ଯେଉଁ ସ୍ତ୍ରୀ ଭିତରେ ଏହି ୩ ଟି ଗୁଣ ଥାଏ ତାଙ୍କ ସ୍ଵାମୀ ଦିନେ ନା ଦିନେ ଧନୀ ନିଶ୍ଚିନ୍ତ ହୋଇଥାନ୍ତି

ଶାସ୍ତ୍ର ରେ ବହୁତ୍ ପ୍ରକାର ଜ୍ଞାନ ବିଷୟରେ ବିସ୍ତାର ସହ କୁହା ଯାଇଛି ଓ ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ନିଜ ଜୀବନ ନିର୍ବାହନ କରିଥାଏ ସେହି ବ୍ୟକ୍ତି ଜୀବନରେ କିଛି ଅସୁବିଧା ଆସି ନଥାଏ । ଶାସ୍ତ୍ରରେ କୁହା ଯାଇଛି ଜୀବନରେ ମଣିଷ ର ସବୁଠାରୁ ସତ୍ୟ ମିତ୍ର ଜ୍ଞାନ ହୋଇଥାଏ ଯାହା ପାଖରେ ଯେତେ ଜ୍ଞାନ ହୋଇଥାଏ ତାକୁ ଅନ୍ୟ କାହା ସାହାଯ୍ୟ ଆବଶ୍ୟକ ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହାକୁ ଶାସ୍ତ୍ର ରେ ଉଲ୍ଲେଖ ଆପଣ ପାଇ ପାରିବେ ।

ଶାସ୍ତ୍ରରେ କୁହା ଯାଇଛି ରାଜା ମାତ୍ର ଥରେ ଆଦେଶ ଦିଅନ୍ତି, ପଣ୍ଡିତ ଥରେ କଥା କୁହନ୍ତି ଓ କନ୍ୟା ଦାନ ମଧ୍ଯ ଥରେ ହୋଇଥାଏ ତେବେ ଜୀବନରେ ଏମିତି କିଛି କଥା ଅଛି ଯାହା ଆବଶ୍ୟକ ହବା ସହ ଏହାର ବହୁତ୍ କାରଣ ହୋଇଥାଏ । ଶାସ୍ତ୍ର ଅନୁଯାଇ ପତିବ୍ରତା ସ୍ତ୍ରୀ ପାଇ ପୁରୁଷ ପରମ ସୁଖ ପ୍ରାପ୍ତ କରନ୍ତି ।

ତେବେ ପତିବ୍ରତା ସ୍ତ୍ରୀ ନିଜ ଜୀବନରେ କେବେ କାହାକୁ କଟୁ ଶବ୍ଦ କୁହନ୍ତି ନାହିଁ। ଜୀବନରେ କେବେ କିଛି କାମ କରିବା ଆଗରୁ ନିଜ ଘର ସମ୍ମାନ ବିଷୟରେ ବିଚାର କରନ୍ତି । ଶାସ୍ତ୍ରରେ କୁହା ଯାଇଛି ଯେଉଁ ସ୍ତ୍ରୀ ମନରେ ନିଜ ପାଇଁ କାଉନସି ସମ୍ମାନ ନାହିଁ ସେହି ଭଳି ସ୍ତ୍ରୀ ନିଜ ଜୀବନରେ କିଛି କରି ପାରନ୍ତି ନାହିଁ ।

ସ୍ତ୍ରୀ ସେହି ଭଲ ଯିଏ ସବୁବେଳେ ସତ୍ୟ କହିଥାଏ, ଯିଏ ନିଜ ଲୋକଙ୍କୁ ଧୋକା ଦିଏ ନାହିଁ । ସ୍ତ୍ରୀ ଏମିତି ଗୋଟେ ପ୍ରାଣୀ ଯାହାକୁ ଭରସା କରିବା ଉଚିତ୍ କିନ୍ତୁ ମମତା ରେ ବା ମୋହ ରେ ଆସି ସେ କଣ କରିବ ଏହା ବିଷୟରେ କେହି କିଛି କହି ପାରିବେ ନାହିଁ ।

ଜୀବନରେ ଯଦି ଚାରିତ୍ରୱାନ ସ୍ତ୍ରୀ ଆସିଥାଏ ତେବେ ପୁରୁଷ ଜୀବନ ସାର୍ଥକ ହୋଇଥାଏ କିନ୍ତୁ ଯଦି ଚରିତ୍ର ହିନ ସ୍ତ୍ରୀ ସମସ୍ତଙ୍କ ଜୀବନ ନଷ୍ଟ କରିଥାନ୍ତି ଓ ତାଙ୍କୁ କିଛି ଫରକ୍ ମଧ୍ଯ ପଡ଼ିନଥାଏ ସେ ନିଜ ଖୁସି ପାଇଁ କାହାକୁ ବି ଦୁଃଖ ଦେଇ ପାରନ୍ତି ।

ଘର ସନ୍ତାନ ବିନା ଶୂନ୍ୟ ଅଟେ, ଦିଗ ସାଙ୍ଗ ମାନଙ୍କ ବିନା ଶୁନ୍ୟ ଅଟେ ଓ ଦାରିଦ୍ର୍ଯ ସବୁଠାରୁ ବଡ଼ ଶୂନ୍ୟ ଅଟେ ଏହାର କିଛି କାରଣ ନଥାଏ । ଜୀବନରେ ସମସ୍ତଙ୍କ ଆସା ଥାଏ କିଛି ପାଇବା ପାଇଁ କିନ୍ତୁ ଯେଉଁ ମଣିଷ ନିଜ ଲାଭ ପାଇଁ ଅନ୍ୟ ମାନଙ୍କୁ ବ୍ୟବହାର କରିଥାଏ ସେହି ଭଳୀ ଲୋକଙ୍କ ଠାରୁ ବଞ୍ଚିବା ଉଚିତ୍ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *