ଯେତେବି ମତିଷ୍କ ଉପରେ ଜୋର ଦିଅ, ଏହି ଫଟୋରେ ଲୁଚିଥିବା ଚିତାକୁ ଖୋଜି ପାରିବେ ନାହିଁ ଆପଣ- ୯୯%ଲୋକ ହେଇଛନ୍ତି ଫେଲ

ଆପଣ ପିଲାଦିନେ କେତେ ଥର ଅସୁବିଧାର ସମାଧାନ କରିଥିବେ କିନ୍ତୁ ବଡ ହେବା ହେବା ପରେ ଯେମିତି ଏହି ସବୁ ଆଦତ ଯେମିତି ହଜି ଯାଇଛି । ଆଜି ଆମେ ଆପଣଙ୍କୁ ପିଲାଦିନକୁ ମନେ ପକାଇଦେବୁ ତାହେଲେ ଆପଣଙ୍କୁ କେମିତି ଲାଗିବ । ଶୁଣି ଖୁସି ହୋଇଗଲ ନା ଏହା ସତ ଅଟେ ଆଜି ଗୋଟେ ଥର ପୁଣି କିଛି ସମୟ ପାଇଁ ଆମେ ଆପଣଙ୍କୁ ପିଲାଦିନକୁ ନେଇଯାଉଛୁ ।

ଆପଣ କେତେ ଥର ବହୁତ ଯାନୁଆରଙ୍କୁ ଏଠି ଶେଠୀ ବୁଲିବାର ଦେଖିଥିବେ କିନ୍ତୁ ଆଜି ଯେଉଁ ଫଟୋ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ,ଯଦି ସାହାସ ଅଛି ତାହେଲେ ସେଥିରୁ କୌଣସି ଯାନୁଆରକୁ ଖୋଜି ଦେଖାଅ ।

ଆଜି ସୋସିଆଲ ମିଡିଆରେ ଏକ ଫଟୋ ଦ୍ରୁତ ଗତିରେ ଭାଇରାଲ ହେଉଛି । ଯେଉଁଥିରେ ଗୋଟିଏ ଚିତା ଏମିତି ଲୁଚିଛି କି ତାର ଲୁଚିବାର କଳା ଦେଖି ସମସ୍ତେ ଆଶ୍ଚଜ୍ୟ ହୋଇଯାଇଛନ୍ତି । ଆମର ଆଶା ଅଛି କି ଏହି କାମ ଆପଣଙ୍କ ପାଇଁ ଅଧିକ କଠିନ ନୁହେଁ ,କାରଣ ଆପଣ ତ ସବୁ ଜିନିଷକୁ ସହଜରେ ଖୋଜି ନେଇଥାନ୍ତି ।

ଏହି ଫଟୋକୁ ଲକ୍ଷେ ଲୋକ ଦେଖି ସାରିଲେଣି ଏବଂ ନିଜ ଆଖିର ତାକତକୁ ପ୍ରୟୋଗ କରିସାରିଲେଣି କିନ୍ତୁ ଚିତାକୁ ଏବେ ପର୍ଯ୍ୟନ୍ତ ଖୋଜି ପାରିନାହାଁନ୍ତି । ଯେଉଁ ଫଟୋ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏଥିରେ ଗଛ ପଛରେ ଏକ ଖାତରନାକ ଯାନୁଆର ଲୁଚିଛି ଏବଂ ସେ ଯାନୁଆର କିଏ, ଏହା ତ ଆପଣଙ୍କୁ ଜଣା ଅଛି ।

ଏହି ଫଟୋରେ ଲୁଚିଥିବା ଚିତାକୁ ଖୋଜିବା ପାଇଁ ଲୋକମାନେ ନିଜ ମତିସ୍କର ସବୁ ଘୋଡାକୁ ଦୌଡାଇ ସାରିଲେଣି ,କିନ୍ତୁ କାହାରିକୁ ବି ସଫଳତା ମିଳିନାହିଁ । ସେମିତିରେ ତ ଇଣ୍ଟରନେଟରେ ସବୁଦିନ ଆପଣ ବହୁତ ଫଟୋ ଦେଖିଥିବେ ଏବଂ ସବୁ ଫଟୋ କୌଣସି ରୂପରେ ଖାସ ହୋଇଥାଏ । କିନ୍ତୁ ଏହି ଫଟୋ ସତରେ ବହୁତ ଅଲଗା ଅଟେ । ଏହି ଫଟୋରେ ଗୋଟେ ଚିତା ଏହି ଗଛ ପଛରେ ଲୁଚିଛି ଲୋକମାନଙ୍କ ପାଇଁ ତାକୁ ଖୋଜିବା ବହୁତ କଠିନ ହେଉଛି । ଏହି ଫଟୋରେ ଚିତାକୁ କଣ ଆପଣ ଖୋଜି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ପୋସ୍ଟଟି ପସନ୍ଦ ଆସିଥାଏ ତେବେ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ମଜାଦାର ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *