ଯେଉଁ ମହିଳାମାନେ ଏହି 7ଟି ଖାଦ୍ୟ ଖାଆନ୍ତି ସେମାନେ ବହୁତ ଜଲ୍ଦି Pregnant ହୋଇଥାନ୍ତି ?

କିଛି ମହିଳା ଙ୍କ ଠାରେ ସ-ମ-ସ୍ଯା ରହିଥାଏ କି ସେମାନେ ଅବିଲେଟ କରିପାରୁ ନାହାନ୍ତି । ଅବଲେସନ ପ୍ରକ୍ରିୟା ନ ହେବାରଉ କିଛି ମହିଳା ଙ୍କର ଷ୍ଟ୍ରେ-ସ ଅଧିକ ବଢିଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଫଳ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ମହିଳାଙ୍କ ଠାରେ ହେଉଥିବା ଅବିଲେସାନ ସ-ମ-ସ୍ଯା ଦୂର ହେବ । ଏହି ଫଳ ସବୁ ମହିଳା ଏମାନେ ନିୟମିତ ବ୍ୟବହାର କରିବା ସହ ସେମାନଙ୍କୁ ସ୍ଵାଦିଷ୍ଟ ମଧ୍ୟ ଲାଗିବ । ଏହା ଦ୍ଵାରା ଶରୀର ସୁସ୍ଥ ରହିବା ସହ ପୋର୍ଟିଲିଟି ବୁଷ୍ଟ ହେବ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ଯ କଣ ରହିଛି ।

ପୋର୍ଟିଲିଟି ବୃଦ୍ଧି କରିବା ପାଇଁ ସବୁଠାରୁ ଦରକାରୀ ହେଉଛି ପ୍ରୋଟିନ ଯୁକ୍ତ ଖାଦ୍ଯ । ଯେଉଁ ମହିଳା ମାନେ ପ୍ରୋଟିନ ଯୁକ୍ତ ଖାଦ୍ୟର ସେବନ କରିଥାନ୍ତି ସେମାନଙ୍କ ଠାରେ ଅବିଲେସନ ଠିକ ଭାବେ ହୋଇଥାଏ । ଏଥିପାଇଁ ମହିଳା ମାନେ ଯେତେ ସମ୍ଭବ ବୀନ୍ଶ ଖାଇବା ଉଚିତ । ଏହା ସହ ଗ୍ରୀନ କୋବି ଖାଇବା ଦ୍ଵାରା ହରମୋନସ ବାଲାନ୍ସ ରହିଥାଏ । ଗ୍ରୀନ କୋବି ବା ବ୍ରୋକଲି ଖାଇବା ଦ୍ଵାରା ପେଟ ସଫା ହୋଇଥାଏ । ଏହା ପରେ ରହିଛି ଜିଙ୍କ ଯାହା ଖାଇବା ଦ୍ଵାରା ପୋର୍ଟିଲିଟି ବୁଷ୍ଟ ହେବା ସହ ଅବିଲେସନ ସ-ମ-ସ୍ଯା ଦୂର ହୋଇଥାଏ । ସୂର୍ଯ୍ୟମୁଖୀ ମଞ୍ଜିର ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଏହା ପରେ ରହିଛି ଓମେଗା-୩ ଯଥା ମାଛ ଓ ଅଖରୋଟ ଖାଇବା ଉଚିତ । ଓମେଗା-୩ ଏକ ହେଲଥି ଫ୍ୟାଟ ହୋଇଥାଏ ଯାହାର ସେବନ ଦ୍ଵାରା ଅବିଲେସନ ସ-ମ-ସ୍ଯା ଦୂର ହୋଇଥାଏ । ବ୍ରାଉନ ରାଇସରେ ଅଧିକ ପରିମାଣରେ ଆଇରନ ଓ ଫାଇଭର ରହିଥାଏ । ଏହାର ସେବନ ଦ୍ଵାରା ହରମୋନ ବାଲାନ୍ସ ହୋଇଥାଏ । ଏହା ବ୍ଯତୀତ ଆଇରନ ଜାତୀୟ ଖାଦ୍ୟ ଯଥା ମାଂସ ଯେଉଁଥିରେ ଭିଟାମିନ-ବି ଅଧିକ ରହିଥାଏ । ଯାହା ଅବିଲେସନ ବୁଷ୍ଟ କରିବାରେ ସହାୟକ ହୋଇଥାଏ । ଏହା ସହ ଯେଉଁ ଭେଜିଟେରୀୟନ ସେମାନେ ପାଳଙ୍ଗ ଶାଗର କୌଣସି ସବଜି କରି ବା ତାର ଜୁସ କରି ସେବନ କରି ପାରିବେ ।

ଏହା ବ୍ୟତିତ କଦଳୀ ଯେଉଁଥିରେ ଭିଟାମିନ-ବି୬ ଅଧିକ ପରିମାଣରେ ରହିଥାଏ । କଦଳୀ ଖାଇବା ଦ୍ଵାରା ପୋର୍ଟିଲିଟି ବୁଷ୍ଟ ହୋଇଥାଏ । କଦଳୀ ଖାଇଆବ ଦ୍ଵାରା ଅବିଲେସନ ସ-ମ-ସ୍ଯା ଦୂର ହେବା ସହ ମିସ୍କ୍ୟାରେଜ ହେବାର ଚାନ୍ସ କମ ହୋଇଥାଏ । ଏହା ସହ କଦଳୀର ସେବନ ଦ୍ଵାରା ହରମୋନ ମଧ୍ୟ ବାଲାନ୍ସ ହୋଇଥାଏ । ତେବେ ଏହି ସବୁ ଖାଦିର ସେବନ ଦ୍ଵାରା ଅବିଲେସନ ସ-ମ-ସ୍ଯା ମହିଳା ମାନଙ୍କର ଦୂର ହୋଇ ପାରିବ । ଏହାକୁ ଆପଣ ନିଜର ପ୍ରତି ଦିନର ଡାଏଟ ରେ ଆଡ କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *