ହିନ୍ଦୁ ଧର୍ମରେ ଅର୍ଣ୍ଣକୁ ଦେବତା ମାନ୍ୟତା ଦିଆ ଯାଇଆଚି । ତେଣୁ ପ୍ରତେକ ବ୍ୟକ୍ତି ଅର୍ଣ୍ଣକୁ ସମ୍ମାନ ଦେବା ଉଚିତ । ଅର୍ଣ୍ଣକୁ ରାଢିବା ଯେତେ କଷ୍ଟ ହୋଇଥାଏ ତାକୁ ବରବାତ କରିବା ସେତେ ସହଜ ହୋଇଥାଏ । ଆମ ଜୀବନରେ ଅର୍ଣ୍ଣ ଏକ ଗୁରୁତ୍ଵ ପୂର୍ଣ୍ଣ ଅଂସ ଅଟେ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଅର୍ଣ୍ଣ ପ୍ରସ୍ତୁତ କରିବା ସମୟରେ କିଛି ନୀତି ନିୟମ ରହିଛି । ଆଜି ଆମେ ଆପଣ ମାନଙ୍କୁ ଖାଦ୍ଯ ତିଆରି କରିବା ସମୟରେ କେଉଁ ନିୟମର ପାଳନ କରିବା ସହ ଅଟା ଚକଡିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।
୧- ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ଅଗ୍ନି ଦିଶରେ ହେବା ଉଚିତ । ଏହି ଦିଶରେ ରୋଷେଇ ଘର ରହିଲେ ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରହିବା ସହ ଖାଇବା ପ୍ରସ୍ତୁତ କରିବାରେ ଆଗ୍ରହ ଆସିଥାଏ । ରୋଷେଇ କରିବା ସମୟରେ ଯେପରି ସେହି ଜାଗା ସଫା ସୁତୁରା ରହିବ ତାହା ପ୍ରତି ଧ୍ୟାନ ଦେବା ଉଚିତ । ଏହା ଛଡା ସର୍ବଦା ଉତ୍ତର ବା ପୂର୍ବ ଦିଗରେ ମୁହଁ କରି ରୋଷେଇ କରିବା ଉଚିତ ।
୨- ରୋଷେଇ କରିବା ସମୟରେ ମନରେ ଶାନ୍ତି ରହିବା ଦରକାର । କେବେ ବି ମନରେ ରାଗ ବା ଈର୍ଷା ଭାବ ରଖି ଖାଦ୍ଯ ତିଆରି କରିବା ଅନୁଚିତ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର କ୍ରୋଧର ସାମାନା କରିବା ପଡିଥାଏ । ଏହା ଦ୍ଵାରା ଅନେକ କ୍ଷତି ମଧ୍ୟ ହୋଇଥାଏ ।
୩- ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ସବୁବେଳେ ସଫା ସୁତୁରା ରହିବା ଆବଶ୍ୟକ । ଏହା ଛଡା ଚପଲ ବା ଜୋତା ପିନ୍ଧି ରୋଷେଇ ଘରେ ପ୍ରବେଶ କରିବା ଅନିର୍ବାଜ୍ୟ ଅଟେ । ଅପରିଷ୍କାର ଜାଗା ବା ଅଇଁଠା ହୋଇଥିବା ବାସନରେ ତିଆରି ହୋଇଥିବା ଖାଇବା ଭଗବାନଙ୍କ ପାଖରେ ଅର୍ପଣ କରିବା ଅନୁଚିତ ।
୪- ଭୋଜନ କରିବା ସମୟରେ ମନରେ ଅସାନ୍ତି ରହିବା ଉଚିତ ନୁହେ । ଏହା ଛଡା ବାଦ ବିବାଦ ମନରେ ରଖି ଖାଇବା ତିଆରି କରି ଭଗବାନଙ୍କ ପାଖରେ ଲଗାଇବା ଅନୁଚିତ ।
୫- ଖାଇବା ତିଆରି କରିବା ସମୟରେ ସ୍ଵାଦ ଜାଣିବା ପାଇଁ ଟେଷ୍ଟ କରିବା ଅନୁଚିତ । ଏପରି କରିବା ଦ୍ଵାରା ନିଜର ହାନି ହୋଇଥାଏ । କାରଣ ସେହି ଖାଇବା ଅଇଁଠା ସମାନ ହୋଇଯାଏ ।
୬- ଭୋଜନ କରିବା ପୂର୍ବରୁ ସ୍ନାନ କରି ମା ଅର୍ଣ୍ଣପୂର୍ଣ୍ଣା ଓ ଅଗ୍ନି ଦେବତାଙ୍କ ନାମ ସ୍ମରଣ କରି ଆରମ୍ଭ କରିବା ଉଚିତ । ଏହା ଛଡା ଯେଉଁ ବାସନରେ ଖାଇବା ତିଆରି ହେବ ତାହା ସଫା ସୁତୁରା ହେବ ଆବଶ୍ୟକ ।
ଆସନ୍ତୁ ଜାଣିବା ଅଟା ଚକଡିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ? ଯେତିକି ପରିମାଣରେ ଅଟା ଦରକାର ସେତିକି ଚକଡିବା ଆବଶ୍ୟକ । ଅଧିକ ଅଟା ଚକଡି ରଖିବା ଦ୍ଵାରା ନାକାରାତ୍ମକ ଶକ୍ତିର ପ୍ରବାହବ ରହିବା ସହ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ରୁଟି ହେବା ପରେ ପ୍ରଥମ ରୋଟି ଗାଈ ପାଇଁ ଓ ଶେଷ ରୋଟି କୁକୁର ପାଇଁ କାଢିବା ଦରକାର ।
ଅଟା ଚକଡିବା ସମାୟରେ ଅଳ୍ପ ଚିନି ଓ ଘିଅ ମିଶାଇଲେ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।