ଦେଖନ୍ତୁ ଜେଜେଙ୍କ ସହ Babushan ଙ୍କ କୁନି ପୁଅ କିପରି କରୁଛନ୍ତି ମସ୍ତି, ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । କିଛି କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଯେଉଁ କଳକର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେମାନେ ନିଜର ମ୍ୟାରେଜ ଲାଇଫକୁ ନେଇ ବେସ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବାବୁସାନ ମହାନ୍ତିଙ୍କ ପୁଅ ସହ ତାଙ୍କ ବାପା ଉତ୍ତମ ମହାନ୍ତି କିପରି ସମୟ ଅତିବାହିତ କରୁଛନ୍ତି ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଡିଆ ଜଗତର ଚକଲେଟ ହିରୋ ବାବୁସାନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର କାମେଡି ଓ ଆକ୍ସନ ଚରିତ୍ର ପାଇଁ ଖୁବ ଲୋକପ୍ରିୟ ଅଟନ୍ତି । ସେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ତାଙ୍କର ଗତ କିଛି ଦିନ ତଳେ ଗୋଟେ ପୁତ୍ର ସନ୍ତାନ ହୋଇଛି । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥିଲେ । ତେବେ ଏହି ଭିଡିଓ ରେ ଆପଣ ମାନେ ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି ନିଜ ନାତି ସହ ଖେଳିବାର ଦୃଶ୍ୟ ଦେଖି ପାରିବେ ।

ଜେଜେ ନିଜ ନାତିକୁ କିପରି କୋଳରେ ଧରି ଗେଲ କରୁଛନ୍ତି ତାହା ଏହି ଭିଡିଓ ରେ ସ୍ପଷ୍ଟ ଜଣା ପଡୁଛି । ନିଜ ନାଟିକୁ କୋଳରେ ଧରି ଉତ୍ତମ ମହାନ୍ତି ବେଶ ଖୁସି ପ୍ରକାଶ କରିଛନ୍ତି । ତେବେ ଅନେକ ସମୟ ଧରି ଜେଜେ ନାତି ପରସ୍ପର ସହ ସମୟ ଅତିବାହିତ କରିବାର ନଜର ଆସୁଛନ୍ତି ।

ଉତ୍ତମ ମହାନ୍ତି ନିଜ ନାତି ସହ ବହୁତ ମଜାମସ୍ତି କରୁଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ପୁଅ ବାବୁସାନ ତାଙ୍କ ବାପାଙ୍କୁ ନାତିକୁ ଆଣି ଦେବାର ଏହି ଭିଡିଓ ରେ ନଜର ଆସୁଛି । ତେବେ ଜେଜେ ନାତି ପରସ୍ପର ସହ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତେବେ ଉତ୍ତମ ମହାନ୍ତି ଓଡିଆ ଜଗତର ଜଣେ ଜଣାଶୁଣା ଅଭିନେତା ଭାବେ ପରିଚିତ ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ ।

ନିଜ ପୁଅ ସହ ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ବେଶ ହସ ଖୁସିରେ ସମୟ ଅତିବାହିତ କରିବାର ନଜର ଆସୁଛନ୍ତି । ଏମିତିକି ଜେଜେ ମା ଅପରାଜିତା ମହାନ୍ତି ମଧ୍ୟ ନିଜ ନାତି ହେବା ନେଇ ବେଶ ଖୁସି ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଉତ୍ତମ ମହାନ୍ତିଙ୍କ ତାଙ୍କ ନାତି ସହ ଖେଳିବାର ଦୃଶ୍ୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *