ଯେତେ ପୁରୁଣା ମେଦବହୁଳତା ହେଉନା କାହିଁକି, ଏହି ପାଣିକୁ ୩ ଥର ପିଅନ୍ତୁ, ପେଟ, ଜଙ୍ଘ, ଅଣ୍ଟା ଚର୍ବିକୁ ଲହୁଣୀ ପରି ତରଳାଇ ଦେବ

ଆଜି ଆମେ ଯେଉଁ ସମସ୍ଯା ବିଷୟରେ କହିବାକୁ ଯାଉଛୁ ତାହା ବହୁତ ସାମାନ୍ଯ ଅଟେ ଏବଂ ପ୍ରତି ୩ଟି ଲୋକଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ, ଆଜି ଆମେ ମୋଟାପା ବିଷୟରେ କହିବାକୁ ଯାଉଛୁ ମୋଟା ହବା ଦ୍ଵାରା ଲୋକଙ୍କ କେତେ ସମସ୍ଯା ବଢିଥାଏ ଏବଂ ଏହାକୁ କମ କରିବା ପାଇଁ ମଧ୍ୟ ଲୋକ କେତେ ପ୍ରକାର ପ୍ରୟାସ କରନ୍ତି, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ନା କେବଳ ଆପଣଙ୍କ ପେଟ କମିବ ତେବେ ଜଙ୍ଘ, ଅଣ୍ଟା ଏବଂ ଅନ୍ୟ ଚର୍ବି ମଧ୍ୟ କମିଯିବ, ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

Image Courtesy: Google

ଆମେ ଆପଣଙ୍କୁ ଯେଉଁ ପାଣି ବିଷୟରେ କହିବାକୁ ଯାଉଛୁ ତାହା କୌଣସି ରୋଗୀ ମଧ୍ୟ ସେବନ କରି ପାରିବେ ସେ ବିପି ରୋଗୀ ହୁଅନ୍ତୁ ବା ଡାଇବେଟିଜ ତେବେ ମା ଯାହାର ଏବେ ପ୍ରସବ ହୋଇଛି ସେ ମଧ୍ୟ ନିଜ ପେଟ କମ କରିବା ପାଇଁ ଏହାର ସେବନ କରି ପାରନ୍ତି ଏହାର କିଛି ସାଇଡ ଇଫେକ୍ଟ ନଥାଏ ଯାହା ତାଙ୍କ ବା ତାଙ୍କ ସ୍ୱାସ୍ଥ୍ୟ ଖରାପ କରି ପାରେ ତେବେ ଆସନ୍ତୁ ଏହାକୁ ବନେଇବା ବିଧି ବିଷୟରେ ବିସ୍ତାର ସହ ଜାଣିବା ।

Image Courtesy: Google

ଗୋଟେ ଲିଟର ପାଣି ଗରମ କରିବା ପାଇଁ ଷ୍ଟୋବରେ ବଶାନ୍ତୁ ଏହା ପରେ ୩ଟି ତେଜ ପତ୍ର ଏଥିରେ ପକାନ୍ତୁ, ପ୍ରାୟତଃ ଲୋକ ତର୍କାରୀ ବା ବିରିଆନୀରେ ଏହାର ବ୍ୟବହାର କରନ୍ତି କିନ୍ତୁ ତେଜ ପତ୍ର ଆପଣଙ୍କ ଶରୀର ମେଟାବୋଲିଜିମ ବଢେଇଥାଏ ଏବଂ

Image Courtesy: Google

ଏଥିରେ ବହୁତ ପ୍ରକାର ପୋଷ୍ଟିକ ତତ୍ଵ ମଧ୍ୟ ଥାଏ, ଯେମିତିକି କେଲ୍ସିଅମ, ଜିଙ୍କ, କପର ଏବଂ ଅନ୍ୟାନ୍ୟ କେତେ ପ୍ରକାର ବିଟାମିନ ତେଜ ପତ୍ରରେ ପାୟାଯାଇଥାଏ । ଏହା ପରେ ଡାଲଚିନି ପକାନ୍ତି ଆପଣ ଏହା ବହୁତ ଭଲ ଭାବରେ ଜାଣିଛନ୍ତି ଯେ ଡାଲଚିନି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଏବଂ ଗୁଣ କାରୀ ହୋଇଥାଏ । ଆପଣଙ୍କୁ ଏହି ମିଶ୍ରଣ ଦିନରେ ୩ଥର ସେବନ କରିବାର ଅଛି ସାକାଳେ ଖାଲି ପେଟରେ ଥରେ, ଏହା ପରେ ଦୁଇପହରରେ ଖାଇବା ଅଧ ଘଣ୍ଟା ପରେ ଏବଂ ରାତିରେ ଖାଇବାର ଅଧ ଗନ୍ତା ପରେ

Image Courtesy: Google

ତେବେ ଡାଲଚିନି ପରେ ଏଥିରେ ଗୋଟେ ବଡ ଗୁଜୁରାତି ପକାନ୍ତୁ ଓ ଏହା ପରେ ଗୋଟେ ଚାମଚ ଜୀରା ପକାନ୍ତୁ ସବୁ ଜିନିଷ ପକେଇଲା ପରେ ଏହାକୁ ୧୫ ମିନିଟ ପାଇଁ ଫୁଟିବା ପାଇଁ ଛାଡି ଦିଅନ୍ତୁ ୧୫ ମିନିଟ ପରେ ଆପଣଙ୍କ ମିଶ୍ରଣ ରେଡି ଅଛି ଏହାକୁ ଛାଣ୍ଡି ଗୋଟେ ଜାଗାରେ ରଖି ନିଅନ୍ତୁ ଏହା ପରେ ଦିନ ସାରା ବ୍ୟବହାର କରନ୍ତୁ ୩ ସପ୍ତାହରେ ଆପଣଙ୍କ ଓଜନ ୩ରୁ ୪ କେଜି କମିଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *