ଝିଅଟି ଜାଣି ନଥିଲା Camera ସବୁ ଦେଖୁଛି! ଯାହା କରୁଥିଲା ଦେଖି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ଆମ ଦେଶରେ ପ୍ରତି ଦିନ ଚୋରୀ ହେବ ଘଟଣା ସମାନାକୁ ଆସୁଛି । କିଛି ଚୋର ଏମିତି ଅଛନ୍ତି ଜୁନ ମାନେ ନିଜର ଚୋରୀ କରିବା ସମୟରେ ଧରା ପଡିବା ସହ ଏମିତି କିଛି ହରକତ କରିଥାନ୍ତି ଯାହାକୁ ଦେଖିଲେ ହସି ହସି ଗଡିଯିବେ । କିନ୍ତୁ ଏମିତି କିଛି ଚାଲାକ ଓ ଚତୁର ଚୋର ଅଛନ୍ତି ଯେଉଁ ମାନେ ଆଖି ପିଛୁଳାକେ ଚୋରୀ କରି ନେଇ ଯାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଚୋରା ମାନଙ୍କର ଚୋରୀ କରିବା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଝାଳ ବୋହି ଆସିବ ।

ଦୁନିଆରେ ଏମିତି ବି ଚୋର ଅଛନ୍ତି ଯାହାକୁ ଧରିବା ପାଇଁ ଆପଣଙ୍କୁ ତାଙ୍କ ବିଷୟରେ ଅନେକ ତଥ୍ୟା ହାସଲ କରିବାକୁ ପଡିବ । ଚୀନରେ ଏକେ ରେଷ୍ଟୁରାଣ୍ଟ ରେ ଦୁଇ ଜଣ ଝିଅ ବସିଥିବା ବେଳେ ଅନ୍ୟ ଜଣେ ଝିଅ ଆସି ତାଙ୍କୁ ଏକେ କାଗଜ ଦେଖାଇଲା ।

ଯେମିତି କୌଣସି ସେଲ୍ସ ଗାର୍ଲ ପରି । ତୃତୀୟ ଝିଅ ଟି କିଛି କଥା ହେବା ପରେ ସେଠାରୁ ଚାଲିଗଲା । ଯେଉଁ ସମୟରେ ଝିଅଟି କାଗଜ ଦେଖାଇଲା ସେହି ସମୟରେ ଚିକେନ ଖାଉଥିବା ଝିଅର ସାମନାରେ ରଖିଥିବା ଫୋନକୁ ସେହି କାଗଜ ଦ୍ଵାରା ତାର ଭିୟୁ ବ୍ଲକ କରି ତଳକୁ ଖସାଇ ଦେଲା । ଏହିପରି ଭାବେ ଅଜଣା ଝିଅଟି ଆସି ଚୋରୀ କରି ଚାଲିଗଲା କିନ୍ତୁ ଖାଇବାକୁ ଆସିଥିବା ୨ ଜଣ ଝିଅ କିଛି ବି ଜାଣି ପାରିଲେ ନାହି ।

ଆମ ଦେଶର ଦେଶୀ ଚୋର ମାନେ ମଧ୍ୟ ଭିୟୁ ବ୍ଲକ ମାରିବାରେ ମାହିର ଅଟନ୍ତି । ଅଗଷ୍ଟ ୨୦୨୦ ହାଜିପୁର ଜଙ୍କସନ ବିହାରରେ ସୁଧା ଦୁଧ କାଉଣ୍ଟର ରେ ଜଣେ ବ ୟକତି ହେଲମେଟ ପିନ୍ଧି କ୍ଷୀର ନେବାକୁ ପହଞ୍ଚିଲେ । କିନ୍ତୁ ବ୍ୟକ୍ତି ଜଣକ ଜାଣି ନ ଥିଲେ ତାଙ୍କ ପଛରେ ଚୋର ଠିଆ ହୋଇଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଚୋର କିପରି ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କର ମୋବାଇଲରୁ ଭିୟୁ ବ୍ଲକ କରି ଫୋନ ଚୋରୀ କରି ନେଇ ଯାଉଛି । ଯେତେବେଳେ ବ୍ୟକ୍ତି ଜଣକ ଥଳି ବାହାର କରି କ୍ଷୀର ନେଉଥିଲେ ସେହି ସମୟରେ ଚୋରା ଥଳି ବାହାର କରି ଏପରି ହରକତ କରିଲା ।

ଆଜିକାଲି ଲୋକ ମାନେ ନିଜର ସୁରକ୍ଷା ପାଇଁ ହେଲମେଟ ପିନ୍ଧିବା ବଦଳରେ ଗାଡିରେ ଛାଡି ଚାଲି ଯାଉଛନ୍ତି । ହେଲମେଟ ନା ଲକ ମାରୁଛନ୍ତି ନା ନିଜ ସହ ନେଇ ଯାଉଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ଚୋର ଗାଡିରେ ଟଙ୍ଗା ହୋଇଥିବା ହେଲମେଟ ନେଇ ଖସି ପଳାଉଛନ୍ତି ।

 

ଏମିତି କି ଜଣେ ବ୍ୟକ୍ତି ଗାଡିରେ ଯାଉଥିବା ସମୟରେ ପଛରେ ବସିଥିବା ମହିଳାଙ୍କ ଜରିଆରେ ଅନ୍ୟ ଏକ ଗାଡିରୁ ହେଲମେଟ ଚୋରୀ କରି ନେଇ ଯାଉଛନ୍ତି । ତେଣୁ ଯେଉଁ ମାନେ ନିଜର ହେଲେମେଟ ବାଡିରେ ରଖି ଯାଉଛନ୍ତି ସେମାନେ ସତର୍କ ହେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଆଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *