ଭଗବାନଙ୍କ ବିଚିତ୍ର ଲିଳା : ଯେଉଁଠି ହେଲା Arindamଙ୍କ ମୃତ୍ୟୁ କେବେ ସେଇଠି ହୋଇଥିଲା ତାଙ୍କ ବାପାଙ୍କର ବି ମୃତ୍ୟୁ…. ଦେଖନ୍ତୁ Video

ଓଟିଭିର ମୁଖ୍ୟ ରିପୋର୍ଟର ଓ ସାମ୍ବାଦିକମାନଙ୍କ ମଧ୍ୟରେ ଜଣେ ପ୍ରସିଦ୍ଧ ସାମ୍ବାଦିକ ଯିଏକି ସାହସିକତାର ଏକ ଜ୍ଵଳନ୍ତ ଉଦାହାରଣ ଥିଲେ ଆଜି ସେ ଆଉ ଆମ ଗ୍ରହଣରେ ନାହାନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମୁଣ୍ଡୁଳି ବ୍ରିଜ ନିକଟରେ ବୋର୍ଟ ଓଲଟିବା କାରଣରୁ ଅରବିନ୍ଦ ଦାସଙ୍କ ମୃ-ତ୍ୟୁ ହୋଇଛି । କିନ୍ତୁ ଏହା ମଧ୍ୟରେ ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି କି ଯେଉଁ ମୁଣ୍ଡୁଳି ବ୍ରିଜ ନିକଟରେ ଅରବିନ୍ଦ ଦାସଙ୍କ ମୃ-ତ୍ୟୁ ହୋଇଛି କିଛି ବର୍ଷ ତଳେ ସେହି ସ୍ଥାନରେ ତାଙ୍କର ବାପାଙ୍କର ମଧ୍ୟ ମୃ-ତ୍ୟୁ ହୋଇଥିଲା ।

ଅରବିନ୍ଦ ଦାସଙ୍କ ବାପା ଜଣେ ସ୍ଟେଟ ବ୍ୟାଙ୍କ କର୍ମଚାରୀ ଥିଲେ ଓ ମୁଣ୍ଡୁଳି ବ୍ରିଜ ଦେଇ ଆସୁଥିବା ସମୟରେ ଏକ ଦୁ-ର୍ଘ-ଟ-ଣାର ଶିକାର ହୋଇ ତାଙ୍କ ବାପାଙ୍କ ଜୀବନ ଚାଲି ଯାଇ ଥିଲା । ବର୍ତ୍ତମାନ ସେହି ବ୍ରିଜ ପାଖରେ ତାଙ୍କ ପୁଅର ବି ଜୀବନ ଚାଲି ଯାଇଛି ।

ଏହା ଭଗବନାଙ୍କ ଏକ ବିଚିତ୍ର ଲୀଳା । ଯେଉଁଠି ପିତାର ମୃ-ତ୍ୟୁ ହୋଇଥିଲା କିଛି ବର୍ଷ ପରେ ସେହି ସ୍ଥାନରେ ପୁଅର ମୃ-ତ୍ୟୁ ହେଲା । ଅରବିନ୍ଦ ଦାସଙ୍କ ମୃ-ତ୍ୟୁର ମୂଳ କାରଣ ହେଉଛି ମୁଣ୍ଡୁଳି ବ୍ରିଜ ତଳେ ପାଣିରେ ଥିବା ହାତୀକୁ ଘଉଡାଇବାକୁ ଯାଇଥିବା ବୋର୍ଟରେ ସାତ ଜଣ ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ବୋର୍ଟ ଟି ଓଲଟିବା କାରଣରୁ ତାଙ୍କର ଦେହାନ୍ତ ହୋଇଛି । ODRF ଟିମର ଜଣେ ଯବାନଙ୍କର ବି ମୃ-ତ୍ୟୁ ବୋର୍ଟ ଓଲଟିବା କାରଣରୁ ହୋଇଥିଲା ।

ସାମ୍ବାଦିକ ଅରବିନ୍ଦ ଦାସଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ସାରିଛି । ଅରବିନ୍ଦ ଦାସଙ୍କ ବିଷୟରେ କହିବା ତେବେ କେନ୍ଦୁଝର ଜିଲ୍ଲାରେ ଅରବିନ୍ଦ ଦାସଙ୍କ ଘର ଅଛି । ଅରବିନ୍ଦ ଦାସ ନଭେମ୍ବର ୧୪ ୧୯୮୨ରେ ଜନ୍ମ ଗ୍ରହଣ କରିଥିଲେ ଅର୍ଥାତ ଶିଶୁ ଦିବସ ଦିନ ସେ ଜନ୍ମ ଗ୍ରହଣ କରିଥିଲେ । ଅରବିନ୍ଦ ଦାସଙ୍କ ସ୍ତ୍ରୀ ଓ ଗୋଟିଏ ଦୁଇ ବର୍ଷର ପୁଅ ଅଛନ୍ତି । ଅରବିନ୍ଦ ଦାସଙ୍କ ଉଚ୍ଚତା ହେଉଛି ୫.୯ ଅଟେ ଓ ତାଙ୍କର ଓଜନ ୬୫ କିଲୋ ଅଟେ ।

ଅରବିନ୍ଦ ଦାସଙ୍କ ଅଚାନକ ବିୟୋଗରେ OTVର ଏମଡ଼ି ଜଗି ମୋହନ ପଣ୍ଡା ଅରବିନ୍ଦ ଦାସଙ୍କ ପରିବାର ପ୍ରତି ସମବେଦନା ଜଣାଇ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଅରବିନ୍ଦ ଦାସଙ୍କ ନିଧନର ଖବର ସମଗ୍ର ଓଡିଶାକୁ ଆଘାତ ଦେଇଛି । ଅରବିନ୍ଦ ଦାସଙ୍କ ଭଳି ସାହସିକତା ସାମ୍ବାଦିକ ବହୁତ କମ ଅଛନ୍ତି । ସେ ଯେ କୌଣସି ବି ପରିସ୍ଥିତିରେ ବି ରିପୋର୍ଟିଙ୍ଗ କରିବା ପାଇଁ ପ୍ରସ୍ତୁତ ଥାନ୍ତି । ବଡ ବଡ ସଙ୍କଟ ପୂର୍ଣ ସ୍ଥାନକୁ ଯାଇ ମଧ୍ୟ ସେ ଖବର ଦିଅନ୍ତି । ସେ ସବୁବେଳେ ସବୁ ଖବର ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ଥାନ୍ତି ।

Leave a Reply

Your email address will not be published. Required fields are marked *