‘ମୋର କୋଉ ଜାଗାକୁ ଛାଡିଲେନି’! ଝିଅଟି ସହ ଯାହା ହୋଇଛି ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ….ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ଏମିତି ଏକ ଭି-ଡି-ଓ ଯାହା ଦେଖିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । କିଏ ମୋ ବେ-କ-କୁ ଧ-ରୁ-ଥି-ଲା ତ କିଏ ମୋ ପେ-ଟ-କୁ କିଏ ପୁଣି ମୋ ଗୁ-ପ୍ତା-ଙ୍ଗ-କୁ ଏହିଭଳି ସ-ଙ୍ଗି-ନ ଅ-ଭି-ଯୋ-ଗ ଆସିଛି । ଏମିତି ଦେଉଥିଲେ ମା-ନ-ସି-କ ଓ ଶା-ରୀ-ରି-କ ନି-ର୍ଯ୍ୟା-ତ-ନା ଓ ଏହାର ଭି-ଡି-ଓ ତିଆରି କରି ଭା-ଇ-ରା-ଲ ମଧ୍ୟ କରିଛନ୍ତି ଏହିଭଳି ସ-ଙ୍ଗି-ନ ଅ-ଭି-ଯୋ-ଗ ବର୍ତ୍ତମାନ ସମାନାକୁ ଆସିଛି ।

ଏହି ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି ଜଣେ ଯୁବତୀ ଗାଁ ଲୋକଙ୍କ ନାଁ ରେ । ସୂଚନା ଯୋଗ୍ୟ କି ପୁଅ ଓ ଝିଅକୁ ଜୋ-ର ଜ-ବ-ର-ଦ-ସ୍ତି କରି ବିବାହ କରିବାର ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ପ୍ରେମୀ ଯୁଗଳଙ୍କୁ ଅ-କ-ଥ-ନୀ-ୟ ଅ-ତ୍ୟା-ଚା-ର କରିଛନ୍ତି ଗ୍ରାମବାସୀ ମାନେ । କେବଳ ଏତିକି ନୁହେଁ ବରଂ ଝିଅ ସହ ଖ-ରା-ପ ଆ-ଚ-ରଣ କରୁଛନ୍ତି ଗ୍ରାମବାସୀ ମାନେ । ଏଭଳି ଏକ ଲ-ଜ୍ୟା ଜ-ନ-କ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର ଡିଏମ ଗାଁ ରେ ।

ସୂଚନା ଅନୁସାରେ ରାଇପୁର ଅ-ନ୍ତ-ର୍ଗ-ତ ଛତପଡା ଦୁଇ ନମ୍ବର ଅ-ନ୍ତ-ର୍ଗ-ତ ଗାଁ ର ପୀତାମ୍ବର କର୍ମକାରଙ୍କ ବଡ ଝିଅ ଚନ୍ଦନାଙ୍କ ସହ ଏହିଭଳି ଲ-ଜ୍ୟା ଜଣକ ଘଟଣା ଘଟିଛି । ସୋନପୁର ଡିଏନ ସ୍ଥିତ ନିଜ ସାନ ଭଉଣୀ ଘରକୁ କାଳୀପୂଜା ଦେଖିବାକୁ ଯାଉଥିଲେ ଚନ୍ଦନା । କାଳୀପୂଜା ଦେଖିବା ସମୟରେ ଚନ୍ଦନା ସେହି ଗାଁ ର ଜେଣ ଯୁବକଙ୍କ ସହ କଥା ହେଉଥିଲେ । ସେହି ସମୟରେ ଗାଁ ର କିଛି ଲୋକ ମାନେ ଚନ୍ଦନା ଓ ଯୁବକଙ୍କୁ ଅ-ଟ-କ ରଖି ଏକ ବ-ନ୍ଦ କୋଠରି ଭିତରେ ବ-ନ୍ଦୀ କରିଦେଲେ ।

ଏମିତି କି ଗାଁ ଲୋକ ମାନେ ଚନ୍ଦନା ଓ ଯୁବକଙ୍କ ଜୋ-ର ଜ-ବ-ର-ଦ-ସ୍ତି ବାହାଘର କରାଇ ସେମାନଙ୍କର ଭି-ଡି-ଓ କରି ଭା-ଇ-ରା-ଲ କରିଥିଲେ । ପୀ-ଡ଼ି-ତା ଚନ୍ଦନା କାନ୍ଦି କାନ୍ଦି ଅନୁରୋଧ କରିଥିଲେ ମଧ୍ୟ ଗାଁ ର କିଛି ଖ-ରା-ପ ପ୍ର-କୃ-ତିର ଯୁବକ ମାନେ ତାଙ୍କୁ ଛାଡି ନ ଥିଲେ । ଏହି ଖବର ପାଇବା ପରେ ଚନ୍ଦନାଙ୍କ ବାପା ତାଙ୍କୁ ଆଣିବା ପାଇଁ ସୋନପୁର ଗାଁ କୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ବାପାଙ୍କୁ ଗାଁ ଲୋକ ମାନେ ମା-ର-ପି-ଟ କରିବାର ସ-ଙ୍ଗି-ନ ଅ-ଭି-ଯୋ-ଗ ହୋଇଛି ।

ଗାଁ ଲୋକଙ୍କ ଠାରୁ ଅ-କ-ଥ-ନୀ-ୟ ଅ-ତ୍ୟା-ଚା-ର ପାଇବା ପରେ ନ୍ୟା-ୟ ପାଇଁ ଚନ୍ଦନା ଓ ତାଙ୍କ ପରିବାର ରାଇଘର ଥା-ନା-ର ଦ୍ଵାରସ୍ଥ ହୋଇଛନ୍ତି । ନ୍ୟା-ୟ ନ ମିଳିଲେ ଆ-ତ୍ମ-ହ-ତ୍ୟା କରିବେ ବୋଲି ଚେ-ତା-ବ-ନୀ ଦେଇଛନ୍ତି ଚନ୍ଦନା ଓ ତାଙ୍କ ପରିବାର । କିନ୍ତୁ ଏହି ଘଟଣା ରେ ପୋ-ଲି-ସ ଏ ଯାଏଁ କୌଣସି ପ୍ରତିକ୍ରିୟା ରଖି ନାହି । ତେବେ ପୋ-ଲି-ସ ଆଗକୁ କେଉଁଭଳି ପଦକ୍ଷେପ ନେବା ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *