ଯେଉଁ ମହିଳାର ପିଠିରେ ଝିଟିପିଟି ପଡିଛି ସେମାନେ ନିଶ୍ଚୟ ଦେଖନ୍ତୁ, ମିଳିଥାଏ ଏହି ସଂକେତ ?

ବନ୍ଧୁଗଣ ପଶୁ ପକ୍ଷୀ ଓ ଛୋଟ ଜୀବଜନ୍ତୁ ଙ୍କ ଦ୍ଵାରା ଆମକୁ ଅନେକ ସାରା ସଂକେତ ମିଳିଥାଏ । ଏଥି ଅଧ୍ୟରୁ ଆମକୁ କିଛି ଶୁଭ ସଂକେତ ମିଳିଥାଏ ଯାହା ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଦର୍ଶାଇଥାଏ । ଏମିତି କିଛି ଅଶୁଭ ସଂକେତ ମଧ୍ୟ ମିଳିଥାଏ ଯାହା ଆମ ଜୀବନରେ ସମସ୍ଯା ଆସିବାର ସୂଚନା ଦେଇଥାଏ । ସେଥି ମଧ୍ୟରୁ ଝିଟିପିଟି ଛୋଟ ପ୍ରାଣୀ ଅଟେ ଯାହାକୁ ଘରୁ ଦୂର କରିବା ପାଇଁ ଲୋକେ ଚେଷ୍ଟା କରିଥାନ୍ତି । ଶକୁନ ଶାସ୍ତ୍ର ଅନୁଯାୟୀ ଝିଟପିଟି ଶରୀରର ବିଭିନ୍ନ ଅଙ୍ଗରେ ପଡିଲେ କିଛି ସଂକେତ ମିଳିଥାଏ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ପୁରୁଷଙ୍କ ଡାହାଣ ଓ ମହିଳାଙ୍କର ବାମ ପଟେ ଝିଟିପିଟି ପଡିଲେ ଶୁଭ ମାନା ଯାଇଥାଏ । ଶକୁନ ଶାସ୍ତ୍ର ଅନୁଯାୟୀ ଝିଟିପିଟି ଦେଖିବା, ଅଚାନକ ଘରକୁ ଆସିବା ଶୁଭ ମାନା ଯାଇଛି । ଝିଟିପିଟି ଶରୀର ଉପରେ ପଡିଲେ ଆମ ଲକ୍ଷ୍ମୀଙ୍କ ସଂକେତ ମାନା ଯାଇଥାଏ ।

୨- ଯଦି ଦୀପାବଳି ଦିନ ୩ଟି ଝିଟିପିଟି ଏକତ୍ର ନଜର ଆସିଥାଏ ତେବେ ଭାଗ୍ୟ ଖୋଲିବାର ସଂକେତ ମିଳିଥାଏ । ଏମିତିରେ ଧନ ଆଗମନର ସୂଚନା ମଧ୍ୟ ମିଳିଥାଏ । ତେଣୁ ଝିଟିପିଟି ଉପରେ ଚାଉଳ ଓ କୁଙ୍କୁମ ପକାଇବା ଉଚିତ ।

୩- କୌଣସି ବ୍ଯକ୍ତିର ମୁଣ୍ଡରେ ଝିଟିପିଟି ପଡିଲେ ସମାଜରେ ମାନ ସମାନ ବଢିବା ସହ ଆକସ୍ମିକ ଧନ ଲାଭର ସୂଚନା ମିଳିଥାଏ । ଏହା ସହ ଚାକିରି ଓ ବ୍ୟାପାରରେ ଉନ୍ନତି ହୋଇଥାଏ ।

୪- ଯଦି ମଥାରେ ଝିଟିପିଟି ପଡେ ତେବେ ଶୁଭ ସଂକେତ ମିଳିଥାଏ । ଭାଗ୍ୟ ଉଜ୍ବଳ ହେବାର ସୂଚନା ମିଳିଥାଏ । କୌଣସି ବ୍ଯକ୍ତିର ଡାହାଣ ହାତରେ ଝିଟିପିଟି ପଡିଲେ ବ୍ୟକ୍ତିକୁ ବଡ କାମରେ ସଫଳତା ମିଳିବାର ସୂଚନା ମିଳିଥାଏ ।

୫- ବାମ ହାତରେ ଝିଟିପିଟି ପଡିବା ଧନ ଖର୍ଚ୍ଚ ହେବାର ସୂଚନା ଦେଇଥାଏ । କୌଣସି ବ୍ଯକ୍ତିର ଡାହାଣ ଗାଲରେ ଝିଟିପିଟି ପଡିଲେ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ । ବାମ ଗାଳରେ ଝିଟିପିଟି ପଡିଲେ ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ ।

୬- କୌଣସି ବ୍ଯକ୍ତିର ନାକରେ ଝିଟିପିଟି ପଡିଲେ ଜୀବନର ସମସ୍ଯା ଦୂର ହୋଇଥାଏ । କୌଣସି ବ୍ଯକ୍ତିର ଗଳାରେ ଝିଟିପିଟି ପଡିଲେ ତାଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି ନିଜେ ସମସ୍ୟାରେ ପଡିବାର ସୂଚନା ମିଳିଥାଏ ।

୭- ବାମ ଗୋଡ ର କୌଣସି ଭାଗରେ ଝିଟିପିଟି ପଡିଲେ ବିଦେଶ ଯାତ୍ରାର ଯୋଗ ରହିଥାଏ । ଏହି ଯାତ୍ରା ବ୍ୟବସାୟ ଆବ ଚାକିରି ସହ ଜଡିତ ଥିଲେ ଫାଇଦା ଆଣିଥାଏ । ବାମ ଗୋଡର କୌଣସି ଭାଗରେ ଝିଟିପିଟି ପଡିଲେ ଘରେ କଳହ ସୃଷ୍ଟି ହୋଇଥାଏ ।

୮- କୌଣସି ମହିଳାଙ୍କର ପିଠିରେ ଝିଟିପିଟି ପଡିଲେ ଭାଗ୍ୟଶାଳୀ ହୋଇଥାନ୍ତି । ମା ଲକ୍ଷ୍ମୀ ଏମାନଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

୯- କୌଣସି ବ୍ଯକ୍ତିର ଡାହାଣ କାନରେ ଝିଟିପିଟି ପଡିଲେ ସୁନାର ଆଭୂଷଣ ମିଳିବାର ସୂଚନା ମିଳିଥାଏ । ବାମ କାନରେ ଝିଟପିଟି ପଡିଲେ ଶୁଭ ସଂକେତ ହେବ ସହ ସ୍ୱାସ୍ଥ୍ୟ ଭଲ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *