ଝିଅଟି OLA ଡ୍ରାଇଭରଙ୍କ ସହ ଯାହା କରିଲା ଦେଖି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏହି ଭିଡିଓ ରେ ଜଣେ ଯୁବତୀ ଓଲା ଡ୍ରାଇଭରଙ୍କ ସହ ଖ-ରା-ପ ଆଚରଣ କରୁଛନ୍ତି ତାହା ଆପଣ ମାନେ ଦେଖି ପାରିବେ । ଯୁବତୀ ଯେଉଁ ସ୍ଥାନ ଯାଏଁ ବୁକ କରିଥିଲେ ସେହି ସ୍ଥାନ ଯାଏଁ ଓଲା ଡ୍ରାଇଭର ଛାଡିଥିଲେ । କିନ୍ତୁ ଯେତେବେଳେ ଯୁବତୀଙ୍କୁ ତାଙ୍କ ଜାଗାରେ ଡ୍ରାଇଭର ଛାଡି ଦେଇଥିଲେ ସେହି ସମୟରେ ଯୁବତୀ ଜବରଦସ୍ତି ଆଉ କିଛି ଦୂର ତାଙ୍କୁ ଛାଡିବା ପାଇଁ କହୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଯୁବତୀ କହୁଛନ୍ତି ଯେ ସେ ବୁକ କ୍ୟାନ୍ସଲ କରିବେ ନାହି । ଏହା ସହ ଯୁବତୀ କହୁଛନ୍ତି ଯେ ତୁମେ ଚାକର ଲୋକ ଚାକର ଭଳି ରୁହ ମୋ ସହ ମୁହଁ ଲଗାଅ ନାହି ।

ଡ୍ରାଇଭର ବାରମ୍ବାର ହାତ ଯୋଡି ଅନୁରୋଧ କରୁଥିଲେ ମଧ୍ୟ ଯୁବତୀ ଜଣକ ତାଙ୍କୁ ବାଧ୍ୟ କରୁଛନ୍ତି ଆଉ କିଛି ଦୂର ଯିବା ପାଇଁ । କିନ୍ତୁ ଯୁବତୀ କିଛି ନ ଶୁଣି ଓଲା ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିବାରେ ଲାଗିଛନ୍ତି । ଯୁବତୀ କହୁଛନ୍ତି ଯେ ଆମେ ଝିଅ ମାନେ ଯାହା କହିବା ତାହା ସମସ୍ତେ ବିଶ୍ଵାସ କରିବେ । ମୁଁ କଣ କରି ପାରିବି ତୁମେ ଦେଖିବ ଏହି ଭଳି ଧ-ମ-କ ଦେଉଛନ୍ତି ଯୁବତୀ ଡ୍ରାଇଭରଙ୍କୁ । ଯୁବତୀଙ୍କୁ ବାରମ୍ବାର ଖ-ରା-ପ ଆଚରଣ କରୁଛନ୍ତି ବୋଲି ସେ କହୁଛନ୍ତି କିନ୍ତୁ ତାହା ସତ ନୁହେଁ ବୋଲି ଡ୍ରାଇଭର ଉତ୍ତର ଦେଉଛନ୍ତି ।

ଯେତେବେଳେ ଡ୍ରାଇଭର ଏହାର ଭିଡିଓ କରୁଥିଲେ ସେହି ସମୟରେ ଯୁବତୀ ଜଣକ ତାଙ୍କୁ ଭିଡିଓ ବନ୍ଦ କରିବା ପାଇଁ କହୁଛନ୍ତି କିନ୍ତୁ ଡ୍ରାଇଭର ସଫା ମନା କରି ଦେଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଗୋଟେ ଅ-ଭି-ଯୋ-ଗ କରିଲେ ତୁମର କ୍ଯାରିୟର ବରବାତ ହୋଇଯିବ ଏହିଭଳି ଧ-ମ-କ ଦେଉଛନ୍ତି ଯୁବତୀ ଡ୍ରାଇଭରଙ୍କୁ । ଯୁବତୀ ନିଜେ ଭିଡିଓ କରି ଅନ୍ୟ ମାନଙ୍କୁ ଦେଖାଇବେ କି ଡ୍ରାଇଭର ତାଙ୍କ ସହ କିଭଳି ଆଚରଣ କରୁଛନ୍ତି ବୋଲି ନିଜ ରାଏରେ କହିବା ପରେ ମଧ୍ୟ ଡ୍ରାଇଭର କହୁଛନ୍ତି ଯେ ସେଥିପାଇଁ ସେ ଏହି ଭିଡିଓ କରୁଛନ୍ତି ଦୁନିଆକୁ ଦେଖାଇବା ପାଇଁ ।

ଏହା ପରେ ଓଲା ଡ୍ରାଇଭର ପୋଲିସଙ୍କୁ ସୂଚନା ଦେବାକୁ କହକୁହନ୍ତି । କିନ୍ତୁ ଯୁବତୀ ପୋଲିସକୁ ଫୋନ ନ କରି ତାଙ୍କର କୌଣସି ବନ୍ଧୁଙ୍କୁ ଫୋନ କରି ସେ ଥିବା ଜାଗାରେ ଡକାଉଛନ୍ତି । ଯୁବତୀ ଆଗକୁ ଯିବା ପାଇଁ ଅନ୍ୟ କୌଣସି ଗାଡି ନେବାକୁ ଚାହୁଁ ନାହାନ୍ତି କି ତାଙ୍କ ପାଖରେ ଏତେ ସମୟ ନାହି ବୋଲି ଡ୍ରାଇଭରଙ୍କୁ ଧମକ ଦେଉଛନ୍ତି । ଡ୍ରାଇଭର ଯୁବତୀଙ୍କୁ ଚାଲିକି ଯିବା ପାଇଁ କହିବାରୁ ଯୁବତୀ ଜୋରରେ ରାଗି ତାଙ୍କ ସହ ଖ-ରା-ପ ଆଚରଣ କରୁଛନ୍ତି । ଯୁବତୀ ଅଧିକ ଟଙ୍କା ଦେବାର ଲୋଭ ଦେଖାଇ ଡ୍ରାଇଭର କହିବା ସତ୍ବେ ମଧ୍ୟ ସେ ନିଜର ଡିୟୁଟି ଠିକ ଭାବେ କରିବେ ବୋଲି କହୁଛନ୍ତି । ଅନେକ ସମୟ ଧରି ଦୁହିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଆମ ଦେଶରେ ଏମିତି ମହିଳା ଅଛନ୍ତି ଯେଉଁ ମାନେ ପୁରୁଷଙ୍କ ସହ ଖ-ରା-ପ ଆଚରଣ କରୁଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *