋକମାନେ ବିଶ୍ଵାସ କରିଲେ । କିନ୍ତୁ ପୋ-ସ୍ଟ-ମ-ର୍ଟେ-ମ ହେବା ପରେ ହିଁ ଶ-ବ ସ-ତ୍କା-ର କରାଯିବ ବୋଲି ପରିବାର ଲୋକମାନଙ୍କ ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *