ଯେଉଁଠାରେ ବି ପାଇବ ଏହି ଗଛର ଚେର, ନେଇ ଆସନ୍ତୁ ଘରକୁ, ହଠାତ୍ ଲାଗିବ ଲଟେରୀ, ବର୍ଷିବ ସୁନା

ହିନ୍ଦୁ ଧର୍ମରେ ଏମିତି କିଛି ଗଛ ରହିଛି ଯାହା ମଣିଷ ଜୀବନକୁ ସରଳ କରିବା ସହ ଅନେକ ସମସ୍ୟାର ନିବାରଣ ମଧ୍ୟ କରିଥାଏ । କିଛି ଗଛ ମାନଙ୍କର ବିଶେଷ ମହତ୍ଵ ରହିଛି । ସେଥି ମଧ୍ୟରୁ ଅରକ୍ଷ ଗଛ ହେଉଛନ୍ତି ଅନ୍ୟତମ ଯାହା ମହାଦେବଙ୍କର ଅତି ପ୍ରିୟ ଫୁଲ ଅଟେ । ଜୀବନରେ ସବୁ ଦୁଖ କଷ୍ଟରୁ ମୁକ୍ତି ପାଇବା ପାଇଁ ବା ଧନ ସମ୍ବଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ର ଅନୁସାରେ ଅରଖ ଗଛର ପତ୍ରକୁ ଘର ମୁଖ୍ୟ ଦ୍ଵାରାରେ ଲଗାଇଲେ ଶୁଭ ହୋଇଥାଏ । ଏହା ସହ ଘର ଓ ପରିବାର ସଦସ୍ୟଙ୍କ ଉପରେ ଖରାପ ଦ୍ରୁଷ୍ଟି ରହିଥିଲେ ତାହା ଦୂର ହୋଇଥାଏ । ଅନେକ ସମୟରେ ବହୁତ ପରିଶ୍ରମ କରି ମଧ୍ୟ କିଛି ଟଙ୍କା ଉପାର୍ଜନ ହୋଇ ନଥାଏ ।

ଏଥିରୁ ମୁକ୍ତି ପାଇବା ପାଇଁ ଅରକ୍ଖ ଗଛର ଫୁଲ ବହୁତ ଲାଭକାରୀ ହୋଇଥାଏ । ତେବେ ଏଥିପାଇଁ ଗୋଟିଏ ସହଜ ଓ ସରଳ ଉପାୟ କରିବାକୁ ପଡିବ । ତେବେ ଘର ମୁଖ୍ୟ ଦ୍ଵାରାରେ ଅରଖ ଗଛର ଚେର ମାଳ କରି ଟାଙ୍ଗନ୍ତୁ । ଏହି ଉପାୟଟି ଆପଣ ଯେ କୌଣସି ଦିନ କରି ପାରିବେ । କିନ୍ତୁ ଏହା ପୂର୍ବ ଦିନ ଆପଣଙ୍କୁ ନିମନ୍ତ୍ରଣ ଦେବାକୁ ପଡିବ । ଏଥିପାଇଁ ଗୋଟେ ସୁପାରି, ପାଣି ଭରା ଢାଳ ଓ କଏନ ର ଆବଶ୍ୟକତା ରହିଛି । ଏହା ପରେ ଅରଖ ଗଛ ପାଖକୁ ଯାଇ ଜଳ ଅର୍ପଣ କରି କଏନ ଓ ସୁପାରି ରଖି ଦିଅନ୍ତୁ । ଏହା ପରେ ଆପଣ ମନେ ମନେ ସ୍ମରଣ କରିବେ ଯେ ଆପଣ ଅରଖ ଗଛର ଚେର ନେବାକୁ ଚାହୁଁଛନ୍ତି ।

ତା ପର ଦିନ ସକାଳେ ଆପଣ ଅରଖ ଗଛ ପାଖକୁ ଯାଇ ଚେର ଆଣନ୍ତୁ । ଏହା ପରେ ବ୍ଲୁ କପଡାରେ ଗୁଡାଇ ଅରଖ ଗଛର ଚେରକୁ ଘର ମୁଖ୍ୟ ଦ୍ଵାରାରେ ଟଙ୍ଗାଇ ଦିଅନ୍ତୁ । ଏହି ଉପାୟ ଟି କରିବା ଦ୍ଵାରା ଖରା ଶକ୍ତିର ପ୍ରବେଶ ହୋଇ ନ ଥାଏ । ଏହା ସହ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଯଦି ଆପଣଙ୍କର ବିବାହ ପରେ ସନ୍ତାନ ସୁଖ ପ୍ରାପ୍ତ ହେଉ ନାହି ତେବେ ରବି ପୁଷ୍ୟ ନକ୍ଷତ୍ର ବା ଗୁରୁ ପୌଷ୍ୟ ନକ୍ଷତ୍ରରେ ଅରଖ ଗଛର ଚେର ଆଣନ୍ତୁ । ଏହା ପରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ଏହି ଚେରକୁ ଶିବଲିଙ୍ଗ ଉପରେ ଦୁଇ ଥର ବୁଲାନ୍ତୁ । ଏହା ପରେ ମାଳୀ ସୂତାରେ ଆପଣ ନିଜ ଅଣ୍ଟାରେ ବାନ୍ଧି ଦିଅନ୍ତୁ ।

ମହାଦେବଙ୍କ କୃପାରୁ ଆପଣ ଏହି ଉପାୟଟି କରିଲେ ବହୁତ ଜଳସୀ ସନ୍ତାନ ସୁଖ ପ୍ରାପ୍ତ ହେବ । ଯଦି ଧନ ସହ ଜଡିତ କିଛି ସମସ୍ଯା ରହିଛି ତେବେ ଅରଖ ଚେର ଆଣି ପ୍ରଭୁ ଗଣେଶଙ୍କ ଠାରେ ପୂଜା କରି ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଧଳା ଅରଖ ଗଛର ଚେର ଆଣି ପିଲାଙ୍କୁ ମାଳା କରି ପିନ୍ଧାଇଲେ ନଜର ଲାଗେ ନାହି । ଏହା ସହ ଅର୍ଖ ଚେର ବେକରେ ପିନ୍ଧିଲେ ତନ୍ତ୍ରମନ୍ତ୍ର କାମ କରେ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଅମାର ଲେଖାଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *