TV ସିରିଏଲ ଝାନ୍ସି କି ରାଣୀ ରେ ନଜର ଆସିଥିବା ଏହି 2 ଜଣ Child Artist ଆଜି ଏତେ ବର୍ଷ ପରେ ଦେଖା ଯାଉଛନ୍ତି ବହୁତ ହଟ ଓ ବୋଲ୍ଡ

ସିରିଏଲ ଦୁନିଆ ବହୁତ ଅଲଗା ହୋଇଥାଏ, ଅସଲ ଜିବନ ଠାରୁ ବହୁତ ଭିନ୍ନ ହୋଇଥାଏ, ତେବେ ଯିଏ ଏଥି ଭଲ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣି ଥାନ୍ତି । ତେବେ କିଛି ବାଲ କଳାକାର ଏତେ ଭଲ ଅଭିନୟ କରନ୍ତି ଜେ ସିରିଏଲ କେବଳ ତାଙ୍କ ପାଇଁ ବହୁତ ଆଗକୁ ବଢ଼ିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବାଲ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଛୋଟ ମନିକର୍ଣିକା ଆଉ ୧୬ ବର୍ଷ ମାନିକର୍ଣିକା ଅଭିନୟ କରିଥିଲେ । ଆପଣ ମାନେ ପ୍ରାଚୀ ଆଉ ଉଲ୍କାଙ୍କୁ ଜାଣିଥିବେ ଦୁହେଁ ଏହି ସିରିଏଲରେ ବହୁତ ଭଲ ଅଭିନୟ କରିଥିଲେ ।

ଝାନ୍ସୀ କି ରାନି ସିରିଏଲରେ ଅସ୍ନୂର କୋର ମଣିକର୍ଣିକା ଅଭିନୟ କରିଥିଲେ ଯେବେ ସେ ବହୁତ ଛୋଟ ଥିଲେ ଏହା ପରେ ଉଲ୍କା ମନିକର୍ନିକା ଅଭିନୟ କରିଥିଲେ । ଦୁହେଁ ଦୁହିଁଙ୍କୁ ବହୁତ ପଶନ୍ଦ ମଧ୍ୟ କରନ୍ତି କଣ ଆପଣ ଜାଣିଛନ୍ତି ସେଟ ରେ ଦୁହେଁ ଭଉଣୀ ଭଳି ରୁହନ୍ତି ଲୋକେ ତାଙ୍କୁ ବହୁତ ପଶନ୍ଦ ମଧ୍ୟ କରୁଥିଲେ ।

ବର୍ତ୍ତମାନର ଉଲ୍କାଙ୍କ ବୟସ ୨୩ ବର୍ଷ ହୋଇ ଯାଇଛି ଆଉ ସେ ଆଗ ଅପେକ୍ଷା ଦେଖିବାକୁ ଆହୁରି ସୁନ୍ଦର ହୋଇ ଯାଇଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଜେ ଉଲ୍କା ବର୍ତମାନ ପର୍ଯ୍ୟନ୍ତ ଏକା ଅଛନ୍ତି ଆଉ ସେ ବିବାହ ବା କିଛି ସମ୍ପର୍କରେ ନାହାନ୍ତି ।

ତାଙ୍କ ଧ୍ୟାନ କେବଳ ନିଜ ଅଭିନୟ ଉପରେ ଅଛି ଆଉ ସେ ବହୁତ ଭଲ କାମ କରୁଛନ୍ତି ତାଙ୍କ ଅଭିନୟ ପାଇଁ ତାଙ୍କୁ କିଛି ଫିଲ୍ମରେ ମଧ୍ୟ କାମ କରିବା ପାଇଁ ସୁଯୋଗ ମିଳିଥିଲା ଯାହା ପରେ ସେ ଆହୁରି ଭଲ କାମ କରିବାର ଦେଖା ଦେଇଛନ୍ତି ।

ସାନ ଝାଂସି କି ରାନି ଅଭିନୟ କରିଥିବା ଝିଅଙ୍କ ନାମ ଅସ୍ନୁର କୋର ଅଟେ, ସେ ବର୍ତ୍ତମାନ ବହୁତ ସୁନ୍ଦରୀ ହୋଇ ଯାଇଛନ୍ତି ଛୋଟ ବେଳେ ସେ ଯେତେ କ୍ୟୁଟ ଥିଲେ ବର୍ତମାନ ସେତିକି ସୁନ୍ଦରୀ ଅଛନ୍ତି, ଅସ୍ନୁର ନିଜ ଜୀବନରେ ବହୁତ ଖୁସି ଅଛନ୍ତି କାହିଁକି ନା ତାଙ୍କୁ କାମ ସହ ନିଜ ପରିବାର ସହ ସମୟ ମିଳୁଛି । ଅସ୍ନୁର ବର୍ତମାନ ୧୬ ବର୍ଷ ର ହୋଇଛନ୍ତି ଆଉ ତାଙ୍କ ବାପା ମା ତାଙ୍କୁ ପାଠ ପଢା ଉପରେ ବିଶେଷ ଧ୍ୟାନ ଦବା ପାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *