ଯେଉଁ ଘରେ ହୋଇଥାଏ ଝିଅମାନଙ୍କ ଉପରେ ଏହି ୩ଟି ଅବିଚାର ସେଠାକୁ କେବେ ଆସିନଥାନ୍ତି ମା’ ଲକ୍ଷ୍ମୀ- ଆପଣ ବି ତ କରୁ ନାହାଁନ୍ତି ଏହି ଭୁଲ

କୁହାଯାଇଥାଏ କି ଘରର ଝିଅ ଲକ୍ଷ୍ମୀ ସମାନ ହୋଇଥାଏ । ଯଦି କଥା ମାତାପିତାଙ୍କ ସେବା କରିବାର ଆସିଥାଏ ତାହେଲେ ଝିଅମାନେ ପୁଅମାନଙ୍କ ଠାରୁ ଅଧିକ ଆକ୍ଟିବ ହୋଇଥାନ୍ତି । ଏହାପରେ ଆଜି ବି କେତେକ ଘରେ ଯଦି ଝିଅ ହୋଇଥାଏ ତାହେଲେ ସେତିକି ଖୁସି ମନାନ୍ତି ନାହିଁ ଯେତିକି ଗୋଟେ ପୁଅ ହେଲେ ମନାଇଥାନ୍ତି । ପ୍ରାୟ ଏହି କାରଣ ଅଟେ କି ଝିଅମାନଙ୍କର ପାଠପଢା ଏବଂ ସମ୍ମାନ ଅଧିକାର ର କଥା ଆସିଥାଏ ତ ମାତାପିତା ମୁହଁ ଛୋଟ କରିଦିଅନ୍ତି ।

ଆଜି ବି କେତେକ ଲୋକଙ୍କ ଭାବନା ଏହା କି ଝିଅମାନେ ଅଧିକ ପାଠପଢି କଣ କରିବେ ? କିନ୍ତୁ ଆଜିର ଦୁନିଆରେ ଝିଅମାନେ କୌଣସି ପୁଅମାନଙ୍କ ଠାରୁ ବି କମ ନୁହଁନ୍ତି ।

ଯଦି ଆପଣ ବାହାର ଦୁନିଆକୁ ଠିକସେ ଦେଖିବେ ତାହେଲେ ଆପଣ ଜାଣି ପାରିବେ କି ଏମିତି ବହୁତ ସାରା କ୍ଷେତ୍ର ଅଛି ଯେଉଁ ତିରେ ଝିଅମାନେ ପୁଅମାନଙ୍କ ଠାରୁ ଆଗରେ ଅଛନ୍ତି । ଆଜିର ଦୁନିଆକୁ ଛାଡିଦିଆନ୍ତୁ ,ଆମ ଧର୍ମକୁ ଦେଖନ୍ତୁ ଦୂର୍ଗା ,ଲକ୍ଷ୍ମୀ ।ସରସ୍ଵତୀ ,ପାର୍ବତୀ ଏମାନେ ସବୁ ସ୍ତ୍ରୀ ହୋଇଥିଲେ ବି ବହୁତ ତେଜେସ୍ଵୀ ଏବଂ ଶକ୍ତିଶାଳୀ ଅଟନ୍ତି । ଆଜିବି ଲୋକ ଏମାନଙ୍କ ସାମ୍ନାରେ ମୁଣ୍ଡ ନୂଆଇନ ନମସ୍କାର କରୁଛନ୍ତି । ଯେଉଁ ଘରେ ଝିଅମାନଙ୍କ ସହିତ ଭେଦଭାବ କରାଯାଏ ସେ ଘରକୁ ଲକ୍ଷ୍ମୀ କେବେହେଲେ ଯାଆନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ କହିବୁକୀ ଘରର ଝିଅମାନଙ୍କ ଉପରେ କଣ କଣ ଅବିଚାର କରିବା ଦ୍ଵାରା ଘରକୁ ଲକ୍ଷ୍ମୀ ଆସି ନଥାନ୍ତି ।

ଘରର ଝିଅମାନଙ୍କ ଉପରେ କରନ୍ତୁ ନାହିଁ ଏହି ଅବିଚାର ,ରାଗିଯିବେ ଲକ୍ଷ୍ମୀ

୧ -ପଢାଲେଖାରେ ରେ ରୋକିବା

ଯେଉଁ ଘରେ ଝିଅମାନଙ୍କୁ ପଢିବା ପାଇଁ ଦିଆଯାଇ ନଥାଏ ସେ ଘରକୁ ଲକ୍ଷ୍ମୀ କେବେହେଲେ ବି ଆସିନଥାନ୍ତି । ଆପଣ ବି ଭାବନ୍ତୁ ଯଦି ଆପଣଙ୍କ ଝିଅ ପଢିବ ଲେଖିବ ତାହେଲେ ତାର ଜ୍ଞାନ ବଢିବ ଯାହାର ଫାଇଦା ଆପଣଙ୍କୁ ବି ଘରର ଅଲଗା ଅଲଗା କାମରେ ସାହାଜ୍ଯ ମିଳିପାରିବ । ଏଥିପାଇଁ ଝିଅମାନଙ୍କୁ ପୁଅମାନକ ଅଭଳି ଅଧିକ ପଢିବା ଦରକାର ।

୨ -ଚାକିରି କରିବାକୁ ନଦେବା

କିଛି ଘରେ ପରମ୍ପରା ଅଛି କହି ଝିଅମାନଙ୍କୁ ବାହାରକୁ କାମ କରିବା ପାଇ ଛାଡନ୍ତି ନାହିଁ । କିନ୍ତୁ ପୁଅମାନଙ୍କ ଭଳି ଝିଅମାନକୁ ବି ଚାକିରି କରିବା ଏବଂ ସଫଳତା ହାସଲ କରିବାର ପୁରା ଅଧିକାର ଅଛି । ଝିଅଙ୍କର ଚାରିକି କରିବାରେ ଆପଣଙ୍କର ବି ଫାଇଦା ହେବ । ଝିଅମାନେ ପଇସା କମାଇଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ।

୩ -ଭଲ ପାଇବାରେ ଭେଦଭାବ

ବହୁତ ଘରେ ଦେଖାଯାଇଥାଏ କି ମାତାପିତା ପୁଅମାନଙ୍କୁ ଅଧିକ ଭଲ ପାଇଥାନ୍ତି । ତାଙ୍କ ପାଇଁ ନୂଆ ନୂଆ ଜିନିଷ କିଣିକି ଆଣିଥାନ୍ତି । କିନ୍ତୁ ଯେତବେଳେ ଝିଅମାନଙ୍କ କଥା ଆସିଥାଏ ତାଙ୍କର ଏହି ଭଲପାଇବା ବହୁତ କମ ହୋଇଥାଏ । ଯେଉଁ ଘରେ ଏମିତି ହୋଇଥାଏ ସେ ଘରେ ଲକ୍ଷ୍ମୀ ମୁହଁ ଦେଖାଇବାକୁ ବି ପସନ୍ଦ କରନ୍ତି ନାହିଁ ।

ଯଦି ଆପଣଙ୍କ ଘରେ ବି ଝିଅମାନଙ୍କ ସହିତ ଏମିତି ହେଉଛି ତାହେଲେ ଏହାକୁ ଜଲ୍ଦି ବନ୍ଦ କରନ୍ତୁ ।

Leave a Reply

Your email address will not be published. Required fields are marked *