ଝଟକା ଦେଲା JIO, ମହଙ୍ଗା ହେଲା ସବୁ ପ୍ଳାନ…. ଜାଣନ୍ତୁ ଏବେ କେତେ ପଡିବ ଏବେ ଆପଣ ରିଚାର୍ଜ କରୁଥିବା Plan

ନମସ୍କାର ବନ୍ଧୁଗଣ । ମହଙ୍ଗା ହେଲା ଜିଓ ରିଚାର୍ଜ । ରିଲାଏନସ ନିଜର ପ୍ଳାନ ଅଫ ମୂଲ୍ୟ ବୃଦ୍ଧି କରିଛି । ସୂଚନା ଅନୁସାରେ ଡିସେମ୍ବର ୧ରୁ ଜିଓର ନୂତନ ପ୍ଳାନ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିରେ ଡାଟା ପ୍ଳାନ ସହ ଅନ ଲିମିଟେଡ ପ୍ଳାନ ଜିଓ ଫୋନ ସାମିଲ ରହିଛି । ପୂର୍ବରୁ ଏୟାରଟେତେଲ ନିଜର ରିଚାର୍ଜର ମୂଲ୍ୟ  ବୃଦ୍ଧି କରିଥିବା ବେଳେ ଏବେ ଜିଓ ରିଚାରର୍ଜର ମୂଲ୍ୟ ବୃଦ୍ଧି କରିଛି । ଜିଓର ୧୨୯ ଟଙ୍କା ଅନ ଲିମିଟେଡ ପ୍ଳାନ ପାଇଁ ଏବେ ଗ୍ରାହକଙ୍କୁ ୧୯୫ ଟଙ୍କା ଦେବାକୁ ପଡିବ ।

ରିଲାଏନ୍ସ ଜିଓ ବର୍ତ୍ତମାନ ନିଜର ପ୍ଳାନରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି । ଜିଓ ଫୋନର ଗ୍ରାହକଙ୍କୁ ୭୫ ଟଙ୍କା ବଦଳରେ ୯୧ ଟଙ୍କା ଦେବାକୁ ପଡିବ । ଏହି ଯୋଜନାରେ ୩ଜୀବି ଡାଟା ସହ ଅନ ଲିମିଟେଡ ଭଏସ କଲ ଓ ୫୦ଟି ଏସଏମେଶ ର ସୁବିଧା ପ୍ରଦାନ କରାଯିବ । ଏହି ଯୋଜନା ୨୮ ଦିନର ବୈଧତା ସହ ଉପଲବଧ ହେବ ।

ଏହି ଯୋଜନାରେ ଗ୍ରାହକ ମାନେ ମାସିକ ତଥ୍ୟ ସହ ଅନ ଲିମିଟେଡ କଲିଙ୍ଗ ସହ ୩୦୦ ଏସଏମେଶ ପାଇ ପାରିବେ । ଏହି ଯୋଜନା ୨୮ ଦିନର ବୈଧତା ସହ ଗ୍ରାହକଙ୍କୁ ମିଳି ପାରିବ । ମାସିକ ଯୋଜନାରେ ଜିଓ ୪୮୦ ଟଙ୍କା ବୃଦ୍ଧି କରିଛି । ଏଥିପାଇଁ ଗ୍ରାହକଙ୍କୁ ବାର୍ଷିକ ୨୩୯୯ ଟଙ୍କା ବଦଳରେ ୨୮୮୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । 

ଏହି ପ୍ଳାନରେ ଦୈନିକ ୨ଜୀବି ଡାଟା ସହ ଅନ ଲିମିଟେଡ କଳା ସହ ଦୈନିକ ୧୦୦ଟି ଏସଏମେଷ ର ସୁବିଧା ଦିଆଯିବ । ଠିକ ସେହିପରି ଗ୍ରାହାଙ୍କୁ ୧୪୯ ଟଙ୍କା ରିଚାର୍ଜ ବଦଳରେ ୧୮୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୨୪ ଇନର ବୈଧତା ସହ ଏହି ଯୋଜନାରେ ୧ ଜୀବି ଡାଟା ସହ ଅନ ଲିମିଟେଡ ସହ ୧୦୦ଟି ଏସଏମେଷ ର ସୁବିଧା ଦିଆଯିବ ।

ଅନ୍ୟ କ୍ଷେତ୍ର ରେ ଜିଓ ଗ୍ରାହକଙ୍କୁ ୨ ଜୀବି ଡାଟା ପାଇଁ ୨୪୯ ଟଙ୍କା ବଦଳରେ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଯୋଜନାରେ ଦୈନିକ ୨ଜୀବି ଡାଟା ସହ ଅନ ଲିମିଟେଡ କଳିଙ୍ଗ ସହ ୨୦୦ଟି ଏସଏମେଶ ପ୍ରଦାନ କରାଯିବ । ତେବେ ଜିଓ ର ଏହି ନୂଆ ନିୟମ ଘୋଷଣା ହେବ ପରେ ବର୍ତ୍ତମାନ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାହକ ମାନେ ।

ତେବେ ଜିଓ ର ଏହି ପରିବର୍ତ୍ତନ ରେ ଗ୍ରାହକ ମାନେ କେତେ ପରିମାଣରେ ସନ୍ତୁଷ୍ଟି ହେଉଛନ୍ତି ତାହା ଦେଖିବାର ଅଛି । ବନ୍ଧୁଗଣ ଆପଣ ମାନଙ୍କର ଜିଓ କରିଥିବା ଏହି ନୂଆ ନିୟମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।  ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *