ଯେତେ ପୁରୁଣା ଚର୍ବି ହେଉ ନା କାହିଁକି, ମାତ୍ର 7 ଦିନ ପିୟନ୍ତୁ ଏହାର 14 କପ, ଦେଖିବେ ବରଫ ପରି ତରଳିଯିବ ପେଟର ଚର୍ବି- Health Tips

ଆଜିକାଲି ମେଦ ବହୁଳତା ଏକ ବଡ ସମୟାସ୍ୟା ଭାବେ ଦେଖା ଯାଉଛି । ଏହାର କାରଣ ଜୀବନ ଶୈଳୀ ଓ ଖାଦ୍ୟପେୟ ର ଅନିୟମିତତା ଯାହା ଦ୍ଵାରା ମୋଟାପଣ ବଡ ସମସ୍ୟା ଭାବେ ଦେଖା ଯାଉଛି । କିନ୍ତୁ ଯଦି ଆମେ ନିୟମିତ ଭାବରେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିବା ସହ ଆଉ ଏକ ଉପଚାର ଆପଣେଇବେ ତେବେ ବହୁତ ଦିନରୁ ରହିଥିବା ଚର୍ବି ବହୁତ ଜଲ୍ଦି ଘିଅ ପରି ତରଳି ଯିବ । ଏହି ରେମେଡି ବହୁତ ଚମତ୍କାର ଓ ସହଜ ଅଟେ ଯାହା ପାଇଁ କୌଣସି ସ୍ପେଶାଲ ସାମଗ୍ରୀର ଦରକାର ନାହି ।

ଏହି ସବୁ ସାମଗ୍ରୀ ସହଜରେ ଘରେ ମିଳିଯିବ ତେବେ ଆସନ୍ତୁ ଜାଣିବା ସେହି ଉପଚାର ପ୍ରସ୍ତୁତି ବିଷୟରେ । ଏଥିପାଇଁ ଆବଶ୍ୟକ ରହିଛି ଗୋଲମରୀଚ ଯାହା ମସାଲା ଭାବେ ବ୍ୟବହାର କରାଯାଏ । ଏହାର କାମ ହେଉଛି ହଜମ କ୍ରିୟା କରିବା । ଯେଉଁ ମାନଙ୍କର ମେଦ ବହୁଳତା ରହିଛି ସେମାନଙ୍କର ହଜମ କ୍ରିୟା ନ ହେବାରୁ ଏହି ସମସ୍ଯା ଦେଖାଯାଏ ।

କୋଲେଷ୍ଟର, ଡାଇବେଟିସ ଭଳି ରୋଗକୁ ଦୂର କରିବାରେ ଗୋଲମରୀଚ ସହାୟକ ହୋଇଥାଏ । ଏଥିପାଇଁ ୬ଟି ଦାନା ଗୋଲମରୀଚ ଦରକାର । ଏହା ପରେ ଦରକାର କଞ୍ଚା ହଳଦୀ ଯାହା ଔଷଧୀୟ ଗୁଣରେ ଭରପୁର ଅଟେ । ଯଦି ଇନଫେକଶନ ହୋଇଥାଏ ତେବେ ହଳଦି ଏହା ଦୂର କରିଥାଏ ।

ମୋଟାପା କମ କରିବାରେ ହଳଦୀ ଖଣ୍ଡ ବହୁତ ଗୁରୁତତ୍ଵପୂର୍ଣ୍ଣ ଅଟେ । ଏହା ପରେ ଦରକାର ହେବ ଭୃଶୁଙ୍ଗ ପତ୍ର ଯାହା ହଜମ କ୍ରିୟା ବଢାଇଥାଏ । ଦେହ ଭିତରେ ଥିବା କୋଲେଷ୍ଟର, ଡାଇବେଟିସ ଦୂର କରିଥାଏ । ବାର୍ଦ୍ଧକ୍ୟ ଦୂର କରିବାରେ ଭୃଶୁଙ୍ଗ ପତ୍ର ସାହାଜ୍ଯ କରିଥାଏ । ଲିଭର ଓ ରକ୍ତ ସଂଚାଳନ ଠିକ ଭାବେ କରିବାରେ ଏହା ସହାୟକ ହୋଇଥାଏ । ଏଥିପାଇଁ ଏକ ଗ୍ଳାସ ପାଣି ନିଅନ୍ତୁ ।

ଏହା ପରେ ଭ୍ରୂସଙ୍ଗ ପତ୍ର ନେଇ ଏହାକୁ ଧୋଇ ପାଣିରେ ପକାନ୍ତୁ । ଏହା ପରେ ଛୋଟ ଖଣ୍ଡ ହଳଦୀ ଛେଚି କି ପକାନ୍ତୁ । ଏହା ପରେ ପାଣିରେ ଗୋଲମରିଚକୁ ଗୁଣ୍ଡ କରି ପାଣିରେ ପକାନ୍ତୁ । ଏହି ପାଣିକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ । ସ୍ଵାଦ ବୃଦ୍ଧି କରିବା ପାଇଁ ମହୁ ବା ଗୁଡ ଆଡ କରିପାରିବେ । ଏକ ଗ୍ଳାସ ପାଣି ଅଧ ଗ୍ଳାସ ହେବା ଯାଏଁ ଏହାକୁ ଫୁଟାନ୍ତୁ ।

ଯେମିତି ଏହି ୩ଟି ସାମଗ୍ରୀର ସବୁ ପୋଷାକ ତତ୍ତ୍ଵ ପାଣିରେ ଭଲ ଭାବେ ମିଶ୍ରଣ ହେବ । ଏହି ପାଣି ଭଲ ଭାବେ ଫୁଟିବା ପରେ ଏହାକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ । ଏହାକୁ ସକାଳୁ ଖାଲି ପେଟରେ ଓ ରାତି ରେ ଖାଇବା ପୂର୍ବରୁ ବା ଖାଇବାର ଏକ ଘଣ୍ଟା ପରେ ଏହି ଚାହା ସେବନ କରିପାରିବେ ।

ଦେଖିବେ ବହୁତ ଜଲ୍ଦି ଚର୍ବି ତରଳିବାରେ ଲାଗିବ । ଏହା ସ୍କିନକୁ ମଧ୍ୟ ଭଲ ରଖିବ । ଏହା ସହ ହେୟାର ମଧ୍ୟ ଷ୍ଟ୍ରଙ୍ଗ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *