ରଜକ୍ୱିନ୍ Showରେ ଓଡ଼ିଆ ଝିଅଙ୍କୁ ଅପମାନ ଦେଉଥିବା ଜଜ ମାନଙ୍କ ଧଜିଆ ଉଡ଼ାଇଲେ ସୁଲଗ୍ନା, କହିଲେ ଏ ବେହିଆ ଜଜମାନେ ହେଉଛନ୍ତି…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ରେ ନାନା ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ଟିଭି ପରଦା ଜରିଆରେ ପ୍ରସାରିତ ହୋଇଥାଏ । ବନ୍ଧୁଗଣ ବର୍ତ୍ତମାନ ଜି ଟିଭି ର ଏକ ରିୟାଲିଟି ସୋ “ରଜ କୁଇନ” ବେସ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ବନ୍ଧୁଗଣ ଏହି ରିଆଲିଟି ସୋ ରେ ଝିଅ ମାନଙ୍କୁ ଅଯଥାରେ ବିନା ମୂଲ୍ୟ ର ଏଣୁତେଣୁ ପ୍ରଶ୍ନ ପଚାରି ତାଙ୍କୁ ଅପମାନିତ କରାଯାଉଅଛି ।

ବନ୍ଧୁଗଣ ଏହାକୁ ନେଇ ବିଭିନ୍ନ ମାହଲରୁ ଅସନ୍ତୋଷ ପ୍ରକାଶ ପାଇଅଛି । ବନ୍ଧୁଗଣ ରଜ କୁଇନ ର ଜଜ ମାନଙ୍କର ଝିଅ ମାନଙ୍କୁ ଏଭଳି ଭାବେ ଅପମାନ କରୁଥିବା ର ଦେଖି ରଜ କୁଇନ ର ଜଜ ମାନଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରି ବର୍ଷିଛନ୍ତି, ଲେଖିକା “ସୁଲଗ୍ନା ମହାନ୍ତି” । ବନ୍ଧୁଗଣ ସୁଲଗ୍ନା ମହାନ୍ତି ନିଜର ଫେସବୁକ ଆକାଉଣ୍ଟ ରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ଏଥିରେ ସେ ଉଲ୍ଲେଖ କରିଛନ୍ତି, ଯେ, ରଜ କୁଇନ ତଥା ରଜ ସୁନ୍ଦରୀ ଏସବୁ କେବେ ଟିଭିରେ ମୁଁ ଦେଖି ନାହିଁ । ମାତ୍ର ବର୍ତ୍ତମାନ ସେହି ସବୁ ପ୍ରତିଯୋଗୀତା ମାନେ ବହୁତ ଟ୍ରୋଲ ହୋଇଥିବା ଭିଡିଓ ଫେସବୁକ ରେ ଦେଖିବାକୁ ମିଳୁଛି । “ସୁଲଗ୍ନା ମହାନ୍ତି” କହିଲେ ଯେ ସମସ୍ତେ ସେହି ସବୁ ଟ୍ରୋଲ ହୋଇଥିବା ଝିଅ ମାନଙ୍କ କଥା କହୁଛନ୍ତି, ଆଜି ମୁଁ ଟିକେ ସେ ଅସଭ୍ୟ ଜଜ ମାନଙ୍କ କଥା କହିବାକୁ ଯାଉଅଛି ।

ସେହି ଝିଅ ମାନଙ୍କ ମୁଣ୍ଡରେ ତ ଗୋବର ସାଦୃଶ୍ୟ ପରିପୂର୍ଣ୍ଣ ହୋଇ ରହିଛି । ପାଠଶାଠ ପଢୀ ମଧ୍ୟ ସେମାନେ ଦୁଇ କେ ଦଶ କହି ନିଜ ବିଦ୍ୟାଳୟ, ଗାଁ, ସ୍କୁଲ, କଲେଜ ତଥା ନିଜ ପରିବାର ଲୋକଙ୍କ ନାମ ପକାଉଛନ୍ତି ।  “ସୁଲଗ୍ନା ମହାନ୍ତି” ଆହୁରି ମଧ୍ୟ କହିଲେ, ଯେ ସେ ଗୋଟିଏ କଥା ଲକ୍ଷ କଲେ ଯେ, ଯଦି ଝିଅ ଟି ପ୍ରତିଯୋଗିତାରେ ସମସ୍ତ ପ୍ରଶ୍ନ ର ସଠିକ ଉତ୍ତର ଦେଇ ଦଉଛି ତେବେ, ଝିଅ ଟିକୁ ପ୍ରଶ୍ନ ପଚାରୁଥିବା ଜଜ ମାନଙ୍କ ମୁହଁ ସଂପୂର୍ଣ୍ଣ ଭାବେ ଶୁଖି ଯାଉଛି ।

ମାତ୍ର ଅସଭ୍ୟ ଜଜ ମାନେ ସେହି ଝିଅଟିକୁ ଟାର୍ଗେଟ କରି ଆହୁରି ଅଧିକ ପ୍ରଶ୍ନ ପଚାରି ଚାଲୁଛନ୍ତି, ଯେ ପର୍ଯ୍ୟନ୍ତ ସେହି ଝିଅଟି ଭୁଲ ଉତ୍ତର ନ ଦେଇଛି । ବନ୍ଧୁଗଣ “ସୁଲଗ୍ନା ମହାନ୍ତି” କହିଲେ ଜଜ ମାନଙ୍କୁ “ରଜ କୁଇନ” ପ୍ରତିଯୋଗୀତା ର ବିଚାରକ ଭାବେ ପରିଶ୍ରାମିକ ମିଳୁନାହିଁ ମାତ୍ର ତାଙ୍କୁ ପ୍ରତିଯୋଗୀତା ରେ ଭାଗ ନେଇଥିବା ଝିଅ ମାନଙ୍କର ବେଜତି ତଥା ଅପମାନ କରିବାକୁ ପାରିଶ୍ରାମିକ ମିଳୁଛି ।

ବନ୍ଧୁଗଣ ଲେଖିକା “ସୁଲଗ୍ନା ମହାନ୍ତି” ଆହୁରି ଅନେକ କଥା ନିଜ ଫେସବୁକ ଆକାଉଣ୍ଟ ରେ ଲେଖିଛନ୍ତି । ଏହାକୁ ନେଇ ଜନତା ମଧ୍ୟ ତାଙ୍କ ସହିତ ଅଛନ୍ତି ବୋଲି ପରିଲକ୍ଷିତ ହୋଇଅଛି । ରଜ କୁଇନ ପ୍ରତିଯୋଗୀତା ରେ ଅପମାନିତ କରାଉଥିବା ଜଜ ମାନଙ୍କ ବିରୁଦ୍ଧରେ ବର୍ତ୍ତମାନ ସ୍ଵୋର ଉଠିଛି । କାରଣ ଦର୍ଶକ ମୂର୍ଖ ନୁହଁନ୍ତି । ଟିଭି ମାଧ୍ୟମରେ ବହୁତ ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକି ଜଜ ମାନେ ଝିଅ ମାନଙ୍କୁ ନାନା ପ୍ରକାରର ପ୍ରଶ୍ନ ପଚାରି ଅପମାନିତ କରୁଛନ୍ତି । ବନ୍ଧୁଗଣ ଏହା କେତେକ ମାତ୍ରା ରେ ଉଚିତ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *