ଏମିତି ଲୋକ ବହୁତ ପରିଶ୍ରମ କଲା ପରେ ମଧ୍ୟ କେବେ ଧନୀ ହୋଇ ପାରନ୍ତି ନାହିଁ !

ଭାରତ ରେ ପ୍ରାୟତଃ ସମସ୍ତଙ୍କ ଘରେ ରାମାୟଣ ବହି ଦେଖିବାକୁ ମିଳିଥାଏ, କାହିଁକିନା ରାମଚରିତମାନସ ହିନ୍ଦୁମାନଙ୍କ ସବୁ ଠାରୁ ପବିତ୍ର ଗ୍ରନ୍ଥ ଅଟେ । ସେଥିପାଇଁ ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ପ୍ରତି ଦିନ ଗୋଟେ ପାଠ ଯାହା ହେଲେ ପଢନ୍ତି ଏବଂ ନିଜ ଜୀବନ ରେ କରି ଥିବା ଜଣା ଅଜଣା ପାପ ପାଇଁ ଭୁଲ ମାଗି ଥାନ୍ତି । ରାମାୟଣ ରେ ବହୁତ ପ୍ରକାର କଥା କୁହା ଯାଇଛି ଯାହା କଲେ ଆପଣ ନିଜ ଜୀବନକୁ ସୁଖମୟ କରି ପାରିବେ ।

ତେବେ ରାମଚରିତମାନସ କଥାର ନିଜର ଗୋଟେ ମହତ୍ଵ ଅଟେ । କିନ୍ତୁ କେତେକ ଜିନିଷ ଏମିତି ଲେଖା ଯାଇଛି ଯାହା ଆପଣଙ୍କ ସାମାନ୍ୟ ଜୀବନ ଉପରେ ପ୍ରଭାବ ପକାଇ ଥାଏ ।

ରାମଚରିତମାନସ ରେ ଏମିତି କେତେକ କଥା କୁହା ଯାଇଛି ଯାହା ଅନୁଯାଇ ଯଦି ଆପଣ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି,ତେବେ ବି ଆପଣଙ୍କ ପାଖରେ ଧନ ରହିବ ନାହିଁ । ରାମଚରିତମାନସ ଅନୁଯାଇ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ ଏବଂ ନିଜକୁ ଅନ୍ୟ ଠାରୁ ଭଲ ଭାବନ୍ତି ତାଙ୍କ ପାଖେରେ ସବୁବେଳେ ଧନ ଅଭାବ ହୋଇ ଥାଏ ।

ଏମିତି ଲୋକ ନିଜ ଗର୍ବ ପାଇଁ କାହା ସହ ମିଳା ମିଶା କରି ପାରନ୍ତି ନାହିଁ, ଏହା ଛଡା ଚାକିରି କରୁଥିବା ଲୋକଙ୍କ ପାଖେରେ ମଧ୍ୟ ଧନ ଅଭାବ ହୋଇ ଥାଏ, ଏମିତି ଲୋକ ଚାହିଁଲେ ମଧ୍ୟ ନିଜ ଇଛା ଅନୁଯାଇ କିଛି ପ୍ରାପ୍ତ କରନ୍ତି ନାହିଁ ବହୁତ ଲୋକ ନିଜ ଇଛା ଅନୁଯାଇ ସପନ ପୂର୍ଣ କରି ପାନ୍ତି ନାହିଁ । ଏହା ସହ ବହୁତ ଚାକିରିୟା ଲୋକ ଏମିତି ମଧ୍ୟ ଥାନ୍ତି ଯିଏ ସମୟ ସହ ଧନ ଅର୍ଜନ କରି ନିଅନ୍ତି କିନ୍ତୁ ଭବିଷ୍ୟତ ରେ ଏହାକୁ ବଞ୍ଚେଇ ରାଖୀ ପାରନ୍ତି ନାହିଁ ।

ଏହା ଛଡା ଯେଉଁ ଲୋକ ଦରକାର ଠାରୁ ଅଧିକ ନିଶା କରନ୍ତି, ତାଙ୍କ ପାଖରେ ମଧ୍ୟ ଧନ ଅଭାବ ହୋଇ ଥାଏ । ଏମିତି ଲୋକଙ୍କ ପୁରା ଧନ ନିଶା ଜିନିଷ ରେ ଖର୍ଚ ହୋଇ ଥାଏ, ଏହା ବହୁତ କାରଣ ଯାହା ପାଇଁ ନିଶା କରୁଥିବା ଲୋକ କେବେ ଧନୀ ହୋଇ ପାରନ୍ତି ନାହିଁ କାହିଁକିନା ତାଙ୍କ ସମ୍ପୂର୍ଣ ଧନ ନିଶା ଜିନିଷ ରେ ଖର୍ଚ ହୋଇ ଥାଏ । ଏହି ଭଳି ଲୋକ ତାଙ୍କ ଜୀବନରେ ଧନ ସୁଖ କେବେ ପାନ୍ତି ନାହିଁ ଏବଂ ପାଇଲେ ମଧ୍ୟ ଧନ ଲାଭ ଉଠେଇ ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *