“ଜୀବନ ସାଥି” ସିରିୟଲ କଳାକାର ମାନଙ୍କର ଗୋଟେ ଦିନର ଦରମା କେତେ? ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, ଆପଣ ମାନେ ସମସ୍ତେ “ଜୀବନ ସାଥି” ସିରିୟଲ କୁ ନିଶ୍ଚିତ ଟିଭି ପରଦାରେ ଦେଖୁଥିବେ । ସାଧାରଣତ ଓଡିଶା ବାସୀ ମାନେ ଓଡିଆ ଚଳଚିତ୍ର ହେଉ କିଅବା ଓଡିଆ ଧାରାବାହିକ ହେଉ ଉଭୟକୁ  ବହୁତ ପସନ୍ଦ କରିଥାନ୍ତି ।

ନିଜ ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରୀ ମଧ୍ୟ ଅଲଗା ଅଲଗା ହୋଇଥାନ୍ତି । ବନ୍ଧୁଗଣ କେତେକ କଳାକାର ଗଣ ଅଛନ୍ତି ଯେଉଁ ମାନେ ଅତି ସହଜ ତଥା ସରଳ ଭାବରେ ଦର୍ଶକ ମାନଙ୍କ ହ୍ରୁଦୟକୁ ଜିଟି ନିଅନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଜୀବନ ସାଥି ସିରିୟଲର ଅଭିନୟ କରୁଥିବା କଳାକାର ଙ୍କ ଦରମା ସମ୍ବନ୍ଧରେ ଏକ ଛୋଟ ବିବରଣୀ ଦେବାକୁ ଯାଉଅଛୁ । ଆସନ୍ତୁ ଜାଣିବା ସେମାନଙ୍କ ସମ୍ବନ୍ଧରେ ।

୧୦- ଛାୟା;- ଏହି ଧାରାବାହିକ ରେ ଭକ୍ତି ଙ୍କ ଜା’ ଭୂମିକାରେ ଅଭିନୟ କରୁଛନ୍ତି । ଛାୟା ଙ୍କର ଦୈନିକ ଦରମା ୪,୦୦୦ ଟଙ୍କା ରହିଅଛି ।

୯- ସତିଶ;- ଏହି ଧାରାବାହିକ ରେ ଆଦି ଙ୍କ ଭେଣୋଇ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କର ଦୈନିକ ଅଭିନୟ ର ଦରମା ୩,୫୦୦ ଅଟେ ।

୮- ରୂପା;- ଏହି ସିରିୟଲ ରେ ରୂପା ଆଦିଙ୍କ ଗାର୍ଲଫ୍ରେଣ୍ଡ ଭାବରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ର ଅଭିନୟ କରିବା ପାଇଁ ୨,୦୦୦ ଟଙ୍କା ନେଇଥାନ୍ତି ।

୭- ଭୈରବୀ;- ବନ୍ଧୁଗଣ ଏହି ଧାରାବାହିକ ରେ ଆଦି ଙ୍କ ଖୁଡୀ ଙ୍କ ଭାବେ ଅଭିନୟ କରୁଛନ୍ତି । ତାଙ୍କର ଦୈନିକ ଅଭିନୟ ଦରମା ୫,୦୦୦ ଟଙ୍କା ଅଟେ ।

୬- ଏଲି;- ଏହି ଧାରାବାହିକ ରେ ଆଦି ଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଗୋଟେ ଦିନର ଅଭିନୟ କରିବା ପାଇଁ  ୩,୫୦୦ଟଙ୍କା ନେଇଥାନ୍ତି ।

୫-ଅମୂ;- ଏହି ସିରିୟଲ ରେ ଆଦି ଙ୍କର ଦାଦା ଙ୍କ ଭୂମିକାରେ ଅଭିନୟ କରନ୍ତି । ତାଙ୍କର ଦୈନିକ ଅଭିନୟ କରିବାର ଦରମା ୩,୦୦୦ ଟଙ୍କା ଅଟେ ।

୪- ଆଦି ଙ୍କ ବାପା;- ବନ୍ଧୁଗଣ ଏହି ଧାରାବାହିକ ଆଦିଙ୍କ ବାପା ଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାର ଗୋଟେ ଦିନର ଶୁଟିଙ୍ଗ ପାଇଁ ୩,୫୦୦ ଟଙ୍କା ନେଇଥାନ୍ତି ।

୩- ମାୟା;- ବନ୍ଧୁଗଣ ମାୟା ଗୋଟେ ଦିନର ଶୁଟିଙ୍ଗ ପାଇଁ ୩,୦୦୦ଟଙ୍କା ନେଇଥାନ୍ତି।

୨- ଆଦି;- ବନ୍ଧୁଗଣ ଏହି ସିରିୟଲ ରେ ମୁଖ୍ୟ ଭୂମିକା ଭାବେ ଅଭିନୟ କରନ୍ତି । ତାଙ୍କର ଗୋଟିଏ ଦିନର ଅଭିନୟ କରିବା ପାଇଁ ୭,୦୦୦ ଟଙ୍କା ଦରମା ରହିଥାଏ ।

୧- ଭକ୍ତି;- ବନ୍ଧୁଗଣ ଭକ୍ତି ଏହି ଧାରାବାହିକା ରେ ମୁଖ୍ୟ ଭୂମିକା ରୂପେ ଅଭିନୟ କରୁଛନ୍ତି । ଏଥିପାଇଁ ସେ ଗୋଟିଏ ଦିନର ଅଭିନୟ କରିବା ପାଇଁ ୯,୦୦୦ ଟଙ୍କା ଦରମା ନେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ସମ୍ବନ୍ଧରେ ଜାନି ଭଲ ଲାଗିଥିଲେ, କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *