ଯେଉଁ ମଣିଷ ସକାଳୁ ଉଠିବା ପରେ ଏହି ସବୁ କାମ କରିଥାଏ ତାର ଜୀବନରେ ଦାରିଦ୍ରତା ଆସିଥାଏ ଜାଣି ନିଅନ୍ତୁ ସଂପୂର୍ଣ୍ଣ ବିବରଣୀ

ବନ୍ଧୁଗଣ ମଣିଷ ଜୀବନରେ ସଫଳତା ପାଇବାକୁ ପରିଶ୍ରମ କରିଥାଏ । କିନ୍ତୁ ପରିଶ୍ରମ କରିବା ପରେ ବି ମଣିଷ କେବେ କେବେ ବିଫଳ ହୋଇଥାଏ । ତେଣୁ ଅନେକ ସମୟରେ ବ୍ୟକ୍ତି ସକାଳୁ ଉଠିବା ପରେ ଏମିତି କିଛି ଭୁଲ କରିଥାଏ ଯାହା ପାଇଁ ସାରା ଦିନ ଭଲରେ କାଟି ନ ଥାଏ । ଆଜି ଆମେ ଆପଣଙ୍କୁ କହିବୁ ସକାଳୁ ଉଠିବା ପରେ କେଉଁ କାମ କରିବା ଉଚିତ ଓ ଅନୁଚିତ ଅଟେ । ଏହି ସବୁ କାମ କରିଲେ ବା ନ କରିଲେ କେଉଁ ସବୁ ପରିଣାମ ମିଳିଥାଏ ।

୧- ସକାଳୁ ଉଠିବା ପରେ ଭୋଗ ବିଳାସରେ ଲିପ୍ତ ରହିବା ଅନୁଚିତ ହୋଇଥାଏ । ବିଶେଷ କରି ବ୍ରହ୍ମ ମୂହୁର୍ତ୍ତ ରେ ଏଭଳି କରିବା ଅନୁଚିତ । ଏହା ଦ୍ଵାରା ଜୀବନରେ ଗରିବୀ ଆସିଥାଏ ।

୨- ପ୍ରାତଃ କାଳରେ ଉଠିବା ପରେ ନିଜର ମୁଖକୁ ଆଇନାରେ ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ରତା ଆସିଥାଏ ।

୩- ପ୍ରାତଃ କାଳରେ ଉଠିବା ପରେ ଏମିତି ଦୃଶ୍ୟ ଦେଖନ୍ତୁ ନାହିଁ ଯେଉଁଠି କିଏ ଲଢେଇ କରୁ ନ ଥିବ । ଯେମିତି ପଶୁ ପକ୍ଷୀଙ୍କ ଚିତ୍ରରେ କଳହ ହେଉଥିବା ବା ମୋବାଇଲ ରେ ଏମିତି କିଛି ଦୃଶ୍ୟ ଦେଖନ୍ତୁ ନାହିଁ । ଘରେ ମଧ୍ୟ କାହା ସହ କଳହ କରିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଗରିବୀ ଆସିଥାଏ ।

୪- ଶଯ୍ୟା ତ୍ୟାଗ କରିବା ପରେ ଭୁଲରେ ବି ଭୋଜନ କରିବା ଅନୁଚିତ । ସକାଳୁ ଉଠିବା ପରେ ସ୍ନାନ କରି ଭଗବାନଙ୍କ ଦର୍ଶନ କରିବା ପରେ ଯାଇ ଭୋଜନ କରିବା ଉଚିତ । ତେଣୁ ଭୁଲରେ ବି ସକାଳୁ ଉଠିବା ପରେ ଏହି ୪ଟି କାମ କରିବା ଉଚିତ ନୁହେଁ ।

୧- ସକାଳୁ ଉଠିବା ପରେ ଶାସ୍ତ୍ର ଅନୁଯାୟୀ ନିଜର ହାତ ପାପୁଲି ର ଦର୍ଶନ କରିବା ଉଚିତ । ଏହା ବହୁତ ଶୁଭ ହୋଇଥାଏ । କାରଣ ହାତ ର ଅଗ୍ର ଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ସରସ୍ଵତୀ ମାତା ଓ ମୂଳରେ ପ୍ରଭୁ କୃଷ୍ଣଙ୍କର ବାସ ଅଛି ।

୨- ଶଯ୍ୟା ତ୍ୟାଗ କରିବା ପରେ ଭୂମି କୁ ପ୍ରଣାମ କରିବା ଉଚିତ । ଏହା ଦ୍ଵାରା ଶୁଭ ଫଳ ମିଳିବା ସହ ଦାରିଦ୍ରତା ଦୂର ହୋଇଥାଏ ।

୩- ସକାଳୁ ଉଠିବା ପରେ ବଡ ଗୁରୁଜନ ମାନଙ୍କୁ ପ୍ରଣାମ କରିବା ଉଚିତ । ଏହା ଦ୍ଵାରା ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଯେଉଁ କାମ କରିବେ ସେଥିରେ ଉନ୍ନତି ପାଇବେ ।

୪- ସକାଳୁ ଉଠିବା ପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହା ଦ୍ଵାରା ଶୁଭ ଫଳ ମିଳିବା ସହ ସୂର୍ଯ୍ୟଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ମଣିଷ ଜୀବନରୁ ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ତେବେ ଏହି ୪ଟି କଥା ସକାଳୁ ଉଠିବା ପରେ ନିହାତି କରିବା ଉଚିତ । ଏହା ଦ୍ଵାରା ସୁଫଳ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କୁ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *